ପୁଣି ନୁଆଁ ଷ୍ଟାଇଲ ରେ ମାର୍କେଟ ଘାଣ୍ଟିଲା ନୟାଗଡ଼ ଟୋକା ସପନଙ୍କ ( sapan ) ଗୀତ … ” ମଣିଷ ଗଛ ଲଗେଇବୁନି ସେ କାହାରି ନୁହଁ “… ମାତ୍ର 4 ଘଣ୍ଟାରେ 500k ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ ଅନେକ ସମୟରେ ଦେଖିବାକୁ ମିଳିଥାଏ କି ଅନେକ ପ୍ରକାରର ନୂଆ ନୂଆ ଗୀତ ଆଉ ଭିଡ଼ିଓ ମାନ ଭାଇରାଲ ହେଉଥାଏ ସୋସିଆଲ ମିଡ଼ିଆରେ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ବାପା ଆଉ ପୁଅ ଙ୍କୁ ମଧ୍ୟରେ ଥିବା ଆଜି କାଲିଆ ସମ୍ପର୍କ କୁ ନେଇକି ଗୋଟିଏ ଗୀତ | ଆଉ ଯେଉଁ ଗୀତ ଟି କୁ ଦର୍ଶକ ମାନେ ବେଶ ଆଗ୍ରହ ର ସହିତ ପସନ୍ଦ କରୁଥିବା କୋଠା କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ଭାଇରାଲ ଭିଡ଼ିଓ ଦେଖୁବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ସପନ ଙ୍କ କଣ୍ଠ ରୁ ଭାଇରାଲ ହେଉଥିବା ଏକ ସୁନ୍ଦର ମନ ଛୁଆଁ ସଂଗୀତ ଟିଏ | ଆଉ ଯେଉଁ ଗୀତ ଟିର ନାଁ ହେଉଛି “ମଣିଷ ଗଛ ଲଗେଇବୁନି ସେ କାହାର ନୁହଁ ” ଏହି ସୁନ୍ଦର ଗୀତ ଟି | ଆଉ ଯେଉଁ ଗୀତ ଟିରେ କୁହାଯାଇଛି କି ଏହି ଗୀତ ରେ ସୁନ୍ଦର ଭାବରେ ଗାଇଛନ୍ତି ସପନ | ଆଉ ଯାହା ଏତେ ସୁନ୍ଦର ଭାବରେ ବର୍ତ୍ତମାନ ର ବାପା ଆଉ ପୁଅ ଙ୍କୁ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବୁଝାଇଛନ୍ତି ବୋଲି କୁହାଯାଉଛି |

ଆଉ ଯେଉଁ ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଆଜି କାଲିଆ ପୁଅ ମାନେ କେଉଁ ଭଳି ଭାବରେ ବାପା ମା ଙ୍କୁ ସଂମ୍ମାନ କରୁ ନାହାନ୍ତି | ଆଉ ଯାହା ପାଇଁ କୁହାଯାଉଛି କି ଆଜି କାଲିର ପୁଅ ମାନେ ରକ୍ତ ର ସମ୍ପର୍କ କୁ ଭୁଲି ଯାଉଛନ୍ତି ଆଉ କେଉଁ ଭଳି ଭାବରେ ନିଜର ସମ୍ପର୍କ ର ବାପା ମା ଙ୍କର ଭଲ ପାଇବା କୁ ଆଉ ସ୍ନେହ ଶ୍ରଦ୍ଧା କୁ ଭୁଲି ଯାଉଛନ୍ତି ସେ ବିଷୟରେ କହିଛନ୍ତି | ଆଉ ତାହା ସହିତ ବାହାରେ ରହିବା ଫଳରେ ଗାଉଁଲି ବାପା ମା ଙ୍କୁ କେଉଁ ଭଳି ଭାବରେ ଭୁଲି ଯାଉଛନ୍ତି ଆଜି କାଲି ର ପୁଅ ମାନେ ସେ ବିଷୟରେ କୁହାଯାଉଛି |

ତେବେ ଏହି ଭଳି ଭାବରେ ସୁନ୍ଦର ସ୍ୱର ରେ ଗାଇବାକୁ ଲାଗିଛନ୍ତି ସପନ| ତେବେ ଆଜି କାଲି ର ଯୁବ ପିଢ଼ି ମାନଙ୍କୁ ନେଇକି ଏହି ଭଳି ଏକ ଗୀତ ଭାଇରାଲ ହେବାରେ ଲାଗିଛି |”ମଣିଷ ଗଛ ଲଗେଇବୁନି ସେ କାହାର ନୁହଁ ” ଗୀତ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଆଉ ଯାହା ଦର୍ଶକ ମାନଙ୍କୁବେଶ ପସନ୍ଦ ଆସିଛି ବୋଲି ମଧ୍ୟ କୁହାଯାଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment