ଦେଖନ୍ତୁ ଭିଡ଼ିଓ : ପୁଣି ଭାଇରାଲ ହେଲା ବିନା ଚୁଡିଦାରରେ ଫେମସ ଅଭିନେତ୍ରୀ Anupama Parameswaran ଙ୍କ ଅଶ୍ଳୀଳ ଫୋଟୋ, 3 Million ରୁ ଅଧିକ ଲୋକ ଦେଖି ସାରିଲେଣି…ସତରେ କଣ…

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାରଙ୍କର ତାଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ମନୁଷ୍ୟ ଯେତେ କର୍ମମୟ ଜଞ୍ଜାଳ ମଧ୍ୟରେ ରହିଲେ।

ମନରଞ୍ଜନ କରିବା ପାଇଁ ଭୁଲି ନଥାନ୍ତି। ତେବେ ଯେଉଁ କଳାକାର ମାନେ ସେମାନେ ତାଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ବେଳେବେଳେ ଏହି କଳାକାର ମାନେ ନିଜର ଡ୍ରେସ ଇତ୍ୟାଦିକୁ ନେଇ ଅପମାନିତ ହୋଇଥାନ୍ତି। କାରଣ ଆଜିକାଲି ସୋସିଆଲ ମିଡ଼ିଆ ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ। କ୍ୟାମେରା ସମ୍ନାରେ ଅନେକ କିଛି କଏଦ ହୋଇଯାଇଥାଏ। ଏପରି କିଛି ଘଟଣା କ୍ୟାମେରା ସାମ୍ନାକୁ ଆସିଥାଏ। ଯାହାକୁ ବେଳେ ବେଳେ ଭାଇରାଲ ହୋଇଥାଏ। ତେବେ ବର୍ତ୍ତମାନ ସମୟରେ ଏଭଳି ଜଣେ ହିରୋଇନଙ୍କ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ଦେଖିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ହିରୋଇନ ଅନୁପମା ପରମେଶ୍ବରମ ଯାହାକି ଚୁଡ଼ିଦାର ତଳେ କିଛି ପିନ୍ଦି ନଥିବା ଫୋଟୋ ଭାଇରାଲ ହେଉଛି।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଇରାଲ ଫୋଟୋର ସତ୍ୟା ସତ୍ୟ ବିଷୟରେ। ବନ୍ଧୁଗଣ ଏଭଳି ଏକ ଘଟଣା ଅନେକ ଦିନ ତଳର ଘଟଣା ବନ୍ଧୁଗଣ ସୂଚନା ଅନୁସାରେ ଏହି ହିରୋଇନଙ୍କ ଫୋଟୋ ଯେଉଁ ଭାଇରାଲ ହେଉଛି। ଏହାର ସତ୍ୟ ବିଷୟରେ ଜାଣିଲେ ଆପଣ ମାନେ ହୁଏତ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଫୋଟୋ ରେ ଆପଣ ମାନେ ଦେଖି ପାରୁଥିବେ ସେ ଏକ ଚୁଡିଦାର ପିନ୍ଧିଛନ୍ତି। ହେଲେ ସେ ତଳେ କିଛି ବି ପିନ୍ଧି ନାହାନ୍ତି, ଯାହାକି ସାଧାରଣ ରେ ଚର୍ଚ୍ଚା ହେଉଛି। ଏହି ଘଟଣା ସଠିକ ନୁହେଁ ବରଂ ସୁଟିଂର ବୋଲି ଜଣାପଡିଛି।

ଯେତେବେଳେ ହିରୋଇନ୍ ସୁଟିଂ କରିବାକୁ ଯାଇଥିଲେ, ସେତେବେଳେ ସେ ପ୍ରଥମେ ଏକ ଚୁଡିଦାର୍ ପିନ୍ଧିଥିଲେ କିନ୍ତୁ ତଳେ କିଛି ପିନ୍ଧି ନଥିବା ଭଳି ଲାଗୁଥିଲା। ଶରୀରର ରଙ୍ଗ ସହିତ ମିଶି ଯାଉଥିଲା ସେହି ପିନ୍ଧି ଥିବା ଲେଗିଂସ ରଙ୍ଗ। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେ ତଳେ କିଛି ପିନ୍ଧୁ ନାହାଁନ୍ତି। ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା କାରଣ ସେ ପିନ୍ଧିଥିଲେ କିନ୍ତୁ ତଳେ ସେଥିପାଇଁ ସେ ନିଜ ଶରୀରର ରଙ୍ଗ ପରି ଦେଖାଯାଉଥିଲେ। ଯାହାବି ହେଉ ଏଭଳି ଘଟଣା ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ତେଣୁ ବନ୍ଧୁଗଣ ଆପଣ ମାନେ ପ୍ରକୃତ ଘଟଣାର ସତ୍ୟା ସତ୍ୟ ବିଷୟ ରେ ଜାଣିବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment