Odisha News Portal

ଦେଖନ୍ତୁ ଭିଡିଓ : ପୁଣି ହଠାତ Live ଆସି କାହିଁକି Lipi କହିଲେ ଏମିତି…

ବନ୍ଧୁଗଣ ଓଡ଼ିଶାରେ ଓଡ଼ିଆ ମନୋରଞ୍ଜନ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଲିପି ମହାପାତ୍ର। କିଏ ବା ତାଙ୍କୁ ନଜାଣେ। ବିଗତ କିଛି ବର୍ଷ ଧରି ଓଡ଼ିଆ ଧାରାବାହିକ ଜଗତକୁ ସେ ସୁନ୍ଦର ସୁନ୍ଦର ସିରିଏଲ୍ ସବୁ ଦେଇ ଆସୁଛନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଖୁବ୍ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁପର୍ ହିଟ୍ ସିରିଏଲ୍ ମଧ୍ୟ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।ଅଭିନୟ ଦୁନିଆ ରେ ବହୁ ଜଣ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ସେମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି।

ଯେଉଁ ମାନଙ୍କ ଅଭିନୟ, ନାଚ, ଗୀତ ଇତ୍ୟାଦି ରେ ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହୋଇଥାଆନ୍ତି।ଯାହା ପାଇଁ ଏହି ଅଭିନେତ୍ରୀ ମାନେ ଅନେକ ସଫଳତା ମଧ୍ୟ ସାଉଁଟି ଛନ୍ତି।ଆପଣମାନେ ଜାଣିଥିବେ ମନୋରଞ୍ଜନ ଇଣ୍ଡଷ୍ଟ୍ରି ରେ ସବୁବେଳେ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ।ଆପଣ ଓଲିଉଡ୍ ଓ ଟିଭି କଳାକାର ମାନଙ୍କୁ ତାଙ୍କ ଅଭିନୟରେ ଦେଖୁଛନ୍ତି, ସେମାନେ ଯେମିତି ଆମକୁ ମନୋରଞ୍ଜନ କରାଇଥାନ୍ତି,ଠିକ ସେଇଭଳି ମଉଜ ମସ୍ତି ଭିତରେ କିନ୍ତୁ ସେମାନେ ତାଙ୍କର ବାସ୍ତବ ଜୀବନରେ କିପରି ନିଜକୁ ଅତିବାହିତ କରନ୍ତି ତାହା ସେମାନଙ୍କ ଜୀବନଶୈଳୀ ରୁ ଦେଖିବାକୁ ମିଳିଥାଏ।

ତେବେ ସେମାନଙ୍କର ରହସ୍ୟ ହେଉ କି ଜୀବନ ଶୈଳୀ ଏବଂ ପ୍ରେମ ସମ୍ପର୍କ ମଧ୍ୟ ହେଉ ପ୍ରତିଟି କଥାରେ ସେମାନେ ଏକ ନିଆରା ଢଙ୍ଗ ରେ ଉପସ୍ଥାପିତ କରନ୍ତି ନିଜର ଜୀବନକୁ। ସବୁବେଳେ କିଛି ନା କିଛି କେଁ ରହିଥାଏ ସେମାନଙ୍କ ଚଳନି ଏବଂ ବ୍ୟକ୍ତିଗତ ଜୀବନକୁ ନେଇ। ତେବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ବ୍ୟକ୍ତିଗତ ଜୀବନର କିଛି କଥାକୁ ଦର୍ଶକ ମାନେ ଜାଣିବାକୁ ଚାହିଁଥାନ୍ତି। ସେହିପରି ଅଭିନେତ୍ରୀ ଲିପି ମଧ୍ୟ ଅନେକ ସମୟରେ ତାଙ୍କର ପ୍ରଶାସକଙ୍କ ନିକଟତର ହୋଇଥାନ୍ତି ସୋସିଆଲ ମିଡିଆ ଜରିଆରେ। ଏବେ ପୁଣି ସେ ଏକ ଭିଡିଓ କୁ ପ୍ରଶଂସକ ମାନଙ୍କ ପାଇଁ ୟୁ ଟ୍ୟୁବ୍ ଚ୍ୟାନେଲ ରେ ପୋଷ୍ଟ କରିଛନ୍ତି।

ଏଥିରେ ସେ ରସଗୋଲା ତିଆରି କରିଥିବାର ଦେଖାଉ ଛନ୍ତି। କିପରି ଭାବରେ ରସଗୋଲା ତିଆରି କରୁଛନ୍ତି ତାଙ୍କ ମାଆଙ୍କ ସହ ସେ ଏହି ଭିଡିଓ ରେ ଦେଖାଇଛନ୍ତି। ଲିପି ଖୁସିର ସହ ରସଗୋଲା ଖାଉଛନ୍ତି। ତାଙ୍କ ସାନ ଭାଇ ଶପଥ ନେଇ ଏହି ରସଗୋଲା ପ୍ରସ୍ତୁତ କରିଛନ୍ତି ବୋଲି ଲିପି କହିଛନ୍ତି। କାଲାଜାମ୍ ପ୍ରସ୍ତୁତ କରିବା ପରେ ମଧ୍ୟ ସେ ଏହାକୁ ଦେଖାଇଛନ୍ତି।ଏହି ସଂପୂର୍ଣ୍ଣ ଭିଡିଓ ରେ ଏହା ଦେଖିବାକୁ ମିଳିଛି ଯେ କିପରି ଭାବରେ ସେ ମିଠା ପ୍ରସ୍ତୁତି ର ଭିଡିଓ ଦେଖାଉଛନ୍ତି ଏବଂ ନିଜେ ମଧ୍ୟ ଏହାକୁ ଖାଉଛନ୍ତି। ଆପଣ ଏହି ଭିଡିଓ କୁ ଦେଖନ୍ତୁ ଏବଂ ଜାଣି ପାରିବେ ଯେ ଲିପି ଏଥିରେ କେତେ ଖୁସି ଲାଗୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।