ପୁଣି ଲଜ୍ୟା ! ଡ୍ରାଇଭର ପ୍ରେମରେ ରେଳୱ୍ବ ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପତ୍ନୀ… ଦେଖନ୍ତୁ ଭାଇରାଲ Video

ଆଜିର ସମାଜରେ ଅନେକ ସମୟରେ ଏମିତି କିଛି ନିନ୍ଦନିୟ ଘଟଣା ଘଟୁଛି, ଯାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ଅନୈତିକ ସମ୍ପର୍କ, ପରକୀୟା ପ୍ରୀତି ଭଳି ଅନେକ ଘଟଣା ସମୟକ୍ରମେ ଦେଖିବାକୁ ମିଳୁଛି। ତେବେ ଏପରି ବେଳେବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକଙ୍କ ପାଖରେ ଦେଖିବକୁ ମିଳିଥାଏ ଯାହା ବାସ୍ତବରେ ବିଶ୍ବାସ ଯୋଗ୍ୟ ହୋଇ ପାରି ନଥାଏ। ଯାହା ସାଧାରଣରେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ତେବେ ଆଜିର ଦୁନିଆର କିଛି ଏପରି ଲୋକ ରହିଛନ୍ତି ଯେଉଁମାନେ ଅନେକ ସମୟରେ ସଂସ୍କାର ବିହୀନ କାର୍ଯ୍ୟ କରିଥାନ୍ତି ଏବଂ ଅନେକ ଘୃଣ୍ୟ କାମ ସବୁ କରୁଛନ୍ତି।

ଯାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା ଏବଂ ପରିତାପର ବିଷୟ ଅଟେ।ଆଉ ଏହି ସଭ୍ୟ ସମାଜରେ ଏପରି ଅସଭ୍ୟ କାର୍ଯ୍ୟ କଲାପ ନିନ୍ଦା ଜନକ ସ୍ଥିତିକୁ ବୟାନ କରୁଛି। ଶିକ୍ଷିତ ହୋଇ ଏପରି ଲଜ୍ୟାଜନକ, ନିନ୍ଦନୀୟ କାର୍ଯ୍ୟ କଲେ ଏଥିପାଇଁ କାହାକୁ ଆଉ ଦାୟୀ କରାଯିବ।ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚା ହେବାରେ ଲାଗିଛି।

ଯେଉଁଠି ଡ୍ରାଇଭର ପ୍ରେମରେ ପଡ଼ିଛନ୍ତି ଜଣେ ମାଲିକାଣୀ। କିନ୍ତୁ ତାଙ୍କର ସ୍ବାମୀ ହେଉଛନ୍ତି ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ନିଜ ମଥା ସିନ୍ଦୂର ପୋଛିଦେବାକୁ ପତ୍ନି ଜଣଙ୍କ ରଚିଥିଲେ ସାଙ୍ଘାତିକ ଷଡ଼ଯନ୍ତ୍ର। ନିଜ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ସେ ଏକଲକ୍ଷ ଟଙ୍କା ସୁପାରି ବି ଦେଇଥିଲେ। ଆଉ ଏହାକୁ ଜାଣି ସ୍ବାମୀ ଜଣଙ୍କ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ। ଆଉ ଏହାପରେ ପୋଲିସ୍ ଅଭିଯୋଗ ଗ୍ରହନ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପୂର୍ବରୁ ଅଭିଯୁକ୍ତ ପତ୍ନୀ ଏବଂ ସୂପାରି କିଲର ଫେରାର ହୋଇ ଯାଇଥିବା ଜଣା ପଡିଛି। କିନ୍ତୁ ଡ୍ରାଇଭର କୁ ଗିରଫ କରିଛି ମଞ୍ଚେଶ୍ୱର୍ ପୋଲିସ୍।

ତେବେ ମଞ୍ଚେଶ୍ଵରରେ ସ୍ବାମୀ ଜଣଙ୍କ ଚାକିରି କରୁଥିବା ବେଳେ ତାଙ୍କର ପୁରୀକୁ ବଦଳି ହେବାର ଥିଲା। ଏହାକୁ ଜାଣି ଡ୍ରାଇଭର ମାଲିକାଣୀ ଙ୍କ ସହ ଭଲପାଇବା ହେବା ସହ ଅନୈତିକ ସମ୍ପର୍କ ରଖିଥିଲେ। ଜଣା ପଡ଼ିବା ପରେ ପାରିବାରିକ କୋଲହ ଦେଖା ଦେଇଥିଲା।ପରେ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ସ୍ତ୍ରୀ ଏବଂ ଡ୍ରାଇଭର। ଗତ ୧୬ ତାରିଖରେ ତାଙ୍କ ଉପରେ ସୁପାରି କିଲର ମରଣାତ୍ମକ ଆକ୍ରମଣ କରିଥିବା ବେଳେ ସେ କୌଣସି ମତେ ବଞ୍ଚି ଯାଇଥିଲେ ଆଉ ପରେ ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment