ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ… 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ସମୟକ୍ରମେ ଅନେକ ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ। ସେହିପରି ଏବେ ସାମ୍ନାକୁ ଆସିଛି ଏମିତି ଏକ ଅଭାବନୀୟ ଘଟଣା ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଘଟଣାଟି ସମାଜର ଏପରି ଏକ ଦିଗକୁ ଦର୍ଶାଉଛି ଯାହା ସାଧାରଣରେ ଗ୍ରହଣ କରିବା ସହଜ ନୁହେଁ। ଆମେ ଆପଣଙ୍କୁ ସେହିଭଳି ଏକ ଅଭାବନୀୟ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ। ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଆସନ୍ତୁ ଜାଣିବା ସେହି ଅଜବ ଘଟଣା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

ଆଜିର ଏହି ଦୁନିଆ ରେ ଲୋକ ମାନଙ୍କର ହାବ ଭାବ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇ ଯାଇଛି। କିଛି ଲୋକଙ୍କର ଏମିତି କିଛି ଅଶୋଭନୀୟ କାର୍ଯ୍ଯ କଳାପ ଦେଖି ଏଥିରେ ପ୍ରଭାବିତ ହେଉଛନ୍ତି ଅନେକ ଲୋକେ। ତେବେ ଅଧିକାଂଶ ସମୟରେ ଆପଣ ଏହିପରି କିଛି ଅଜବ ଘଟଣା ମାନ ସବୁ ଦେଖିବା ପାଇଁ ପାଉଥିବେ।ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ। ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ। ଯେମିତି ଏହି ଘଟଣାରେ ଘଟିଛି।

ଏଠାରେ ଜଣେ ଅଙ୍ଗନବାଡ଼ି କେନ୍ଦ୍ରର ଶିକ୍ଷୟତ୍ରୀ ଜଣେ ଯୁବକଙ୍କୁ ଗାଳି କରୁଥିବା ସହିତ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ତେବେ ଯୁବକ ଜଣଙ୍କ ଅଙ୍ଗନବାଡ଼ି କର୍ମୀ ଜଣଙ୍କୁ ଖରାପ୍ ବ୍ଯବହାର କରିଥିବା ନେଇ ଏହି ମହିଳା ଜଣଙ୍କ ତାଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରିବା ସହିତ ତାଙ୍କୁ ଗାଳି କରୁଛନ୍ତି। ସେଠାରେ ଅନ୍ୟଜଣେ ଯୁବକ ଜଣଙ୍କ ମଧ୍ୟ ଏହି ଯୁବକଙ୍କ ସହ ପାଟିତୁଣ୍ଡ କରୁଛନ୍ତି ଏବଂ ସେମାନେ ପରସ୍ପର ସହିତ ଖରାପ୍ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଛନ୍ତି। ତେବେ ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଯିଏ ଯାହାକୁ କହିବା ପାଇଁ ଛାଡ଼ୁ ନାହାଁନ୍ତି।

ତେବେ ଏହାରି ଭିତରେ ପ୍ରଥମେ କଳି ଲାଗିବା ପରେ ଏହା ଯେତେବେଳେ କ୍ରମଶଃ ବୃଦ୍ଧି ପାଇଥିଲା ସେତେବେଳେ ଅଙ୍ଗନବାଡ଼ି କର୍ମୀ ଜଣଙ୍କ ଆସି ଉକ୍ତ ଯୁବକ ଙ୍କ ବେକର ଗାମୁଛା କୁ ଧରି ଦୋକାନ ନିକଟରୁ ଟାଣି ଆଣି ତାକୁ ଏପରି ବ୍ଯବହାର ଦେଖାଇବାକୁ ନେଇ ପ୍ରଶ୍ନ କରିଥିଲେ ଏବଂ ଗାଳି କରିଥିଲେ। ଗାଳି କରିବା ସହିତ ଅଙ୍ଗନବାଡ଼ି କର୍ମୀ ଜଣଙ୍କ ଉକ୍ତ ଯୁବକଙ୍କୁ ମାଡ଼ ମଧ୍ୟ ମାରିଥିଲେ।ସେଠାରେ ଉପସ୍ଥିତ ସମସ୍ତ ଲୋକ ଏହି ଘଟଣାକୁ ଦେଖିଥିଲେ। ତେବେ କେହିବି ପ୍ରତିବାଦ କରିବା କିମ୍ୱା ଘଟଣାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରୟାସ କରି ନଥିଲେ।ଗଞ୍ଜାମ ରେ ଏହିଭଳି ଏକ ଘଟଣା ଘଟିଥିବା ଜଣା ପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment