Odisha News Portal

ଦେଖନ୍ତୁ ଭିଡ଼ିଓ – ପୁଣି ଲଜ୍ୟା ! ବଡ ମେଡିକାଲ ବେଡ଼ ରେ ଚାଲିଛି ରାସଲୀଳା ସାମ୍ନାକୁ ଆସିଲା ଭାଇରାଲ ଭିଡ଼ିଓ…

ଆଜିର ଏହି ଇଣ୍ଟରନେଟ ଯୁଗରେ ଆପଣ ମାନେ ସୋସିଆଲ ମିଡିଆରୁ ଅନେକ ସମୟରେ ଭିନ୍ନ ଭିନ୍ନ ଅନେକ ପ୍ରକାରର ଭାଇରାଲ ଖବର ସଂସ୍ପର୍ଶରେ ଆସୁଥିବେ।ଏହା ସହିତ କିଛି ଏମିତି ଖବର ମଧ୍ୟ ରହିଛି ଯାହା ଆପଣଙ୍କୁ ଚକିତ କରିବା ଭଳି ଖବର ଅଟେ। ସେହିପରି ଏବେ ପୁଣି ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣାର ଆଉ ଏକ ଉଦାହରଣ। ଯାହା ପ୍ରମାଣ କରୁଚି ଆଜିର ଲୋକ ମାନଙ୍କର ଆଚରଣ ଗତ ପ୍ରଭେଦ ଏବଂ ଆଧୁନିକ ସମାଜର ଲୋକଙ୍କ ହାବଭାବ ,ଆଉ ଅନ୍ୟ ପକ୍ଷରେ ଇଣ୍ଟର୍ନେଟ୍ ଯୁଗରେ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଏହାର ନିନ୍ଦନୀୟ ଭୂମିକା କିପରି ରହିଛି।ତେବେ ଆଜିର ସମାଜରେ ଦିନକୁ ଦିନ ଏମିତି କିଛି ଲଜ୍ୟାକର ଘଟଣା ମାନ ଘଟିବା ରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ।

ଆଜିର ସମାଜରେ କୁତ୍ସିତ କଦାକାର ମାନସିକତା କୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଆପଣ ଦେଖିବାକୁ ପାଉଥିବେ। ଯାହା ମଣିଷର ସଂସ୍କୃତି ଏବଂ ତାର ବ୍ୟବହାରକୁ ସ୍ପଷ୍ଟ ପ୍ରକାଶ କରୁଛି। ଏହା ଛଡ଼ା ଅନେକ କ୍ଷେତ୍ରରେ ଏହାର ବିପରୀତ ଦିଗ ଯାହା ସମାଜରେ ଏହାର ପ୍ରଭାବ ପକାଇ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରୁଛି ତାହା ମଧ୍ୟ ଦୁଃଖ ଦାୟକ ଅଟେ।ତେବେ କେତେବେଳେ ନିଜର ସମୂହ ସ୍ବାର୍ଥ କୁ ପୂରଣ କରିବାକୁ ଯାଇ ମଣିଷ ମାନବିକତା ଭୁଲି ଅନ୍ୟକୁ ଅତ୍ୟାଚାର କରୁଛି ତ ପୁଣି କେତେବେଳେ ନିଜର ସ୍ବାର୍ଥ ଏବଂ କାମନା ର ଅଭିଳାଷ କୁ ପୂରଣ କରିବା କୁ ଯାଇ ତଳକୁ ଖସି ଯାଉଛି ତାର ଚତୁପାର୍ଶ୍ବ ଏବଂ ସାମାଜିକ ସ୍ଥିତିକୁ ଅନୁଧ୍ୟାନ ନକରି।

ତେବେ ସେହିଭଳି ଏକ ଅନୈତିକ କାର୍ଯ୍ୟ କଲାପ ଏବଂ ଲଜ୍ୟାକର ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏକ ହସ୍ପିଟାଲ୍ ର ଶବ ଗୃହ ମଧ୍ୟରେ ଘଟିଛି ଏବଂ ଏହା କ୍ୟାମେରା ରେ ରେକର୍ଡ ହୋଇ ଗଣମାଧ୍ୟମ ରେ ମଧ୍ୟ ପ୍ରସାରଣ ସହିତ ଡିଜିଟାଲ ପ୍ଲାଟଫର୍ମ ରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଘଟଣାଟି ହେଉଛି ମଧ୍ୟପ୍ରଦେଶ ର ଇନ୍ଦୋର ରେ ଥିବା ମହାରାଜା ଯଶୋୱାନ୍ତପୂର ହସ୍ପିଟାଲ୍ ର। ଏଠାରେ ଶବ ଗୃହ ମଧ୍ୟରେ ଦୁଇଜଣ ଯୁବକ ଏବଂ ଯୁବତୀ ରାସଲୀଳା କରୁଥିବା ସମୟରେ ଧରା ପଡ଼ିବା ପରେ ସ୍ଥିତି ସଙ୍ଗୀନ ହୋଇଛି।

ଯାହା ଜଣା ପଡିଛି ଏକ କମ୍ପାନୀ ଏହି ହସ୍ପିଟାଲ୍ ର କିଛି କାମକୁ ଲିଜ୍ ରେ ନେଇଥିଲେ ଏବଂ ସ୍ବାସ୍ଥ୍ୟ କର୍ମଚାରୀ ଭାବରେ କାମ କରୁଥିଲେ। ସେମାନେ ଶବ ଗୃହର ମଧ୍ୟରେ ଏଭଳି ଆପତ୍ତିଜନକ ଅବସ୍ଥାରେ ସେହି ସମୟରେ ଧରା ପଡ଼ିଥିଲେ ଯେତେବେଳେ ଜଣେ ଶବ ନେଇ ସେଇ ରୁମ୍ ଭିତରକୁ ପ୍ରବେଶ କରିଥିଲେ। ତାପରେ ସେହି ବ୍ୟକ୍ତି ଏହି ନିନ୍ଦନୀୟ କାର୍ଯ୍ୟର ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ ଏବଂ ପରେ ଭାଇରାଲ କରାଇଥିଲେ। ଏ ବିଷୟରେ ହସ୍ପିଟାଲ୍ କର୍ତ୍ତୁପକ୍ଷ ଅବଗତ ନଥିବା ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।