Odisha News Portal

ପୁଣି ସାମ୍ନାକୁ ଆସିଲା ଲୋକପ୍ରିୟ ଓଡ଼ିଆ ଆଲବମ୍ ହିରୋ ଦେବାଶିଷ ଙ୍କ ବିଷୟରେ ଗୁପ୍ତ ରହସ୍ୟର କିଛି ଅଜଣା କଥା। ଜାଣିଲେ ଆପଣ ବି ହୋଇଯିବେ ତାଯୁବ….

0 203

ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ କିଛି ଅଭିନେତା ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁ ମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟ ରେ ଲୋକମାନେ ଖୁବ୍ କମ୍ ଜାଣିଛନ୍ତି ସେହି ଅଭିନେତା ମାନଙ୍କ ମଧ୍ୟରେ ଦେବାଶିଷ ଜଣେ ଅଟନ୍ତି। ଆଜି ଆମେ ଦେବାଶିଷ ଙ୍କ ବିଷୟ ରେ କିଛି ଅକୁହା କଥା ଜାଣିବା ।

ଦେବାଶିଷ ନିଜର ଚମତ୍କାର ଅଭିନୟ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି।ସେ ଦୀର୍ଘ ୧୦ ବର୍ଷ ଧରି ଓଡ଼ିଆ ସିନେମା ଜଗତରେ କାମ କରି ଆସୁଛନ୍ତି।ସେ ପୂର୍ବରୁ ମଧ୍ୟ ଅନେକ ରିଏଲିଟି ଶୋ ରେ କାର୍ଯ୍ୟ କରି ସାରିଛନ୍ତି।କେବଳ ଚଳଚ୍ଚିତ୍ର ନୁହେଁ ବରଂ ସେ କେତେକ ଧାରାବାହିକ ରେ ମଧ୍ୟ କାର୍ଯ୍ୟ କରିଛନ୍ତି।ତାଙ୍କର ଅଭିନୟ ପ୍ରତି ନିଷ୍ଠା ଓ ଭଲ ପାଇବା ଦ୍ୱାରା ସେ ଆଜି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।

ତେବେ ଦେବାଶିଷ କିଛି ଦିନ ଧରି ଅଭିନୟ ଜଗତରୁ ଦୂରରେ ଥିଲେ।ମାତ୍ର ଏବେ ପୁଣିଥରେ ତାଙ୍କର ଦୁଇଟି ନୂତନ ଫିଲ୍ମ ମୁକ୍ତିଲାଭ କରିବା ପାଇଁ ଯାଉଛି। ତେବେ ଦେବାଶିଷ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଆଲବମ୍ ଗୀତ ରୁ । ସେହି ଆଲବମ୍ ରୁ ହିଁ ସେ ପ୍ରସିଧ ହୋଇ ପାରିଥିଲେ । ତେବେ ସେହି ଆଲବମ୍ ଗୀତ କ୍ୟାରିୟର ହିଁ ତାଙ୍କର ଦେଖା ହୋଇଥିଲେ ଆଲବମ୍ କୁଇନ ମୋନାଲିସା ଙ୍କ ସହିତ ଓ ସେଇଠୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ ଓ ବିବାହ କରିଥିଲ ।

ତେବେ ବିବାହ ପରେ ମୋନାଲିସା ଆଉ ଗ୍ଲାମର୍ ଦୁନିଆ ରେ ନଜର ଆସି ନଥିଲେ । କିନ୍ତୁ ଦେବାଶିଷ ଆଜି ବି ଏକ ଅଭିନେତା ହିସାରେ ରେ ନଜର ଆସୁଛନ୍ତି । ତେବେ ଦେବାଶିଷ ପାତ୍ରଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।ତେବେ ଦେବାଶିଷ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ତାଙ୍କ ପରିବାରର କିଛି ଫଟୋ ଅପଲୋଡ଼ କରିଛନ୍ତି।ଯେଉଁଥିରେ ତାଙ୍କ ପୁଅ ଓ ଝିଅଙ୍କୁ ଦେଖିବା ପାଇଁ ମିଳୁଛି।ତାଙ୍କ ଝିଅ ଏବେ ଏତେ ସୁନ୍ଦର ଦେଖା ଯାଉଛନ୍ତି କି ଆପଣ ତାଙ୍କ ଝିଅକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।