Odisha News Portal

ପୁଣି ଭାଇରାଲ ବୟ Sahadev ଙ୍କ ନୂଆ ଗୀତ ଗାଇଲେ ” Bachpan ka Pyara ” ସାରା ଓଡିଶା ରେ ଚାଲ ସୃଷ୍ଟି କଲା ଏହି ଗୀତ…

ବନ୍ଧୁଗଣ ପୁଣି ଏକ କୁନି ବାଳକ ଜଣଙ୍କ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏତେ ଚମତ୍କାର ଭାବରେ ସେ ଗୀତ କୁ ଗାଉଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଆଉ ଏହାକୁ ସୋସିଆଲ ମିଡିଆରେ ଶୁଣି ସମସ୍ତ ବିଚାରକ ମାନେ ବହୁତ୍ ପସନ୍ଦ କରିବା ସହ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି। ଯାହାକୁ ଶୁଣି ବାସ୍ତବରେ ବହୁତ୍ ଖୁସି ଲାଗୁଛି। ବାସ୍ତବରେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ସଦୃଶ ଅଟେ।

ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଏପରି ଗାୟିକୀ ର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।

ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଜଣେ ଛୋଟ ବାଳକ ଯିଏକି ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛି।ଏହି କୁନି ଗାୟକର ନାମ ହେଉଛି ଜୁନିଅର ଲିପୁନ୍।ବଚପନ୍ କା ପ୍ୟାର ଭାଇରାଲ ଗୀତ ଗାଇଥିବା ସହଦେବ ଙ୍କ ପାଇଁ ସେ ଏହି ଗୀତଟି ଗାଇଛନ୍ତି।

ଏହି ଗୀତରେ ରହିଛି କିପରି ସହଦେବ ଙ୍କ ବଚପନ୍ କା ପ୍ୟାର ଗୀତଟି ଭାଇରାଲ ହେଲା ଏବଂ ବଲିଉଡ୍ ଗାୟକ ବାଦଶାହ ତାଙ୍କୁ ଶୁଣି ଏହାକୁ ପସନ୍ଦ କରି ବାଦଶାହା ଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଲେ। ତେବେ ଏହି ଏହି ଜୁନିଅର ଲିପୁନ ତାର ସୁମଧୁର ସ୍ଵରରେ କିପରି ଭାବରେ ଏହି ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ। ସେ ଯେଉଁଭଳି ଭାବରେ ଏ ଗୀତକୁ ଖୁସିର ସହ ଗାଉଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି ଏବଂ ଏହାକୁ ଶୁଣି ସମସ୍ତେ ବେଶ୍ ପସନ୍ଦ କରୁଛନ୍ତି।ଏହି ଗୀତର ମ୍ୟୁଜିକର ନିର୍ଦ୍ଦେଶନା ମାନସ କୁମାର ଦେଇଥିବା ବେଳେ ଏହାର ଲିରିକ୍ସ୍ କରିଛନ୍ତି ଅଭିରାମ ସାହୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।