ପୁଣି ସଂସଦ ଅନୁଭଵ ମହାନ୍ତି ଟେବୁଲରେ ବାଡେଇ ବାଡେଇ Yes Yes କାହିଁକି ଚିଲାଉଥିଲେ… ଦେଖନ୍ତୁ Viral ଭିଡ଼ିଓ

ପ୍ରତିଦିନ କିଛି ନା କିଛି ଖବର ଦେଖିବା ପାଇଁ ମିଳୁଛି। ଚୋରି, ଡକାୟତି, ହତ୍ୟା, ଗଣ୍ଡଗୋଳ ଦେଖିବା ଏବଂ ରାଜନୈତିକ ସମସ୍ୟା ଦେଖିବା ପାଇଁ ମିଳୁଛି। ଆଜିକାଲି ରାଜ ନେତା ମାନେ ସବୁବେଳେ ନିଜ ନିଜର ଚିନ୍ତାରେ ବ୍ୟସ୍ତ ହୋଇ ରହୁଛନ୍ତି। ସେମାନେ ଭୁଲି ଯାଉଛନ୍ତି ଲୋକଙ୍କ ସେବା କରିବା କଥା କାରଣ ଅନେକ ଲୋକ ଅଛନ୍ତି। ଯେଉଁମାନେ କି ଲୋକ ମାନେ ଭରଷା ସହିତ ଖେଳିଥାନ୍ତି। ବନ୍ଧୁଗଣ , ଯେପରି ଘର ଚଳିବା ପାଇଁ ଜଣେ ପରିବାର ମୁଖ୍ୟଙ୍କର ଆବଶ୍ୟକତା ରହିଛି। ସେହି ପରି ଦେଶ ତଥା ରାଜ୍ୟ ଚଳେଇବା ପାଇଁ ଜଣେ ଉପଯୁକ୍ତ ନେତାଙ୍କ ଆବଶ୍ୟକତା ରହିଛି। ଜନସାଧାରଣ ଭରଷା କରି ଜଣଙ୍କୁ ନେତା ରୂପରେ ବାଛି ଥାନ୍ତି। ହେଲେ ସେହି ନେତା ମାନେ ବେଳେ ବେଳେ ନିଜର କର୍ତବ୍ୟକୁ ଭୁଲି ଯାଇଥାନ୍ତି।

ଯାହାବି ହେଉ ଏଭଳି ଅନେକ ରାଜନୈତିକ ଘଟଣା ମାନ ଦେଖିବା ପାଇଁ ମିଳୁଛି। ବର୍ତ୍ତମାନ ସମୟରେ ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ଅନୁଭଵ ମହାନ୍ତି, ଏକ ଭିଡ଼ିଓ ସାମ୍ନାଙ୍କୁ ଆସିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ଏହିଠାରେ ପୁଣି ଅଭିନେତା ଅନୁଭବ ମହାନ୍ତି ଚର୍ଚ୍ଚାକୁ ଆସି ହୋଇଛନ୍ତି ହଟହଟା। ସେ ଏମିତି ଆଗରୁ ନିଜର ପାରିବାରିକ କଳହ ପାଇଁ ବହୁତ ଥର ବିବାଦ ଆସିବା ସହିତ ସୋସିଆଲ ମିଡ଼ିଆରେ ବେଶ ତାଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଖିବାକୁ ମିଳିଛି ଯାହା ଆପଣ ମାନେ ମଧ୍ୟ ଜାଣିଥିବେ। ଆଉ ଏବେ ଯାହା କରିଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଧରିଛି। ଅନୁଭବ ଓ ବର୍ଷା ଙ୍କ ବିବାଦ ଏବେ ଯାଏ ଶେଷ ହୋଇ ନଥିଲେ ମଧ୍ୟ ଯାହାକୁ ନେଇ ସାଧାରଣ ଲୋକଙ୍କ ପାଖରେ ବିଭିନ୍ନ ସମୟରେ ବିବାଦ ଘେରରେ ରହି ଥାଆନ୍ତି।

ନିକଟରେ ପଂଚାୟତ ଓ ପୌର ନିର୍ବାଚନ ସରି ଯାଇଥିବା ବେଳେ ତାଙ୍କ କୌଣସି ସମୟରେ ନିର୍ବାଚନ ର ପାର୍ଥି ମାନଙ୍କ ପାଇଁ ପ୍ରଚାର ପାଇଁ ଡକା ଯାଇନାହିଁ ସେ ପୁଣି ବିଜେଡି ଦଳର ସାଂସଦ ହୋଇଥିବା ବେଳେ। ଆଉ ଏବେ ତାଙ୍କର ଏହିଭଳି କାର୍ଯ୍ୟକ୍ରମ ପାଇଁ ଦଳ ତାଙ୍କୁ କୌଣସି ସଭା ସମିତି ଠାରୁ ଦୂରରେ ରଖିବା ନେଇ ଚର୍ଚ୍ଚା ଜୋର ଧରିଛି। ଆଉ ଏବେ ପରେ ସାଂସଦ ରେ ବସି ସେଠାରେ ଯାହା କଡ଼ିଛନ୍ତି ତାହା ଆପଣ ମାନେ ଦେଖିବା ପରେ ଜାଣି ପାରିବେ। ଆଉ ଏଠାରେ ସାଂସଦ ଅନୁଭବ ମହାନ୍ତି ଏମିତି କିଛି ମନ୍ତବ୍ୟ ପାଇଁ ସାମ୍ନାକୁ ଆସିଛନ୍ତି।

ଆଉ ସାଂସଦ ରେ ପୁରୀ ସାଂସଦ ପିନାକୀ ମିଶ୍ର ଓଡ଼ିଶା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସମ୍ପର୍କରେ କିଛି ମନ୍ତବ୍ୟ ଦେବା ସମୟରେ ଅନୁଭବ କେବଳ “Yes Yes yes” କହିଥିଲେ ଯାହା ଏବେ ଚର୍ଚ୍ଚା।ଯାହାବି ହେଉ ଏଭଳି ଘଟଣା ବର୍ତ୍ତମାନ ସମୟରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ତେବେ ଆପଣ ମାନେ ଅନୁଭଵ ମହାନ୍ତି ସମ୍ପର୍କରେ କଣ ଧାରଣା ରହିଛି କମେଣ୍ଟ ନିଶ୍ଚିତ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment