New Twist – ପୁଣି ସାମ୍ନାକୁ ଆସିଲା ନୂଆ ଖୁଲାସା ! ସେ-କ୍ସ ନକରିବାକୁ ନନ୍ଦିନୀର ଥିଲା ମାନସିକ… ଦେଖନ୍ତୁ Video

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି। ତେବେ ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ, ଫାଟ। ପ୍ରତିଦିନ ପରିବାର ମଧ୍ୟରେ ଝଗଡ଼ା ଆଶାନ୍ତି ଲାଗିରହେ।ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ, ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ।

ତେବେ ଏସବୁ ବ୍ୟତୀତ ଆଜିକାଲି ଯୁବକ ଯୁବତୀ ମାନେ ଭଲ ପାଇ ଅନେକ ପ୍ରକାର ଘଟଣା ଘଟାଉ ଛନ୍ତି। ଏଭଳି ଅନେକ ଘଟଣା ଦେଖିବା ମିଳିଛି। ବର୍ତ୍ତମାନ ଜଣେ ନବବିବାହିତ ବଧୂ ଛାଡ଼ି ଯାଇଥିଲା ଚର୍ଚ୍ଚା ଜୋର ଧରିଛି। ତେବେ ଆସନ୍ତୁ ଜାଣିବା ଏହି ଘଟଣା ସମ୍ପର୍କ ବିଷୟରେ। ତେବେ ଉକ୍ତ ଯୁବକଙ୍କ କହିବା କଥା ଯେ ନନ୍ଦିନୀ କଣ ଛୋଟ ଛୁଆ ନିର୍ବନ୍ଧ କହି ବାହାଘର କରିଦେଲୁ। ସେ ପ୍ରଶ୍ନ ଉଠାଇଥିଲେ ଯେ ନନ୍ଦିନୀ ଯଦି ରାଜି ନଥିଲେ କେମିତି ବେଦୀକୁ ଆସିଲେ ? ବାହାଘର ଭଲରେ ଭଲରେ ହୋଇଛି । ସେ ଚଉଠି ରାତି ବନେଇବା ପାଇଁ ଗଲାବେଳେ ନନ୍ଦିନୀ କହିଥିଲେ ତାଙ୍କର ମାନସିକ ଅଛି ବର୍ଷ ଯାଏ ଆମେ ଶାରୀରିକ ସମ୍ପର୍କ ରଖିବେ ନାହିଁ।

ଏହାପରେ ପରେ ନନ୍ଦିନୀ କଥାରେ ରାଜି ହୋଇଯାଇ ଶୋଇ ପଡ଼ିଥିଲେ। ହେଲେ ସେ ଅଭିଯୋଗ ତାଙ୍କ ଉପରେ ଆଣୁଛନ୍ତି ସେ ସବୁ ମିଛ ଉପରୁ ଆଣୁଛନ୍ତି ସେ ସବୁ ମିଛ। କୈାଣସି ଜୋରଜବରଦସ୍ତ କରିନି କି ମୋ ଘର ଲୋକେ ଯୌତୁକ ପାଇଁ ବାଧ୍ୟ କରିନାହାନ୍ତି। ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଯେତେବେଳେ ମନାକଲେ ସେତେବେଳେ ମୁଁ ଆଉ କିଛି ନକହି ଶୋଇପଡିଥୀଲେ। ଯେମିତି ଅଧରାତି ହୋଇଛି ମୋତେ କିଛି ସାଉଣ୍ଡ ଶୁଣା ନୂଆ ଗଲା ଏହାପରେ ତାଙ୍କର ନିଦ ଭାଙ୍ଗି ଦେଖିବା ବେଳକୁ ସ୍ତ୍ରୀ ପୁରା ସଂପୂର୍ଣ୍ଣ ଲୁଗା ଖୋଲିଦେଇଥିଲେ।

ହାତରେ ବି ତାଙ୍କର ମୋବାଇଲ ଥିଲା। ଆଉ ସେ ଭିଡିଓ କଲରେ କଥା ହେଉଥୀଲେ। ଯାହା ସହିତ ସେ କଥା ହେଉଥିଲେ, ତାଙ୍କୁ ମୁଁ ଦେଖିଲେ ଚି ପାରିବି। ସେ କିନ୍ତୁ କହୁଥିଲେ ସେ ମୋ ଭିଣୋଇ। ଏହା ଦେଖି ତାଙ୍କୁ କହିଥିଲେ ଏମିତି କଲେ ସେ ବଦନାମ ହୋଇଯିବେ ତମେ ସେମିତି କରନି ହେଲେ ସେ ଶୁଣିନଥିଲେ। ଆଉ ତାଙ୍କ ଘରୁ ସେ କିଛି ଆଣିନଥିଲେ। ଘରୁ ଯାହା ଦିଆହୋଇଛି ଏବେ କିନ୍ତୁ ସେ ଅଭିଯୋଗ ପରେ ଅଭିଯୋଗ ଆଣୁଛନ୍ତି। ତାଙ୍କ ନାଁରେ ଦଫା ଆସିଛି। ଏଭଳି ଘଟଣା ସୋସିଆଲ ମିଡିଆରେ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment