Odisha News Portal

ଦେଖନ୍ତୁ ଭିଡ଼ିଓ : ପୁଣି ସବ୍ୟସାଚୀ ଏବଂ ଅର୍ଚିତା ଙ୍କ ପରିବାରକୁ ଆସିଲା ବଡ ଦୁଖଦ ଖବର ଦେଖିଲେ ଆଖିରେ ଲୁହ ରହିବନି…

ଦେଶରେ ବର୍ତ୍ତମାନ କରନାର ଦ୍ଵିତୀୟ ଲହର ଚାଲିଛି, ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଏତେ ମାରାତ୍ମକ ଯେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ କରନା ରେ ମୃତ୍ୟୁ ବରଣ କରୁଛନ୍ତି। କରନାର ଦ୍ଵିତୀୟ ଲହର ଭୂତାଣୁ ସିଧାସଳଖ ଫୁସଫୁସ ଉପରେ ପ୍ରଭାବ ପକାଉଛି। ଫଳରେ ସଂକ୍ରମିତ ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟୁଛି। ପରିସ୍ଥିତି ଏପରି ହୋଇଯାଇଛି ଯେ ସ୍ମଶାନରେ ମଧ୍ୟ ଜାଗା ମିଳୁ ନାହିଁ।ପ୍ରତ୍ୟେକ ଦିନ କିଛି ନା କିଛି ଦୁଃଖଦ ଖବର ଶୁଣିବା ପାଇଁ ମିଳୁଛି। କରନାରେ କେହି ବି ବାଦ ପଡିନାହାନ୍ତି, ଡାକ୍ତର, ଅନ୍ୟାନ୍ୟ ସ୍ୱାସ୍ୟ କର୍ମୀ, ପୋଲିସ ଏବଂ ଯେଉଁ ମାନେ ସହାୟତା କରୁଛନ୍ତି, ସେମାନଙ୍କ ଜୀବନ ମଧ୍ୟ ଯାଇଛି।

ଅନେକ ଲୋକ ଅଛନ୍ତି ଯେଉଁ ମାନେ ଭଗବାନ ରୂପରେ ଏଭଳି ସଙ୍କଟ ସମୟରେ ସହାୟତା କରୁଛନ୍ତି। ଯେପରି ଫିଲ୍ମ ଜଗତରେ ମଧ୍ୟ ଅନେକ ତାରକା ଲୋକଙ୍କୁ ସହାୟତା କରିବା ପାଇଁ ଆଗେଇ ଆସୁଛନ୍ତି। ଯେପରି ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସଭ୍ୟସାଚୀ ମିଶ୍ର ସବୁବେଳେ ଓଡ଼ିଆ ମାନଙ୍କ ଦୁଃଖ ଦୁର୍ଦ୍ଦଶା ସମୟରେ ଭଗବାନ ଭଳି ଛିଡା ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କ ନିଜର ପରିବାର ଉପରେ ଦୁଃଖ ମାଡି ଆସିଛି। ଏନେଇ ନିଜେ ସବ୍ୟସାଚୀ ମିଶ୍ର କାନ୍ଦି କାନ୍ଦି ଭିଡ଼ିଓ ମାଧ୍ୟମରେ ଲୋକଙ୍କୁ ନିଜର ଦୁଃଖ ଜଣେଇ ଛନ୍ତି। ବନ୍ଧୁଗଣ ଆସନ୍ତୁ ଜାଣିବା କଣ କହିଛନ୍ତି ସବ୍ୟସାଚୀ ମିଶ୍ର;

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସବ୍ୟସାଚୀ ମିଶ୍ର ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଲକ୍ଷାଧିକ ଲୋକ ଦେଖି ଭିଡ଼ିଓ ଟିକୁ ସେୟାର ମଧ୍ୟ କରୁଥିବାର ଦେଖିବା ପାଇଁ ମିଳିଛି। ତେବେ ଘଟଣା ଟି ହେଉଛି, ସବ୍ୟସାଚୀ ମିଶ୍ରଙ୍କ ସ୍ତ୍ରୀ ଅର୍ଚ୍ଚିତା ତାଙ୍କର ଆଜା ଆଉ ନାହାନ୍ତି, ସେ କୋଭିଡ-୧୯ ରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ବଞ୍ଚେଇବା ପାଇଁ ଡାକ୍ତର ଯେତେ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚେଇ ପାରି ନଥିଲେ।

ତେବେ ଏପରି ଦୁଃଖଦ ଖବର ଶୁଣିବା ମାତ୍ରେ ସମଗ୍ର ଓଡ଼ିଶାରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଫ୍ୟାନ ମାନେ ମଧ୍ୟ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଲକ୍ଷ ଲକ୍ଷ ଲୋକ ମାନେ ଭିଡ଼ିଓ ଦେଖି ସେୟାର , କମେଣ୍ଟ କରି ତାଙ୍କର ଆତ୍ମାକୁ ଶାନ୍ତି ନିମନ୍ତେ ପ୍ରାଥନା କରିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ସରକାରଙ୍କ ଗାଇଡ଼ ଲାଇନ କୁ ପାଳନ କରି , ଘରେ ରୁହନ୍ତୁ ଏବଂ ଯଦି କୌଣସି କାମରେ ବାହାରକୁ ଯାଉଛନ୍ତି। ତେବେ ଆପଣ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ। ନିଜର ସକ୍ଷମ ଅନୁସାରେ ଅନ୍ୟ କୁ ସାହାଯ୍ୟ କରନ୍ତୁ।

ତାହାଲେ ଯାଇ ଆମେ କରନା ଭଳି ମହାମାରୀ ରୁ ରକ୍ଷା ପାଇପାରିବା। ନିଜେ ସୁରକ୍ଷିତ ରୁହନ୍ତୁ ପରିବାର କୁ ମଧ୍ୟ ସୁରକ୍ଷିତ ରଖନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।