Odisha News Portal

ପୁଣି ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କର ଆଖିରେ ଲୁହ ର ଭିଡ଼ିଓ , ତାଙ୍କର ଦୁଃଖଭରା କାହାଣୀ ଶୁଣିଲା ମାତ୍ରେ ଆପଣମାନେ କାନ୍ଦି ପକେଇବେ

0 0

ଯେତେବେଳେ ବି ଆମେ ନିଜ ନିଜ ଭିତରେ ଜଲିଉଡ଼ ର କଥା କହୁ ସେତେବେଳେ ଆମ ଆଖି ଆଗକୁ ଗୋଟିଏ ଚେହେରା ଆସିଥାଏ ଯିଏକି ସବୁବେଳେ ନିଜର ରୋକଠକ ଗୁଣ ପାଇଁ ବିବାଦ ରେ ରହିଥାନ୍ତି ।ତେବେ ଆମେ ଆପଣ ଙ୍କୁ ଯାତ୍ରା ଜଗତ ର ଆଲବମ କୁଇନ ବା ଓଡ଼ିଶାର ସନୀ ଲିଓନି ରାଣୀ ପଣ୍ଡା ଙ୍କ ବିଷୟରେ କହୁଛୁ ।ରାଣୀ ପଣ୍ଡା ସବୁବେଳେ କିଛି ନା କିଛି ବିବାଦ ରେ ରହିଥାନ୍ତି ।

ଆପଣ ମାନେ ରାଣୀ ଙ୍କୁ ସବୁବେଳେ ଦୁଇ ଟି ରୂପରେ ଦେଖିଛନ୍ତି ଗୋଟିଏ ହେଉଛି ତାଙ୍କର ରୋକଠକ ବ୍ୟବହାର ଏବଂ ଅନ୍ୟ ଟି ହେଉଛି ତାଙ୍କର ଆଲବମ ର ରେକର୍ଡ ଡ୍ୟାନ୍ସ ରୂପ ।କିନ୍ତୁ ଆମେ ଆଜି ଆପଣ ଙ୍କୁ ରାଣୀ ଙ୍କର ଅନ୍ୟ ଏକ ରୂପ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଆଗରୁ କେବେ ଦେଖିନଥିବେ ।

ଉଲ୍ଲେଖଯୋଗ୍ୟ ଯେ, ଜଲିଉଡ଼ ର ଆଲବମ କୁଇନ ରାଣୀ ପଣ୍ଡା ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବରେ ଲାଗୁଛି ।ତେବେ ଏହି ସୋସିଆଲ ମିଡ଼ିଆ ରେ ଜଣାଯାଇଛି ଯେ , ଯାତ୍ରା ଆଲବମ କୁଇନ ରାଣୀ ପଣ୍ଡା ଓଡ଼ିଶାର ଏକ ବସ୍ତି ରେ ରହୁଥିବା ଗରିବ ଲୋକଙ୍କୁ ଭେଟିଥିଲେ ।ଏବଂ ତାଙ୍କର ଦାରିଦ୍ର୍ୟତା ଓ ଦୁଖଃ ଦେଖି ସେ ମଧ୍ୟ ଭାବ ବିଭଳ ହୋଇଯାଇଥିଲେ ଏବଂ ମନ ଦୁଃଖ କରିଥିଲେ।ତେବେ ରାଣୀ ସବୁବେଳେ ବିବାଦ ରେ ରହୁଥିଲେ ମଧ୍ୟ ତାଙ୍କର ଗରିବ ଲୋକମାନଙ୍କ ପ୍ରତି ଥିବା ଭଲପାଇବା ଓ କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ ଅଟେ।

ତେବେ ଯାତ୍ରା ଆଲବମ କୁଇନ ରାଣୀ ପଣ୍ଡା ସବୁବେଳେ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା କୁ ବହୁତ ପସନ୍ଦ କରନ୍ତି ।ପୂର୍ବ ରୁ ମଧ୍ୟ ଏକ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହୋଇଥିଲା ଯେଉଁଥିରେ ଦେଖାଯାଇଥିଲା କି ଏକ ବସ୍ତି ରେ ରହୁଥିବା ଛୋଟ ଛୋଟ ଗରିବ ପିଲାଙ୍କୁ ସେ ପ୍ରଥମାଷ୍ଟମୀ ରେ ପଢୁଆ କରିଥିଲେ ଏବଂ ସେମାନଙ୍କ ମୁହଁରେ ହସ ଭରିଦେଇଥିଲେ। ତେବେ ବର୍ତ୍ତମାନ ର ଭିଡ଼ିଓ ରେ ମଧ୍ୟ ସେ କିଛି ଗରିବ ଲୋକଙ୍କ ଘରକୁ ଯାଇ ସେମାନ ଙ୍କ ସହ ବସି ମିଳାମିଶା କରୁଥିଲେ ଏବଂ ତାଙ୍କର ସମସ୍ୟା ବିଷୟରେ ପଚାରିଥିଲେ ।ଏବଂ ତାଙ୍କର ଦୁଃଖ ଶୁଣି ସେ ମଧ୍ୟ କାନ୍ଦି ପକେଇଲା ।

ତେବେ ରାଣୀ ସେମାନ ଙ୍କର ସହ ବହୁତ କଥାବାର୍ତ୍ତା ହେବା ପରେ ସେହି ବସ୍ତି ର ସମସ୍ତ ଲୋକମାନ ଙ୍କ ସହ ଫୋଟ ଉଠାଇଥିଲେ ଏବଂ ସେମାନ ଙ୍କୁ କିଛି ସାହାଯ୍ୟ ମଧ୍ୟ କରିଥିଲେ।ତେଣୁ ଲୋକମାନେ ମଧ୍ୟ ତାଙ୍କୁ ବହୁତ ପ୍ରସଂଶା କରିଥିଲେ ।ଏବଂ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ଓଡ଼ିଶାର ତାଙ୍କର ପ୍ରସଂଶକ ମାନଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଥିଲା ।ତେବେ ରାଣୀ ଙ୍କର ଏହିପରି କାର୍ଯ୍ୟ ଏବେ ସାରା ରାଜ୍ୟରେ ତାଙ୍କ ପାଇଁ ପ୍ରସଂଶା ର ପାତ୍ର ସାଜିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।