Odisha News Portal

ଦେଖନ୍ତୁ ଭିଡ଼ିଓ : ପୁଣି ସୋସିଆଲ ମିଡିଆରେ ନାବାଳିକା ଯୁବତୀର ଅଶ୍ଳୀଳ ଫୋଟୋ ନିଆଁ ଭଳି ଭାଇରାଲ….

ଆଜିକାଲି ପୁଅ ଝିଅ ମାନେ ସର୍ବଦା ସୋସିଆଲ ମିଡ଼ିଆ ସହିତ ଜଡି ରହୁଛନ୍ତି। କିନ୍ତୁ ସେମାନେ ତାଙ୍କ ଭବିଷ୍ୟତ ବିଷୟରେ କିଛି ଭାବନ୍ତି ନାହିଁ। ସୋସିଆଲ ମିଡିଆ ଭଳି ଉତ୍କୃଷ୍ଟ ମାଧ୍ୟମକୁ ସର୍ବଦା ଖରାପ କାମରେ ବ୍ୟବହାର କରୁଛନ୍ତି। ଆଜିର ପୁଅ ଏବଂ ଝିଅ ସୋସିଆଲ ମିଡିଆରେ କଥାବାର୍ତ୍ତା କରି ପ୍ରେମ ମଧ୍ୟ କରୁଛନ୍ତି। ପ୍ରଥମେ ବନ୍ଧୁ ପାଇଁ ଅନୁରୋଧ ପଠାନ୍ତି ଏବଂ ପରେ ପୁଅ ଝିଅ କଥା ବାର୍ତା ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠେ ତା ପରେ ଅଶୀଳ ଫୋଟ ଏବଂ ଭିଡ଼ିଓ ମଧ୍ୟ ମାଗନ୍ତି। ତେବେ କିଛି ଦିନ ଗଲା ପରେ କୌଣସି କାରଣରୁ ଯଦି ଉଭୟଙ୍କ ମଧ୍ୟରେ ଝଗଡା ହୁଏ , କିମ୍ବା ଅଲଗା ହୋଇ ଯାଆନ୍ତି। ରାଗରେ ଫୋଟୋ ଭିଡ଼ିଓ ସବୁ ସୋସିଆଲ ମିଡ଼ିଆ ରେ ଭାଇରାଲ କରିଦିଅନ୍ତି। ଏଭଳି ଘଟଣା ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି।

ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ପୁଣି ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏହି ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ଜଣେ ଯୁବତୀଙ୍କ ଅଶୀଳ ଫୋଟ ଏବଂ ଭିଡ଼ିଓ ମୋବାଇଲେ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ଟି ଘଟିଛି ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ମଧୁପୁର ଅଞ୍ଚଳରେ, ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ଜଣେ ଯୁବତୀଙ୍କ ଅଶୀଳ ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ରେ ଲାଗିଛି। ଯୁବତୀଙ୍କ ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ଛଅ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି। ତେବେ ଏହି ଯୁବକ ମାନେ ଚନ୍ଦକୁସି, ରାମଚନ୍ଦ୍ରପୁର, କୁସୁଟି ଓ ମଧୁପୁର ଗ୍ରାମର ବୋଲି ଜଣା ପଡ଼ିଛି। ଏହା ପରେ ଏସ ଡି ପିଓ ଅଙ୍କିତା କୁମ୍ଭାର, ବାଲେଶ୍ବର କ୍ରାଇମ ଡି ଏସ ପି ଅମୂଲ୍ୟ ଧର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଘଟଣାର ତଦନ୍ତ କରିଥିଲେ। ଏବଂ ଏହି ଘଟଣାରେ ମଧ୍ୟ ଆହୁରି ଅନେକ ଲୋକଙ୍କ ହାତ ଥିବାର ସୂଚନା ମିଳିଛି।

ଏହା ପରେ ଆରକ୍ଷକ ଅଧ୍ୟକ୍ଷକ ଅଟକ ଥିବା ଯୁବକଙ୍କୁ ପଚରା ଉଚରା ଜାରି ରଖିଛନ୍ତ ଏବଂ ଏହାର ସଠିକ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତ ଧରା ପଡିବ ବୋଲି ସୂଚନା ଦେଇଛନ୍ତି। ତେବେ ବନ୍ଧୁଗଣ ଏଭଳି ପ୍ରତ୍ୟେକ ଦିନ ଘଟଣା ଘଟୁଛି କିନ୍ତୁ ତା ପରେ ବି ଯୁବକ ଯୁବତୀ ଏଭଳି ଭୁଲ କାମ କରୁଛନ୍ତି। ଏଭଳି କାମ କରି ନିଜର ଭବିଷ୍ୟତ ବେକାର ହେବା ସହିତ ବାପା ମାଆଙ୍କ ମର୍ଯ୍ୟାଦା ହାନି ମଧ୍ୟ ହେଉଛି। ଭଲ ପାଉଛ ଠିକ ଅଛି, ଫୋଟୋ ଭିଡ଼ିଓ ଦିଅନ୍ତୁ ନାହିଁ, କାରଣ ପ୍ରକୃତ ଭଲ ପାଇବାର ଅଶୀଳତା ନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।