ପୁଣି ଓଡ଼ିଶାରେ ଲଜ୍ୟା ! ଭଣ୍ଡ ଶିକ୍ଷୟିତ୍ରୀଙ୍କ ଭୟଙ୍କର କାଣ୍ଡ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିଲେ ସ୍କୁଲ ହେଉଛି ଗୋଟିଏ ମନ୍ଦିର, ଯୋଉଁଠାରେ ବହୁତ ସାଧନା ର ସହିତ ସମସ୍ତ କାର୍ଯ୍ୟ କରାଯାଇଥାଏ, ସ୍କୁଲ ରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥାଏ କେବଳ ପାଠ ପଢାଇବା ପାଇଁ ନୁହଁ, ପିଲାମାନଙ୍କର ଜୀବନକୁ ସୁନ୍ଦର ଭାବରେ ଗୋଧି ତୋଳିବା ସହିତ ଜିବନରେ ଆଗକୁ ବଢିବାର ଦିଗଦର୍ଶନ ଦେଇଥାଏ ଜଣେ ଗୁରୁ, ପିଲାକୁ ଭଲ ସଂସ୍କର ଦେବା ସହିତ ସମାଜ ସହିତ ଖାପ ଖୁଆଇ ସମାଜରେ ନିଜ ନମକୁ ତୋଳି ଗଢିଥାଏ | ଆଉ ଗୁରୁ ପିଲାଟିର ଭୁଲକୁ ନଧରି ସେମାନଙ୍କୁ ଠିକ ବାଟରେ ଆଣିଥାଏ ଓ ଭଲ ଦିଗଦର୍ଶନ ମଧ୍ୟ ଦେଇଥାଏ, ଯାହା ହେଉଛି ଜଣେ ଗୁରୁର ପ୍ରଧାନ କର୍ତ୍ତବ୍ୟ ତେବେ ଆସନ୍ତୁ ଜାଣିବା କଣ ପାଇଁ ସମାଜରେ ସବୁଠୁ ଉପର ସ୍ଥାନ ଦେଉଥିବା ଗୁରୁଙ୍କୁ କରାଯାଉଛି ନିନ୍ଦା, ଓ ସମାଜରେ ବହୁତ ଲଜ୍ୟାର ସିଉକର ହେଉଛଅନ୍ତି , ଆସନ୍ତୁ ତାହେଲେ ଜାଣିବା ପୁରା ଘଟଣା |

ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଇଚ୍ଛାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ସେହି ସ୍କୁଲ ରେ, ସ୍କୁଲରେ ତାଙ୍କର ମୋଟ 74 ଜଣ ପିଲା ପାଠ ପଢନ୍ତି , ଆଉ ଏହି ପିଲାମାନଙ୍କୁ ପାଠ ପଢାଇବା ପାଇଁ ନିଯୁକ୍ତି ଅଛନ୍ତି 4 ଜଣ ଶିକ୍ଷକ ଆଉ ଶିକ୍ଷୟତ୍ରୀ, ତଥାପି ଅଭାବ ପଡୁଛି ଗୁରୁଙ୍କ ସଂଖ୍ୟା ସେଥିପାଇଁ ଗଁ ଙ୍କ ନିର୍ଦେଶରେ ପାଠୋପଢାଇବାକୁ ଆସିଛନ୍ତି ଜଣେ ଦିଦି, ଦିଦି ନୁହଁନ୍ତି ତ ସେ ହେଉଛଅନ୍ତି ଜଣେ ରାକ୍ଷସ |ପିଲାମାନଙ୍କର ଭୁଲକୁ ନ ସୁଧାରି କରିଛନ୍ତି ନିଥୁକ ପ୍ରହାର, ଗୋଟିଏ ଦିନ ନୁହଁ ଲଗାତୋରା 2-3 ଧରି ସେହି ସମାନ ସ୍ଥାନରେ ବାଡେ଼ଇଛନ୍ତି ସେହି ନକଲି ଦିଦି ଜଣଙ୍କ ଆଉ ପିଲା ଟିକୁ କରିଦେଇଛନ୍ତି ରକ୍ତାକ୍ତ, ଆଉ ଶେଷରେ ତାକୁ ଘରେ ନ କହିବାର ଧମକ ମଧ୍ୟ ଦେଇଛନ୍ତି |

ସରକାର ଘୋଷଣା କରିଛନ୍ତି କି ସବୁ ସ୍କୁଲ ହେଉଛି ଦଣ୍ଡ ମୁକ୍ତ ବିନା ଦାଣ୍ଡରେ ପିଲାମାନଙ୍କୁ ପାଠ ପଢ଼ିବାର ଆଗ୍ରହ ସୃଷ୍ଟି କରେଇବା ହେଉଛି ପ୍ରତେକ ଗୁରୁର କର୍ତ୍ତବ୍ୟ କିନ୍ତୁ କଣ ପାଇଁ ସେ ପିଲାଟି ଉପରେ ଏପରି ଅତ୍ୟାଚାର କରିଥିଲେ, ପିଲାଟିର କେବଳ ଏତିକି ଭୁଲ ଯେ ଦିଦି ପାଠ ପଢେଇବା ବେଳେ ପିଲା ଜଣଙ୍କ ଆଉ ଜଣେ ପିଲାଙ୍କ ସହିତ କଥା ହେଇଥିଲେ, ବାସ ଏତିକି ଭୁଲ କରିଥିଲେ କୁନି ପିଲାଟି ତାପରେ ଆରମ୍ଭ ହୋଇଯାଇଥିଳା ନିଥୁକ ମାଡ଼ ଶେଷରେ ପିଲାଟିକୁ କରିଦେଇଥିଲେ ରକ୍ତାକ୍ତ |କିନ୍ତୁ ପିଲାଟି ଏହି ଘଟଣା ବିଷୟରେ ଘରେ କିଛି ଜଣାଇନଥିଲା , ପରେ ମାଆ ତାଙ୍କ ପିଠିରେ ରକ୍ତ ଦେଖିବାରୁ ପଚାରିଥିଲେ ଓ ସବୁ ଘଟଣା ଜାଣିଥିଲେ, ତାପରେ ସେ ସେହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଦେଖା କରି ସମସ୍ତ ଘଟଣା ଜଣାଇଥିଲେ ଓ ପରେ ବ୍ଲକ ଶିଶୁ ଉନୟନ ସଂଘ, ଓ ଶିଶୁ ସୁରକ୍ଷା ଗୋଷ୍ଠୀକୁ ଜଣେଇଥିଲେ ଓ ପରେ ପୋଲିସ କୁ ମଧ୍ୟ ସବୁ ଘଟଣା ଜଣେଇଥିଲେ, ପରେ ପୋଲିସ ଯାଇ ଘଟଣା ର ତଦନ୍ତ କରିଲା ବେଳେ ନକଲି ଦିଦିଙ୍କର ଆଉ ଦେଖା ନାହିଁ, ସେ ସ୍କୁଲ ଛାଡି ପଳାଇଯାଇଛନ୍ତି |

ତେଣୁ ବର୍ତମାନ କହିବାର କଥା ଏତିକି ଯେ 30 ଜଣ ପିଲାରେ ଜଣେ ଶିକ୍ଷକ ନିଯୁକ୍ତି ର ବ୍ୟବସ୍ଥା ରହିଥିଲା ବେଳେ 74 ଜଣ ପିଲାପାଇଁ 4ଜଣ ଶିକ୍ଷକ ଥାଉ ଥାଉ ନକଲି ଦିଦିଙ୍କୁ କଣ ପାଇଁ ସ୍କୁଲ ରେ 2014-2022 ଦୀର୍ଘ 8 ବର୍ଷ ଧରି ରଖି ପିଲାମାନଙ୍କ ଜୀବନ ସହିତ ଖେଳ ଖେଲାଯାଉଥିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment