Odisha News Portal

ଦେଖନ୍ତୁ Viral ଭିଡ଼ିଓ : ପୁଣିଥରେ ରାତିଅଧରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଲା ଯୁବତୀଙ୍କ ଭାଇରାଲ ଭିଡ଼ିଓ…

ବର୍ତ୍ତମାନ ର ଟେକନୋଲୋଜି ଯୁଗରେ ସୋସିଆଲ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଜିକାଲି ସମସ୍ତେ ସୋସିଆଲ ମିଡିଆ ସହିତ ଉଣାଅଧିକେ ଜଡିତ କିନ୍ତୁ ବର୍ତ୍ତମାନ ର ଯୁବପୀଢ଼ି ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ କିଛି ବି କରିପାରୁଛନ୍ତି। ଏପରି କି ନିଜର ଜୀବନକୁ ବାଜି ଲଗେଇ ଦେଉଛନ୍ତି। କିଏ ନିଜକୁ ସୋସିଆଲ ମିଡିଆରେ ଷ୍ଟାର କରିବା ପାଇଁ ବିପଦ ଜନକ ବାଇକ ଷ୍ଟଣ୍ଟ କରୁଛି ତୋ ଆଉ କିଏ ସେଲ୍ଫି ନେବା ପାଇଁ ଚଳନ୍ତା ଉପରେ ଚଢି ଯାଉଛନ୍ତି, ରାତା ରାତି ଷ୍ଟାର ବନେଇବା ନିଶାରେ ନିଜକୁ ମୃତ୍ୟୁ ମୁଖରେ ପକେଇବାକୁ କେହି ପଛାଉ ନାହାନ୍ତି। ଅନେକ ଏପରି ଅଛନ୍ତି ଯେଉଁ ମାନେ ନିଜର କିଛି ପ୍ରତିଭା ଦେଖାଇ ରାତାରାତି ଷ୍ଟାର ହୋଇ ଯାଉଛନ୍ତି। ଅନେକ ଏପରି ଅଛନ୍ତି ସୋସିଆଲ ମିଡ଼ିଆ ନିଶାରେ ଏତେ ପାଗଳ ଯେ ନିଜର ଜୀବନ ଦେବା ପାଇଁ ପଛାଉନାହାନ୍ତି

ତେବେ ବନ୍ଧୁଗଣ ଆଜି ଆମେ ଏପରି କିଛି ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଆପଣ ମାନେ ଜାଣି ସାରିଲା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଜଣେ ଯୁବତୀ ସୋସିଆଲ ମିଡିଆରେ ନିଜକୁ ରାତାରାତି ଷ୍ଟାର କରିବା ପାଇଁ , ଏପରି କିଛି ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି, ସେହି ଭିଡ଼ିଓ ରେ ଜଣେ ଯୁବତୀ ରାତି ଅଧରେ କାନ୍ଦୁଛି ଏବଂ କହୁଛି, ତାଙ୍କ ମାଆ ଏବଂ ଭଉଣୀ ମିଠା ଖାଇବାକୁ ଦେଲେନି ଏବଂ ତାଙ୍କୁ ବାଡେଇ ଛନ୍ତି, ପୁଣି ପରଦିନ ଭିଡ଼ିଓ ରେ କହୁଛନ୍ତି କି ମାଆ ମାନେ ଆତି ସ୍ନେହରେ ମାରନ୍ତି, ତାଙ୍କ କଥା ଧରିବା ଠିକ ନୁହଁ। କାରଣ ମାଆ ମାନଙ୍କ ର ଅଧିକ ଭଲ ପାଇବା ଥାଏ ସେଥିପାଇଁ ସେମାନେ ଅତି ସ୍ନେହରେ ବାଡନ୍ତି।

ପୁଣି ଏକ ଭିଡ଼ିଓ କରି କହିଛନ୍ତି କି ଯେତେ ବି ଭିଡ଼ିଓ ବନେଇଲେ ଆପଣ ମାନେ କିଛି ପ୍ରତିକ୍ରିୟା ଦେଉନଥିଲେ ତେଣୁ ମୁଁ ନିଜର ପ୍ରତିଭାକୁ ସମସ୍ତଙ୍କ ସାମ୍ନାରେ ଆଣିବା ପାଇଁ ଚାହୁଁଥିଲି, ଆପଣ ମାନେ ଜାଣିଛନ୍ତି ଯେ ସୋସିଆଲ ମିଡିଆ ଏମିତି ଏକ ମାଧ୍ୟମ ନିଜର ପ୍ରତିଭାକୁ ସମସ୍ତେ ବାହାରକୁ ଆଣି ପାରିବେ। ସେଥିପାଇଁ ମୁଁ ଅନେକ ଭିଡ଼ିଓ ବନେଇ ପୋଷ୍ଟ କରିଥିଲି କିନ୍ତୁ ଆପଣମାନେ କୌଣସି ପ୍ରତିକ୍ରିୟା ଦେଉନଥିଲେ, କାନ୍ଦି କାନ୍ଦି ରାତିରେ ମିଠା ଖାଇବା ପାଇଁ ମୋ ମାଆ ଏବଂ ଭଉଣୀ ମାରିଲେ ଏପରି ଭିଡ଼ିଓ ବନେଇଲି ଆପଣ ମାନେ ରାତାରାତି ତାହାକୁ ଭାଇରାଲ କଲେ, ଆପଣ ମାନେ ଏପରି ଭାବରେ ମୋ ଭିଡ଼ିଓ ଟିକୁ ଲାଇକ ସେୟାର କରିଥିବାରୁ , ଯୁବତୀ ଜଣକ ଧନ୍ୟବାଦ ଜଣେଇଥିଲେ।

ତେଣୁ ତାଙ୍କର ଏହି ଏପରି ଅଭିନୟ ଭିଡ଼ିଓ ଟିକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।