olywod ଅଭିନେତା ” ପୁପିନ୍ଦର “କହିଲେ କେମିତି ପ୍ରେମରେ ପଟେଇଥିଲେ ତାଙ୍କ ପ୍ରିୟତମା ରୁପିନ୍ଦରଙ୍କୁ,ଏନେଇ କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ….

ବନ୍ଧୁଗଣ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନାଁ କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି ଘଟଣା ମାନ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ | ତେବେ ସେହିଭଳି ଘଟଣା ମାନ ଭାଇରାଲ ହେଉଛି ତାହା ହେଉଛି ଅଲିଉଡ ର ଜଣେ ବେଶ ଆଗ ଧାଡ଼ିର ଅଭିନେତା ଭାବରେ ସମସ୍ତଙ୍କର ହୃଦୟରେ ଜାଗା କରିଥିବା ଆମ ସମସ୍ତଙ୍କର ପ୍ରିୟ କଳାକାର ପୁପିନ୍ଦର ଙ୍କ ବିଷୟରେ | ଆଉ ଯାହା କୁହାଯାଉଛି କି ପୁପିନ୍ଦର ବର୍ତ୍ତମାନ ତାଙ୍କର ଲଭ ମେରେଜ ବିଷୟରେ ସମସ୍ତ କଥା ପ୍ରକାଶ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମସ୍ତ କଥା ଉପରେ ନଜର ପକାଇବା |

ତେବେ ପୁପିନ୍ଦର ଙ୍କ କଥା ଅନୁସାରେ ଏବେ ଯେମିତି ଫେସବୁକ, ଇନଷ୍ଟା ଗୋଟିଏ ଗୋଟିଏ ସୋସିଆଲ ମିଡିଆର ମାଧ୍ୟମ ଯାହା ସାହାଯ୍ୟରେ ଆମେ ସମସ୍ତ ଙ୍କ ସହିତ କନେକ୍ଟ ହେଇ ପାରୁଛୁ କିନ୍ତୁ ସେତେବେଳେ ଅର୍କଟ ଥିଲା | ଆଉ ପୁପିନ୍ଦର ତାଙ୍କର ସ୍ତ୍ରୀ ଙ୍କୁ ଅର୍କଟ ରେ ଦେଖିଥିଲେ | ଆଉ ପୁପିନ୍ଦର ଙ୍କୁ ସେ ବହୁତ ଭଲ ଲାଗିଥିଲା ଆଉ ତାଙ୍କୁ ବେଶୀ ଆକୃଷ୍ଟ କରେଇଥିଲା ରୁପିନ୍ଦର ନାଁ ଟି | ଆଉ ପ୍ରୋଫାଇଲ ରେ ସେ ହଳଦିଆ ରଙ୍ଗର ଗୋଟିଏ ଡ୍ରେସ ପିନ୍ଧୁଥିଲେ ଆଉ ବହୁତ କିଉଟ ଦେଖା ଯାଉଥିଲେ, ଆଉ ଆଜି ବି ତାଙ୍କର ମନେ ଅଛି ତାଙ୍କର ସେହି ପ୍ରୋଫାଇଲ କଥା ବୋଲି କହିଛନ୍ତି ପୁପିନ୍ଦର |

ଆଉ ତାହା ପରେ ବାରମ୍ବାର ମେସେଜ ହେବା ପରେ ମଧ୍ୟ ତାଙ୍କୁ ରେଜେକ୍ଟ କରି ଦେଉଥିଲେ ସେମିତି 15 ଦିନ ପରେ ଗୋଟିଏ ଦିନ ସନ୍ଧ୍ୟାରେ ସେ ଏସେପ୍ଟ କରିଲେ ମେସେଜ କୁ ଆଉ ରିପ୍ଲା ମଧ୍ୟ ଦେଇଥିଲେ | ଆଉ ସେହି ଦିନ ଅଜାଣତରେ 15 ମିନିଟ କଥା ହୋଇଯାଇଥିଲେ | ଆଉ ତାହା ପରେ ନମ୍ବର ଏକ୍ସଚେଞ୍ଜ ହେଲା ଓ ଲଭ ହୋଇଥିଲା | ତା ପରେ ଘରେ ଜଣେଇଲେ ଆଉ ରୁପିନ୍ଦର ଙ୍କ ଘରେ ରାଜି ନ ଥିଲେ କାରଣ ଏକ୍ଟିଂ ପ୍ରଫେସନ କୁ ପସନ୍ଦ କରୁ ନଥିଲେ ରୁପିନ୍ଦର ଙ୍କ ଫେମିଲି ବୋଲି କହିଛନ୍ତି ପୁପିନ୍ଦର |

ଆଉ ତାହା ପରେ ଯେହେତୁ ପୁପିନ୍ଦର ମାଲକାନଗିରି ର ପୁଅ ତେଣୁ କୋରାପୁଟିଆ ଭାଷା ରେ କଥା ମଧ୍ୟ ହୋଇଛନ୍ତି ପୁପିନ୍ଦର | ଆଉ ତାହା ସହିତ ତାଙ୍କର ଗୋଟିଏ ହିନ୍ଦୀ ଓ ଆଉ ଗୋଟିଏ ମରାଠୀ ଫ୍ଲିମ ରିଲିଜ କଥା ମଧ୍ୟ କହିଛନ୍ତି | ତେବେ ତାଙ୍କର ଗୋଟିଏ ଫ୍ଲିମ ସରକାରୀ ଜ୍ୱାଇଁ ଆସୁଛି ଯାହା ଦର୍ଶକ ମାନଙ୍କୁ ବହୁତ ହସାଇବ ବୋଲି କହିବା ସହିତ ଦମନ ଓ ପ୍ରତୀକ୍ଷା ଭଳି ଫ୍ଲିମ କୁ ଦେଖିକି ସେ ପୁଣି ଫ୍ଲିମ କରିବେ ବୋଲି କହିଛନ୍ତି | ଆଇ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment