ଭାଇରାଲ ବୟ ତ୍ରୈଲୋକ୍ୟ ରାୟଙ୍କୁ ତ ଆପଣ ନିହାତି ଜାଣିଥିବେ। ଯିଏକି ସ୍କୁଲ୍ ଉଠିଯିବା ନେଇ ଦେଇଥିବା ନିଜର ମନ୍ତବ୍ୟ ପାଇଁ ବେଶ୍ ଚର୍ଚ୍ଚାରେ ରହିଥିଲେ ଏବଂ ଭାଇରାଲ ହୋଇଥିଲେ। ମୁଁ ପ୍ରଥମ ଶ୍ରେଣୀରେ ପଢୁଛି, ମୁଁ ସରକାରୀ ସ୍କୁଲରେ ପଢ଼ୁଛି,ଏହି କଥା ଲୋକଙ୍କୁ ଏତେ ଭଲ ଲାଗିଥିଲା ଯେ ପିଲାଟିର ସରଳତା ପାଇଁ ଲୋକେ ତାକୁ ବେଶ୍ ପସନ୍ଦ କରୁଥିଲେ। ଏହାପରେ ଅନେକ ଗଣମାଧ୍ୟମ ତାଙ୍କର ବାଇଟ ନେବା ପାଇଁ ତାଙ୍କ ପାଖରେ ପହଞ୍ଚି ଥିଲେ।ଏହି କ୍ରମରେ ସେ ବେଶ୍ ଭାଇରାଲ ହେବାରେ ଲାଗିଥିଲେ। ତେବେ ଛୋଟ ପିଲାମାନେ ହେଉଛନ୍ତି ଏ ଦୁନିଆର ସୁନ୍ଦର୍ ସୃଷ୍ଟି। ସେମାନଙ୍କ ପ୍ରତ୍ୟେକ କଥା, ଆଚରଣ ସମସ୍ତଙ୍କୁ ବହୁତ୍ ଭଲ ଲାଗିଥାଏ।
ଅନେକ ସମୟରେ ଆପଣ ମାନେ କୁନି ପିଲା ମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।ଏହା କିଭଳି ଭାବରେ ଆପଣ ମାନଙ୍କୁ ଖୁସି ଦେଇଥାଏ ତାହା ମଧ୍ୟ ଆପଣ ଅନୁଭବ କରି ପାରୁଥିବେ। ସେମାନଙ୍କ କଥାରେ ଏକ ଅଲଗା ପ୍ରକାରର ଭାବନା ରହିଥାଏ ଯାହା ଶୁଣିବା ଲୋକଙ୍କୁ ବହୁତ୍ ଖୁସି ଦେଇଥାଏ। ସେମାନଙ୍କ କଥା ମଜାଳିଆ ବା କୌତୁକିଆ ହୋଇଥିବା କାରଣରୁ ଏହା ଅନେକାଂଶରେ ଲୋକଙ୍କ ପସନ୍ଦ ପାଲଟି ଯାଇଥାଏ। ତେବେ ଛୋଟ ପିଲାମାନଙ୍କ ଅନେକ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ତାହା ଯେମିତି ବି ହୋଇ ଥାଉ ନା କାହିଁକି ବହୁତ୍ ଭଲ ଲାଗିଥାଏ।
ଯେତେବେଳେ ସେମାନେ ସେମାନଙ୍କ କୁନି ସ୍ଵରରେ ସୁନ୍ଦର୍ କଣ୍ଠରେ ଯାହାବି ଗାଆନ୍ତି ତେବେ ସେମାନଙ୍କୁ ଶୁଣିବା ପାଇଁ ସମସ୍ତେ ଆଗଭର ହୋଇ ଥାଆନ୍ତି ଏବଂ ବାରମ୍ବାର ଶୁଣିଲେ ବି ଏକ ଅଜଣା ଖୁସି ପାଇଥାନ୍ତି।ତେବେ ବିଭିନ୍ନ ସମୟରେ କୁନି ପିଲା ମାନଙ୍କର ଏହିଭଳି ଅନେକ ଭିଡିଓ ଲୋକ ଲୋଚନକୁ ଆସିବାର ଦେଖାଯାଏ।ଆଉ ସେହି ସବୁ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ଭାଇରାଲ ହୋଇଥାଏ। ତେବେ ସେହିପରି ଏକ ଭିଡିଓ ପୁଣି ସାମ୍ନାକୁ ଆସିଚି ଯାହା ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ସେହି ଭାଇରାଲ ବୟ ତ୍ରୈଲୋକ୍ୟ ରାୟ ଷ୍ଟୁଡିଓ ରେ ତାଙ୍କର କହିଥିବା ମଜାଦାର କଥାକୁ ନେଇ ଗୀତ ଗାଉଛନ୍ତି।
ସେ ଗାଉଛନ୍ତି ଆମେ ବଣ ରାସ୍ତାରେ ଯିବୁ, ଆମକୁ ଯଦି ଷଣ୍ଢ ମାରିଦେବ। ମୁଁ ପ୍ରଥମ ଶ୍ରେଣୀରେ ପଢୁଛି, ମୁଁ ସରକାରୀ ସ୍କୁଲରେ ପଢ଼ୁଛି। ମୁଁ ଓଡ଼ିଆ ମିଡ଼ିଆମ୍ ରେ ପଢୁଛି। ମୁଁ କଣ ଶୁଣିବାକୁ ପାଇଲି ଆମ ସ୍କୁଲ୍ ଟା ଉଠି ଯାଉଛି।ଏହି କଥାକୁ ନେଇ ତାଙ୍କର ସ୍ଵରରେ ଗୀତ ରେକର୍ଡ ହେବାକୁ ଥିବା ବେଳେ ସେ ଏଥିପାଇଁ ଷ୍ଟୁଡିଓ ରେ ଗୀତ ଗାଇଛନ୍ତି। କୁନି ବାଳକର ଏହି ଦୃଶ୍ୟ ର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।