ବର୍ତ୍ତମାନ ସମୟରେ ଆଉ ଏକ ବାତ୍ୟା ଆସିବାର ସମ୍ଭାବନା ରହିଛି। ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। 1900-2021 ବର୍ଷ ମଧ୍ୟରେ ଉପସାଗରରେ କେବଳ 5 ଟି ସାଇକ୍ଲୋନ୍ ଦେଖାଯାଇଥିଲା। ଯାହାବି ହେଉ ଦୀର୍ଘ 20 ବର୍ଷର ବ୍ୟବଧାନ ପରେ ଦକ୍ଷିଣ ବଙ୍ଗୋପସାଗରରେ ସମୁଦ୍ରର ସ୍ଥିତି ଅନୁଯାୟୀ ଏକ ଭୟଙ୍କର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଟ୍ରପିକାଲ୍ ସାଇକ୍ଲୋନ୍ ଉତ୍ତାପ ସମ୍ଭାବନା ଅଧିକ ଏବଂ ଦକ୍ଷିଣ ବଙ୍ଗୋପସାଗରରେ 130-170 କିଲୋଜୁଲ୍ ଯାହାବି ହେଉ ଏହା ଶ୍ରୀଲଙ୍କାର ନିକଟବର୍ତ୍ତୀ ଅଞ୍ଚଳ ବୋଲି ଯାହା ଜଣା ପଡିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସମୁଦ୍ରର ତାପମାତ୍ରା 28-30 ଡିଗ୍ରୀ ସେଲ୍ସିୟସ ମଧ୍ୟରେ ରହିଥିବା ଯାହା ଜଣା ପଡ଼ିଛି। ତେବେ ଏହି ବାତ୍ୟା ଆମ ଓଡ଼ିଶା ଉପରେ କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ। ଯଦି ଦେଖିବେ ପ୍ରତି ବର୍ଷ ଆମ ଓଡ଼ିଶା ବାତ୍ୟା ଆସୁଛି।
ଯାହାର ଫଳ ସ୍ୱରୂପ ଆମେ ସମସ୍ତେ ବହୁତ ବଡ଼ ଅସୁବିଧାର ସମୂଖୀନ ହୋଇଥାଉ। ଆମ ଟେକ୍ନୋଲୋଜି ଯେତେ ଉପରକୁ ଯାଇଥିଲେ ମଧ୍ୟ ଆମେ ପ୍ରକୃତି ପାଖରେ ବହୁତ ପଛରେ ରହିଛୁ। କାରଣ ଅନେକ କିଛି ଉନ୍ନତି ହୋଇଥିଲେ ମଧ୍ୟ ଆମେ ବହୁତ ପଛରେ ରହିଛୁ। ପ୍ରକୃତି ପାଖରେ ସବୁ କିଛି ସମାନ ତାର ଶକ୍ତି ସହିତ ଆମେ କିଛି ନୁହେଁ। ଅବଶ୍ୟ ମନୁଷ୍ୟ ବହୁତ ଉପରକୁ ଯାଇଛି ହେଲେ ବାତ୍ୟା ଆସିବା ପୂର୍ବରୁ ଆମେ ସମସ୍ତେ ସବୁ କିଛି ଜାଣି ପାରୁଛୁ ହେଲେ ଏହାକୁ ଆୟତ୍ତ କରିବା ପାଇଁ ଆମ ପାଖରେ ସେଭଳି କିଛି ଉପକରଣ ବାହାରି ନାହିଁ।
ଯାହାବି ହେଉ ଆସୁଥିବା ବାତ୍ୟା ରେ ଆମ ଓଡ଼ିଶା ଉପରେ ଏହାର କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ। ଯେତେ ଯାହା ହେଲେ ମଧ୍ୟ ଆମ ଓଡ଼ିଶା ବାସୀ ଅତୀତରେ ଅନେକ ବାତ୍ୟାର ସାମ୍ନା କରିଛନ୍ତି। ସେଥିପାଇଁ ଏତେଟା ଭୟ ନାହିଁ, ସମସ୍ତେ ବାତ୍ୟା ସହିତ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏହା ବ୍ୟତୀତ ଆମ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସଜାଗ ଅଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।