ପ୍ରାଚୀନ କାଳରୁ ଗୁରୁ ଏବଂ ଶିଷ୍ୟ ମଧ୍ୟରେ ଏକ ପବିତ୍ର ସମ୍ପର୍କ ରହିଥିବା ଆମେ ଦେଖି ଆସୁଛେ। କିନ୍ତୁ ଆଜିକାଲିର ଶିକ୍ଷକ ଗୁରୁ ନାମରେ ଏକ କଳଙ୍କ। ଆପଣ ମାନେ ସୋସିଆଲ ମିଡିଆରେ ଅନେକ ଘଟଣା ଦେଖିବା ପାଇଁ ପାଇଥିବେ। ପୁଣି ଗୁରୁ ଶିଷ୍ୟ ମଧ୍ୟରେ ଲାଗିଲା କଳଙ୍କର ଦାଗ। ବର୍ତ୍ତମାନ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି। ଆପଣ ମାନେ ଏହି ଘଟଣା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ଗୁରୁଙ୍କୁ ଦଣ୍ଡ ଦେବା ପାଇଁ ଆପଣ ନିଶ୍ଚିତ କହିବେ। ଛାତ୍ରୀର ଭିଡ଼ିଓ ଫୋଟୋ ଭାଇରାଲ କରିଦେବାର ଧମକ ଦେଲେ ପ୍ରଧାନ ଶିକ୍ଷକ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କ ବିଷୟରେ।
ଏଭଳି ଏକ ଘଟଣା ଶାଳଖୁଂଟା ଆଶ୍ରମ ବିଦ୍ୟାଳୟରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ଜଣେ ପ୍ରଧାନ ଶିକ୍ଷକ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀର ଅଶୀଳ ଫଟୋକୁ ଭାଇରାଲ କରିବା ପାଇଁ ଧମକ ଦେଇଛନ୍ତି। ଘଟଣାଟି ହେଉଛି ଯେ ଜଣେ ଛାତ୍ରୀ ସ୍କୁଲରୁ ଘରକୁ ଯାଇଥିଲା। ଯେତେବେଳେ ସେ ଘରକୁ ଫେରି ଆସିଥିଲେ। ତାଙ୍କ ରୁମ ରେ ବେଡ଼ ନ ଥିଲା। ସେ ଯାଇ ହଷ୍ଟେଲ ମେଟ୍ରୋନ୍ ଜୟନ୍ତୀ ପାତ୍ରଙ୍କୁ ବେଡ଼ କଥା ପଚାରିଲେ। ସେ କହିଥିଲେ ଯେ ଯେଉଁଠି ବେଡ଼ ମିଳୁଛି ସେଇଠି ରୁହନ୍ତୁ। ଏହାପରେ ସେ ଯାଉଥିଲେ ତାଙ୍କୁ ପଛକୁ ଡାକି କହିଲେ ତୁମେ କାହିଁକି ଘରକୁ ଯାଇଥିଲ।
ତୋ ବଡ ଭଉଣୀ ପିଲା ନଷ୍ଟ କରିଛି। ତମେ ବି କଣ ଯାଇଥିଲ ପିଲା ନଷ୍ଟ କରିବା ପାଇଁ। ଯଦି ପ୍ରଧାନ ଶିକ୍ଷକଙ୍କ ସହ ସମ୍ପର୍କ ନକର, ତେବେ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ କରିଦିଆଯିବ। ତମ ଚେହେରା ଦେଖି ପାରିବ ନାହିଁ। ଏହା ପରେ ଛାତ୍ରୀ ଜଣକ ପରିବାର ସଦସ୍ୟଙ୍କୁ କହିଥିଲେ। ପରିବାର ସଦସ୍ୟ ଆସି ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲର ମେଟ୍ରୋନ୍ ଜୟନ୍ତୀ ପାତ୍ରଙ୍କୁ ଆସି ଏହି ଘଟଣା ସମ୍ପର୍କରେ ପଚାରିଲେ। ପ୍ରଥମେ କିଛି କହିବେନି ବୋଲି ମନା କରିଦେଲେ। ଏହାପରେ ସେମାନଙ୍କୁ ଦୁର୍ବ୍ୟବହାର କଲେ ଏବଂ କହିଥିଲେ ଯେ ତୁମକୁ ଯାହା କରିବାର ଇଛା କରିପାର, ମୋର ଏହା ସହିତ କିଛି କରିବାର ନାହିଁ। ଛାତ୍ରୀଙ୍କ ମା ଏବଂ ବାପା ଉଭୟ ପୋଲିସ ଷ୍ଟେସନକୁ ଯାଇ ସେମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ।
ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ଅନ୍ୟ ପଟେ ହଷ୍ଟେଲର ମେଟ୍ରୋନ୍ ଜୟନ୍ତୀ ପାତ୍ର ଗଣମାଧ୍ୟମକୁ ବାଇଟ୍ ଦେବାକୁ ସମ୍ପୂର୍ଣ୍ଣ ଭାବରେ ମନା କରିଦେଇଛନ୍ତି ଏବଂ ସେମାନେ ଯାହା କହିବେ ତାହା ସେମାନେ ଅଫିସରେ କହିବେ ଏବଂ ସେମାନଙ୍କ ସହ ସହମତ ହେବା ଆବଶ୍ୟକ ନେହେଲ ସମସ୍ତେ ଏହି ଘଟଣା ସମ୍ପର୍କରେ ଶିକ୍ଷକଙ୍କୁ କହିବା ପାଇଁ କହିଥିଲେ। ତେଣୁ ଆପଣ ମାନେ ହିଁ ବିଚାର କରନ୍ତୁ ଶିକ୍ଷକଙ୍କୁ କେଉଁ ଦଣ୍ଡ ଦିଆଯିବା ଉଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।