Odisha News Portal

ଦେଖନ୍ତୁ ଭିଡ଼ିଓ – ପୁଣି ଓଡ଼ିଶାରେ ଲଜ୍ୟା ! ସ୍ଵାମୀ ଆଗରେ ସ୍ତ୍ରୀକୁ କଲେ ଦୁଷ୍କର୍ମ, ଆଉ ତା ପରେ…

ସମସ୍ତଙ୍କୁ ଆତଙ୍କିତ କରିବା ଭଳି କାର୍ଯ୍ୟ କଲାପ ଧୀରେ ଧୀରେ ଆଜିର ସମାଜରେ ବୃଦ୍ଧି ପାଇବାରେ ଲାଗିଛି। ଚୋରି, ଡକାୟତି ଏବଂ ହତ୍ୟା ଭଳି ଘଟଣା ରେ ପୂର୍ଣ୍ଣ ହେଉଛି ପ୍ରତିଦିନ ର ଖବର କାଗଜ।ଯେତେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ। କଣସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ? ଏହାକୁ ନେଇ ଆଜିର ସାଧାରଣ ଲୋକ ବାସ୍ତବରେ ଚିନ୍ତିତ ଏବଂ ଭୟଭୀତ ଅଟନ୍ତି।

ସମାଜରେ ପ୍ରତିଦିନ ଘଟୁଥିବା ଏହିଭଳି ଆତଙ୍କିତ କାର୍ଯ୍ୟ କଲାପ ଲୋକଙ୍କ ମନରେ ଭୟ ଏବଂ ଆତଙ୍କ ସୃଷ୍ଟି କରିବା ସ୍ୱାଭାବିକ କଥା।କଣ ବଦଳିନି ଆଜିବି ମଣିଷର ନିମ୍ନ ମାନସିକତା, ଚୋରି, ଡକାୟତି କରିବାର ନିମ୍ନ ଧାରଣା? ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ। ସେହିପରି ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଅନେକ ମାତ୍ରାରେ କ୍ରାଇମ୍ ବଢ଼ିବାରେ ଲାଗିଛି। ସେହିପରି ଏବେ ନିକଟରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।ଏଠାରେ ଏହି ଘଟଣାରେ ଦେଖିବାକୁ ମିଳିଲା ଦୁଇ ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ। ଦୁଇଜଣ ମଦ୍ୟପ ଜଣଙ୍କ ଘରକୁ ପଶି ଲୁଟପାଟ କରିବା ସହ ଘଟାଇଛନ୍ତି ଜଘନ୍ୟ କାଣ୍ଡ।

ତେବେ ଏହି ଘଟଣାଟି ଘଟିଛି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁଚୁମୁଣ୍ଡଳା ଗ୍ରାମରେ।ଏଠାରେ ଏହି ଦୁର୍ବୃତ୍ତ ମାନେ ଘରେ କଳା କନା ବୁଲାଇବା ସହିତ ସ୍ବାମୀ ଆଗରେ ସ୍ତ୍ରୀ ଙ୍କୁ ଦୁଷ୍କର୍ମ କରିଥିଲେ। ଏଥିରେ ସ୍ବାମୀ ବିରୋଧ କରିବାରୁ ସ୍ବାମୀଙ୍କୁ ଭାବରେ ଭୁଜାଲି ରେ ଆକ୍ରମଣ କରିଥିଲେ ଏହି ଦୁର୍ବୃତ୍ତ ମାନେ।ଏହି ଆକ୍ରମଣ ରେ ଗୁରୁତର ହୋଇଥିବା ସ୍ବାମୀ କୁ ବୁର୍ଲା ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରା ଯାଇଛି।ଏହି ଘଟଣା ସେହି ଅଞ୍ଚଳରେ ଏକ ପ୍ରକାର ଆତଙ୍କ ଖେଳାଇ ଦେଇଛି। ଘଟଣା ଘଟିବା ପରେ ଦୁର୍ବୃତ୍ତ ମାନେ ସେଠାରୁ ପଳାଇ ଯାଇଥିଲେ। ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ଥିଲା।

କୁଚୁମୁଣ୍ଡଳା ଗ୍ରାମରେ ଜଣେ ବ୍ୟକ୍ତି ଘରେ ଥିବା ବେଳେ ଅଚାନକ ସେହି ଗ୍ରାମର ଦୁଇଜଣ ବ୍ୟକ୍ତି ମଦ୍ୟ ପାନ କରି ତାଙ୍କ ଘର ଭିତରକୁ ପଶି ଆସିଥିଲେ। ଏହାପରେ ସେମାନେ ଘରୁ ଜିନିଷ ପତ୍ର ଲୁଟ କରିବା ସହ ନିଶାସକ୍ତ ଅବସ୍ଥାରେ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ସ୍ବାମୀ ବିରୋଧ କରିବାରୁ ତାଙ୍କୁ ସେମାନେ ଗୁରୁତର ଭାବରେ ଭୁଜାଲି ରେ ଆକ୍ରମଣ କରିଥିଲେ। ଏହାପରେ ଉକ୍ତ ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନା ରେ ଭର୍ତ୍ତି କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।