ପୁଣି ଦେବଦୂତ ସାଜିଲେ ରାଣୀ ପଣ୍ଡା ! ଅସହାୟଙ୍କ ଖବର ବାଜିବା ପରେ ,ସହାୟତା କରିବାକୁ ପହଞ୍ଚିଗଲେ ଅଭିନେତ୍ରୀ ରାଣୀ ପଣ୍ଡା… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ କିଛି ଏଭଳି ଘଟଣା ଭାଇରାଲ ହେବାରେ ଲାଗିଛି ଯାହା କୁ ଦେଖିଲେ ଆପଣ ଙ୍କ ମନରେ ମଧ୍ୟ ତାଙ୍କ ପ୍ରତି ସଂମ୍ମାନ ଆସିବ | ଆଉ ଆପଣ ମଧ୍ୟ ଭାବିବେ କି ସତରେ କଣ ଏହି ଦୁନିଆରେ ଏଭଳି ବି ଲୋକ ଅଛନ୍ତି ଯେଉଁମାନେ କି ଲୋକଙ୍କ ସୁଖରେ ଖୁସି ଆଉ ଲୋକଙ୍କ ଦୁଃଖରେ ଦୁଃଖୀ ହେଉଛନ୍ତି | ତେବେ ମିଳିଥିବା ସୂଚନା ଅନୁସାରେ ସେହି ଭଳି ଜଣେ ସ ହୃଦୟ ଦୟାଵାନ ବ୍ୟକ୍ତି ଜନଙ୍କ ହେଉଛନ୍ତି ରାଣୀ ପଣ୍ଡା | ଯିଏ କି ଅସହାୟ ଲୋକ ମାନଙ୍କର ସାହାଯ୍ୟ କରିବା ପାଇଁ ବାହାରି ପଡିଥିଲେ, ଆଉ ଲୋକ ଙ୍କର ସାହାଯ୍ୟ ମଧ୍ୟ କରିଥିଲେ ହସ୍ପିଟାଲ କୁ ଯାଇକି| ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଜଣା ପଡିଛି କି ବର୍ତ୍ତମାନ ଯାତ୍ରା ଦୁନିଆର ହଟ ଆଇଟମ ସଙ୍ଗ ରେ ଡାନ୍ସ କରୁଥିବା ଡାନ୍ସର ରାଣୀ ପଣ୍ଡା ଙ୍କୁ ଏବେ ଦେଖିବାକୁ ମିଳିଛି ହସ୍ପିଟାଲ ରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଗରିବ ଓ ଅସହାୟ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ବାହାରି ପଡିଛନ୍ତି ରାଣୀ ପଣ୍ଡା | ଆଉ ଲୋଗରିବ ଲୋକ ଜନଙ୍କ ତାଙ୍କର ଅସୁବିଧା ର କଥା ଜଣାଇବା ପରେ ରାଣୀ ପଣ୍ଡା ପହଞ୍ଚିଯାଇଛନ୍ତି ସେହି ଅସହାୟ ଙ୍କ ପାଖରେ |

ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ରାଣୀ ପଣ୍ଡା ଇବବ ପହଞ୍ଚି ଯାଇଛନ୍ତି ଗରିବ ଲୋକ ଙ୍କ ପାଖରେ ଯିଏ ତାଙ୍କର ଦୁଃଖ ଘଟଣା କୁ ନେଇକି ପହଞ୍ଚାଉଛି, ଆଉ ଦୁଃଖର ଥରେ ଗୁହା ରି କରିଛି ରାଣୀ ପଣ୍ଡା ତା ପାଖରେ ପହଞ୍ଚି ଯାଉଛନ୍ତି | ଆଉ ତାଙ୍କର ପ୍ରାଣ ପଣେ କରିବାକୁ ଲାଗୁଛନ୍ତି ସେହି ଦୁଃଖୀ ମାନଙ୍କର ସେବା ଯତ୍ନ | ଆଉ ରାଣୀ ପଣ୍ଡା ଙ୍କର ଏହି କାମ ଏବେ ଦେଖିବାକୁ ମିଳିଛି | ଆଉ ଯେଉଁଠି ରାଣୀ ପଣ୍ଡା କୁ ତାଙ୍କ ର ଦୁଃଖ ଆଉ ଅସହାୟ ତା ର କାହାଣୀ ଜଣାଇଥିଲେ ଜଣେ ଦୁଃଖୀ ଲୋକ | ଆଉ ଲୋକ ଜଣଙ୍କର ଦୁଃଖର କଥା ଶୁଣିବା ମାତ୍ର କେ ସଙ୍ଗେ ସସଙ୍ଗେ ସେହି ଲୋକ ଙ୍କ ପାଖରେ ପହଞ୍ଚିଯାଇଥିଲେ ରାଣୀ ପଣ୍ଡା |

ଆଉ ଯେଉଁଠି ରାଣୀ ପଣ୍ଡା ଙ୍କର ଡାନ୍ସ କୁ ଦେଖିଲେ ଲୋକ ମାନେ କେତଜଣ ତାଙ୍କର ପ୍ରସଂଶା କରିବା ସହିତ କେତେଜଣ ତାହାକୁ ନାପସନ୍ଦ କରୁଥିବା ବେଳେ, ରାଣୀ ପଣ୍ଡା ଙ୍କର ଏହିଭଳି ସାହାଯ୍ୟ ମୂଳକ କାମକୁ ଦେଖିକି ସମସ୍ତେ ତାହାକୁ ପସନ୍ଦ କରୁଛନ୍ତି | ଆଉ ରାଣୀ ପଣ୍ଡା ଙ୍କର ସାହାଯ୍ୟ କୁ ସମସ୍ତେ ପ୍ରସଂଶା କରିବା ସହିତ ତାଙ୍କର ଏହିଭଳି ଅସହାୟ ଙ୍କୁ ସାହାଯ୍ୟ କରିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment