ପୁଣି ଶଶୂର-ବୋହୁ ସମ୍ପର୍କରେ ଲାଗିଲା କଳଙ୍କର ଦାଗ….ପୁଅ ମରିବା ପରେ ବୋହୂ କୁ ବିବାହ କଲା ଶଶୂର… କଣ କହୁଛନ୍ତି ଏହି ଯୁବତୀ… ଦେଖନ୍ତୁ Video

ଆପଣ ମାନେ ସୋସିଆଲ ମିଡିଆରେ ଅନେକ ଘଟଣା ଦେଖିବା ପାଇଁ ପାଉଥିବେ। ପ୍ରତିଦିନ ଅନେକ ଘଟଣା ଦେଖିବା ପାଇଁ ମିଳୁଛି। ଚୋରି, ହତ୍ୟା, ଡ଼କାୟତ ଏଭଳି ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ। ଧିରେ ଧୀରେ ଆମ ସମାଜରେ ମାନବିକ ମୂଲ୍ୟବୋଧ କମିବାରେ ଲାଗିଛି। ଅନେକ ପ୍ରକାର ଅସାମାଜିକ କାର୍ଯ୍ୟ ଦେଖିବା ପାଇଁ ମିଳିଥାଏ। ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଦେଖିବା ମାତ୍ରେ ଆପଣ ଛି ନିଶ୍ଚିତ ଭାବରେ କହିବେ। ପୁଅ ମରିଗଲା ପରେ ନିଜ ବୋହୂକୁ ବାହା ହେଲା ଶ୍ୱଶୁର। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ଏଠାରେ ଏକ ଭିଡ଼ିଓ ଏବେ ଜୋର ରେ ଭାଇରଲ ହୋଇଛି ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଆଉ ଏମିତି କିଛି ଦୁଇ ଜଣ ପୁରୁଷ ଓ ମହିଳା କରିଛନ୍ତି ଯାହା କିଛି ଏବେ ଉଦାହରଣ ପାଲଟିଛି। ଏଠାରେ ଜଣେ ବୃଦ୍ଧା ଅବସ୍ଥାରେ ଯାହା କରିଛନ୍ତି ତାହା ଦେଖିବା ପରେ ଆପଣ ମାନେ ମଧ୍ୟ ଚମକି ପଡିବେ। ଆଉ ଏଠି ଏମିତି କିଛି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଥାଏ। ଅନେକ ସମୟରେ ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ ଯେ କେଉଁଠି ବିବାହ ହୋଇଥାଏ କିଛି ନୂଆ ତରିକା ରେ ଯାହା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରି ଥାଏ। ଆଉ କେଉଁଠି ସ୍ୱାମୀ ଥିବା ସମୟରେ ସ୍ତ୍ରୀ ଆଉ ଜଣେ ପୁରୁଷ ସହିତ ପ୍ରେମ ସମ୍ପର୍କ ରଖିଥାଏ।

ଆଉ ଏହିପରି ଘଟଣା ସବୁ ସାମ୍ନା କୁ ଆସିଥାଏ ଯାହାକୁ ଦେଖିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଅନେକ ସ୍ଥାନରେ ରେ ଏମିତି କିଛି ନଜରକୁ ଆସିଥାଏ ଯେଉଁଠି ଜଣେ ସେହି ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ସାହିର ପ୍ରେମ ହେବା ପରେ ଫେରାର ହୋଇ ଯାଇଥାଏ ଯାହା ଭିଡ଼ିଓ ଅନେକ ସମୟରେ ନଜରକୁ ଆସିଥାଏ। ଆଉ ଏବେ ଏଠାରେ ଏମିତି କିଛି ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯାହା ସମସ୍ତ ଙ୍କୁ ଚମକାଇ ଦେଇଛି। ଆଉ ଏଠି ଦୁଇ ଜଣ ପୁରୁଷ ଓ ମହିଳା ଏମିତି କିଛି କରିଛନ୍ତି ତାହା ଶୁଣିଲେ ମୁଣ୍ଡ ରେ ହାତ ଦେବେ ଏବଂ ତାହା ପରେ ପଚାରିବାରୁ ଯାହା କହିଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଭିଡ଼ିଓ ଟିରେ ଜାଣିବାକୁ ମିଳିଛି ଯେ ଜଣେ ବୃଦ୍ଧା ଯିଏ ସେହି ଘରର ଶଶୁର ଓ ନିଜ ବୋହୁ ସହିତ ବିବାହ କରିଛନ୍ତି ଯାହା ଏବେ ଭାଇରଲ ହୋଇଛି। ଆଉ ସୂଚନା ମୁତାବକ ସେହି ଘର ର ବୃଦ୍ଧା ଙ୍କର ସ୍ତ୍ରୀ ଓ ପୁଅ ଆଉ ନାହାଁନ୍ତି ଅର୍ଥାତ ଦୁହିଁଙ୍କର ଦେହାନ୍ତ ହୋଇ ସାରିଛି। ଆଉ ତାହା ପରେ ବୋହୂ ସହିତ ଶଶୁର ର ବାହାଘର ହୋଇଛି ଯାହା ଆପଣ ମାନେ ଫିଲ୍ମ ରେ କେଉଁଠି ଶୁଣି ବ ନଥିବେ। ଆଉ ସେହି ଦୁହିଁଙ୍କୁ ପଚାରିବାରୁ କହୁଛନ୍ତି ଜ୍ଵ ବୋହୂ ର ଆଗକୁ ଓ ପଛକୁ କେହି ନାହାଁନ୍ତି ଏବଂ ମୋର ଆଗକୁ ପଛକୁ କେହି ନାହାଁନ୍ତି ତେଣୁ ଦୁହେଁ ବିବାହ କରି ଦେଲୁ ଯାହା ଏଠାରେ ବୃଦ୍ଧା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment