ପୁଣି ଓଡିଶାକୁ ଫେରିଲା ବର୍ଷା,ଏହି ତାରିଖ ଠାରୁ ଘଡଘଡି (Thunder) ସହ ବର୍ଷା ସମ୍ଭାବନା,ଏହି ଜାଗାରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା,ସୂଚନା ଦେଲା ପାଣିପାଗ ବିଭାଗ…ଦେଖନ୍ତୁ Video

ଏବେ ଏକ ନୂଆ ସୂଚନା ପାଣିପାଗ ବିଭାଗ ତରଫରୁ ସତର୍କ କରେଇ ଦିଆ ଯାଇଛି ଆଉ ଏହାକୁ ନେଇ ସାରା ରାଜ୍ୟରେ ଏବେ ଭାଇରଲ ହୋଇଛି। ଆଉ ଏହି ଗ୍ରୀଷ୍ମର ପ୍ରକୋପ ସମସ୍ତଙ୍କୁ ଜଳାଉଛି ଯାହା ଏବେ ଖବର ମିଳିଛି ତାହା କିଛି ମାତ୍ରାରେ ଆଶ୍ୱସନ ମିଳିବ। ଆଉ ଏହାକୁ ନେଇ ବିଭିନ୍ନ ମହଲ ରେ ଜୋରଦାର ଚର୍ଚ୍ଚା ଚାଲିଛି। ତେବେ ଆସନ୍ତୁ ଜାଣିବା ଏହି ପାଣିପାଗ ସମ୍ପର୍କରେ କଣ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଅଧିକାରୀ।

ଏହିଠାରେ ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଠାରେ କିଛି ସୂଚନା ମିଳିଛି ଯାହା ହେଉଛି ପାଣିପାଗ ସମ୍ପର୍କରେ। ଆଉ ଏମିତି ବିଭିନ୍ନ ସମୟରେ ସାଧାରଣ ଲୋକ ମାନେ ରାଜ୍ୟରେ ପାଗ ସମ୍ପର୍କରେ ଜାଣିବା ପାଇଁ ଇଚ୍ଛୁକ କର ଥାଆନ୍ତି ଯାହାକୁ ଜାଣିବା ପରେ ବିଭିନ୍ନ ନ୍ୟୁଜ ଚ୍ୟାନେଲ ମଧ୍ୟ ଦେଖି ଥାଆନ୍ତି। କିଛି ସମୟ ରେ ପ୍ରାକୃତିକ ଉପାୟରେ ଖରା ଓ ବର୍ଷା ମଧ୍ୟ ହୋଇଥାଏ ଯାହା ପାଇଁ ଅଧିକାଂଶ ସମୟରେ କ୍ଷତି ହୋଇଥାଏ ଆଉ ମରୁଡି,ଭୂମି କମ୍ପ,ବନ୍ୟା,ଓ ବାତ୍ୟା ଇତ୍ୟାଦି ଭଳି ବିପର୍ଯ୍ୟୟ ଦେଖା ଦେଇଥାଏ। ଆଉ ଏବେ ସେହିପରି କିଛି ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁଠାରେ କିଛି ସୂଚନା ସାଧାରଣ ଲୋକଙ୍କ ପାଖରେ ପହଂଚି ପାରିଛି।

ଆଉ ଏଠାରେ ଏମିତି ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଠାରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଆଉ ଏବେ ଯେଉଁ ଖରା ହେଉଛି ତାହା ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ର ତାଣ୍ଡଵ ଦେଖା ଦେଇଛି ଏବଂ ଆଉ ଲୋକ ମାନେ ବାହାରକୁ ଯିବା ଆସିବା ରେ ବହୁତ ଅସୁବିଧା ସମ୍ମୁଖୀନ କରୁଛନ୍ତି। ଏହାରି ଭିତରେ କିଛି ସୂଚନା ପାଣିପାଗ ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଆଉ ଏବେ ସତର୍କ କରେଇ ଦେଇଛନ୍ତି ଯେ ଲଘୁଚାପ ସୃଷ୍ଟି ହୋଇଛି ଯାହା କିଛି ମାତ୍ରାରେ ସାଧାରଣ ଲୋକଙ୍କ ପାଇଁ ଖୁସିର ଖବର। ଆଉ ଏବେ କୁହାଯାଇଛି ଯେ ଆସନ୍ତା ୬ ତାରିଖରୁ ଦକ୍ଷିଣ ଅଣ୍ଡମାନ ସାଗରରେ ଘନି ଭୃତ ହୋଇ ତାହା ୭ ତାରିଖରେ ଲଘୁଚାପ ରୂପ ନେଇଯିବ।

ଏହାକୁ ଶୁଣିବା ପରେ ରାଜ୍ୟରେ ସାଧାରଣତଃ ଆଶ୍ୱସ୍ତ ମିଳିବ ନେଇ ଜଣା ପଡୁଛି ଯାହା ଏହି ଖରା ରୁ ରକ୍ଷା ମିଳି ପାରିବ। ଏହି ନେଇ ଆସନ୍ତା ୨୪ ଘଣ୍ଟା ସମ୍ପର୍କରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି। ଏହି ସୂଚନା କୁ ଶୁଣିବା ପରେ ଖରା ରୁ କିଛି ମାତ୍ରାରେ ରକ୍ଷା ମିଳିବ ସହିତ ଚାଷୀ ମାନଙ୍କ ପାଇଁ କ୍ଷେତ ରେ ପାଣି ମଧ୍ୟ ହୋଇଯିବ ଯାହା ପ୍ରକୃତି ପାଇଁ ଉପଯୋଗୀ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗର ଅଧିକାରୀ ପ୍ରଫେସର ଉମାଶାଙ୍କର ଦାସ। ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment