Odisha News Portal

ଦେଖନ୍ତୁ ଭିଡ଼ିଓ – ପୁଣି ଓଡ଼ିଶାରେ ଲଜ୍ୟା ! ମୋ ଯୌନାଙ୍ଗରେ ପ୍ରତିଦିନ ରାତିରେ ମୋ ସ୍ୱାମୀ ମଦ ବୋତଲ ପୁରିବା ସହ….

କୁହାଯାଉଛି ଆଜିର ସମାଜ ଉଚ୍ଚ ଶିକ୍ଷିତ ଓ ସଭ୍ୟ ସମାଜ। କିନ୍ତୁ ଏହି ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ୟାଜନକ, ନିନ୍ଦନୀୟ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କୁ ସାବାଡ କରିବା ପାଇଁ ନିୟମରେ ଅନେକ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ସେମାନଙ୍କୁ ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ।

ତେବେ କଣ ସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ ? କଣ ବଦଳିନି ଆଜିବି କିଛି ମଣିଷର ନିମ୍ନ ମାନସିକତା ଏବଂ ହୀନ ପ୍ରବୃତ୍ତି ? ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ ପାଲଟିଛି।ବେଳେବେଳେ ଏହି ସମାଜରେ ଆମେ ଏମିତି କିଛି ଘଟଣା ସମ୍ପର୍କରେ ଆସିଥାଉ ଯାହା ଆମକୁ ଲଜ୍ୟା ବୋଧ କରାଇଥାଏ।

ଏହା ଭାବିବାକୁ ମଧ୍ୟ ବାଧ୍ୟ କରିଥାଏ ଯେ ସତରେ କଣ ବଦଳି ଯାଇଛି ଏହି ଦୁନିଆ। ସମ୍ପର୍କର ମୂଲ୍ୟ କଣ ଏଠାରେ କିଛି ନାହିଁ ? ନିଜର କାମ ବାସନା, ଲୋଭ ମୋହ ପାଇଁ ମଣିଷ ନିଜର ସଂଯମତା ହରାଇ କିଛି ବି କରିବାକୁ ପଛାଉ ନାହିଁ। ପ୍ରେମ କରି ବିବାହ କରୁଥିବା ଦମ୍ପତ୍ତି ମଧ୍ୟ ସମ୍ପର୍କକୁ ଏମିତି ସ୍ତରକୁ ଆଣୁଛନ୍ତ ଯାହା ଅନ୍ୟ ମାନଙ୍କ ଉପରେ ଖରାପ୍ ପ୍ରଭାବ ପକାଉଛି।

ସେହିଭଳି ଏବେ ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସ୍ବାମୀ ବିବାହ ପରେ ତାଙ୍କୁ ଅତ୍ୟାଚାର କରିବା ସହିତ ଦେହ ବ୍ୟବସାୟ ରେ ତାଙ୍କୁ ଲଗାଉ ଅଛନ୍ତି। ବିବାହ ପରେ ଦେହ ବେପାର କରିବାକୁ କହୁଛନ୍ତି ଭଲ ପାଇ ବାହା ହୋଇଥିବା ସ୍ବାମୀ। ମୋତେ ବାହା ହୋଇଛୁ ମାନେ ତୁ ଦେହ ବ୍ୟବସାୟ କରିବୁ।

ଆଉ ଯଦି ନମାନିବୁ କି ଆଉ କାହା ସହ ସମ୍ପର୍କ ନରଖିବୁ ତେବେ ତୋତେ ଏସିଡ ପକାଇ ମାରିଦେବି ବୋଲି ସ୍ବାମୀ କହିଥାନ୍ତି ବୋଲି ସ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। ପର ପୁରୁଷ ସହ ସମ୍ପର୍କ ରଖିବାକୁ କହିବାରୁ ସ୍ତ୍ରୀ ଯେତେବେଳେ ମନା କଲେ ସେତେବେଳେ ନୃଶଂସ ଭାବରେ ମଧ୍ୟ ତାଙ୍କ ଉପରକୁ ଅତ୍ୟାଚାର କରାଯାଏ।

ମହିଳା ଜଣଙ୍କ କହିଛନ୍ତି ତାଙ୍କ ସ୍ବାମୀ ଝିଅ ମାନଙ୍କୁ ଆଣି ବ୍ୟବସାୟ ମଧ୍ୟ କରନ୍ତି ଯାହାଙ୍କ ନାମ ଚନ୍ଦନ ଆଚାର୍ଯ୍ୟ। ସେମାନେ ଭୁବନେଶ୍ୱର ରେ ରୁହନ୍ତି। ସ୍ୱାମୀର ଜୀବନରୁ ମାରିଦେବା ଧମକ ରେ ସ୍ତ୍ରୀ ଚୁପ୍ ରହିଥିଲେ କିନ୍ତୁ ଶେଷରେ ଅତିଷ୍ଟ ହୋଇ ପଡ଼ିବାରୁ ସେ ଗଣମାଧ୍ୟମ ର ସାହାରା ନେଇ ସେମାନଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ନ୍ୟାୟ ଦେବା ପାଇଁ ଏବଂ ତାଙ୍କୁ ଉଦ୍ଧାର କରିବା ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।