ଛିଃ…ଛିଃ..ପୁଣି ଓଡ଼ିଶାରେ ଲଜ୍ୟା ! କନ୍ୟା ସନ୍ତାନ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ…ଦେଖନ୍ତୁ video

ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରତେକ ଦିନ କିଛି ନାଁ କିଛି ନୂଆ ନୂଆ ଘଟଣା ର ଭିଡ଼ିଓ ଗୁଡିକ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଥାଏ | ତେବେ ସେହି ଭିଡ଼ିଓ ଗୁଡିକ ମଧ୍ୟରୁ ବେଳେ ବେଳେ ଏଭଳି କିଛି ଘଟଣା ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆମେ ମାନେ ଦେଖିଲେ ଵା ଶୁଣିଲେ ବେଶ ଆଶ୍ଚର୍ଯ୍ୟ ଲାଗିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ମଧ୍ୟ ଆଶ୍ଚର୍ଯ୍ୟ ସହିତ ଅତ୍ୟନ୍ତ ଲଜ୍ୟାକର କଥା ଅଟେ | ଆଉ ଯେଉଁଠି କୁହାଯାଉଛି କି ନବମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ଜନ୍ମ ଦେଇଛନ୍ତି ଏକ କନ୍ୟା ସନ୍ତାନ କୁ | ତାହେଲେ ଆସନ୍ତି ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ସଦର ଥାନା ନିକଟରେ ଥିବା ଏକ ଅନୁସୂଚିତ ଜାତି ଓ ଜନଜାତିର ବିଦ୍ୟାଳୟ ଏକ ଝିଅ ଜନ୍ମ ଦେଇଛନ୍ତି ଏକ କନ୍ୟା ସନ୍ତାନ କୁ | ଆଉ ଯାହା କୁହାଯାଉଛି କି ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା କଥା କୁ କେମିତି ସ୍କୁଲ ର କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ଏହି କଥା କୁ ନେଇକି ଅନେକ ପ୍ରଶ୍ନ ଉଠୁଛି | କାରଣ ବିଦ୍ୟାଳୟ ମାନଙ୍କର ପ୍ରତେକ ମାସ ଝିଅ ମାନଙ୍କର ସ୍ୱାସ୍ଥ୍ୟ ର ଚେକପ ହୋଇଥାଏ |

ଆଉ ଯାହା କୁହାଯାଉଛି କି ଜାନୁଆରୀ 12 ତାରିଖରେ ସେ ସ୍କୁଲ ରୁ ଘରକୁ ଯାଇଥିଲେ ଯେ ଆଉ ଫେରି ଣ ଥିଲେ ଆଉ ଜାନୁଆରୀ 21 ରେ ସେ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ |ଆଉ ଯାହାକୁ ବର୍ତ୍ତମାନ ଶିଶୁ ଓ ମହିଳା ସ୍ୱାସ୍ଥ ସୁରକ୍ଷା କେନ୍ଦ୍ର ରେ ଭର୍ତ୍ତି କରାଯାଇଛି |ଆଉ ଏହି ଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିବା ସହିତ ଘଟଣା କୁ ନେଇକି ଅନେକ କିଛି ପ୍ରଶ୍ନ ଉଠୁଛି ବୋଲି ମଧ୍ୟ କୁହାଯାଉଛି | ଆଉ ଏହି ଭଳି ନାବାଳିକା ଜଣଙ୍କ କେଉଁ ଭଳି ଭାବରେ ଗର୍ଭବତୀ ହେଲେ ସେ ନେଇକି ଅନେକ ସନ୍ଦେହ ଦେଖିବାକୁ ମିଳିଥିଲା |

ଆଉ ଯାହା କୁହାଯାଉଛି କି ଏହି ଘଟଣା କୁ ନେଇକି ଝିଅ ର ମା ବର୍ତ୍ତମାନ କେନ୍ଦୁଝର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି, ଆଉ ସେହି ଗାଁ ର ଜଣେ ଯୁବକ ଙ୍କ ନାଁ ରେ ମଧ୍ୟ ଅଭିଯୋଗ କରିଥିବା କଥା ଜଣା ପଡିଛି | ତାହା ସହିତ ଏହି ଅଭିଯୋଗ ର ଆଧାରରେ ମଧ୍ୟ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment