ପୁଣି ଭାଉଜ ମାନଙ୍କୁ ନେଇ ଗାଇଲେ ନୂଆ ଗୀତ.. ଭାଉଜ ମାନେ ଯଦି ସଚୋଟ ହେଇଥାନ୍ତେ ତେବେ ଦେହକୁ ନେଇ ନଥାନ୍ତେ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ଆଉ କିଛି ଦିନ ଆଜିରୁ ବେଶ ଚର୍ଚ୍ଚା ରେ ଥିବା ଶଙ୍କର ଅନୁସରଣ ଙ୍କ ଗୋଟିଏ ଗୀତ ଯେଉଁଠି ସେ ଝିଅ ମାନଙ୍କର ଚରିତ୍ର କୁ ନେଇକି ଏକ ଗୀତ ବିନେଇଥିଲେ | ଆଉ ଯାହାକୁ ଆମ ର ଓଡ଼ିଶା ର ବିଭିନ୍ନ ଜିଲ୍ଲାର ମହିଳା ମାନଙ୍କର ପ୍ରତିକ୍ରିୟା ଦେଖିବକୁ ମିଳିଥିଲା | ଆଉ ଯାହା ଫଳରେ ଏବେ ପୁଣି ଏକ ଗୀତ ବାହାର କରିଛନ୍ତି ସେ | ଆଉ ତାହା ପୁରା ରିଏଲ କାହାଣୀ କୁ ନେଇକି, ଆମ ସମାଜରେ ଯାହା ଘଟୁଛି ତାହା କୁ ନେଇକି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେ ଗୀତ କୁ ନେଇକି କଣ ମତ ଦେଇଛନ୍ତି ସେ ବିଷୟରେ ଜାଣିବା |

ତେବେ ଶଙ୍କର ଅନୁସରଣ ଙ୍କର ଘର ହେଉଛି ବାଲେଶ୍ୱର ରେ, ଆଉ ସେ ଏକ ବ୍ୟଙ୍ଗାତ୍ମକ ଭାବରେ ଗୀତ ଟିକୁ ଲେଖିଥିଲେ, ଆଉ ଗାଇଥିଲେ ମଧ୍ୟ | ଆଉ ଯେଉଁଥିରେ ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କର ଚରିତ୍ର ବିଷୟରେ କୁହାଯାଉଥିଲା | ଆଉ ଯାହା ପାଉ ରାଜ୍ୟର ବିଭିନ୍ନ ସ୍ଥାନ ରେ ମହିଳା ମାନଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା |କିନ୍ତୁ ତାଙ୍କ କହିବା କଥା ସେଇଟା ତ ଗୋଟିଏ କାଳ୍ପନିକ ଲେଖା ଆଉ ଗୀତ ଥିଲା ଦେହକୁ ନେବେନି, କିନ୍ତୁ ଦେହକୁ ନେଇଥିଲେ |

ତେବେ ପ୍ରକାଶ ପାଇଥିବା ତାଙ୍କର ଆଉ ଗୋଟିଏ ନୂଆ ଗୀତ ଟି ହେଉଛି “ଏବେ ସୁପ୍ରିମକୋର୍ଟ ଦେଇ ଦେଇଛି ନୂଆ ଗ୍ରୀନ ସିଗି ନାଲ ସ୍ୱାମୀ ଙ୍କୁ ଛାଡି ଭାଉଜ ନୂଆ ଘଇତା ଖୋଜି ଆନ “,” ଏବେ ଭାଉଜ ମାନେ ଘଇତା ଛାଡି ଖୋଜ ନୂଆ ଘଇତା ” ଏହିଭଳି କିଛି ଗୀତ ପ୍ରକାଶ କରିଛନ୍ତି ଶଙ୍କର ଅନୁସରଣ | ତେବେ ସେ କହିଛନ୍ତି କି କାଳ୍ପନିକ ଗୀତ ପାଇଁ ଏତେ କଥା ଶୁଣିବାକୁ ପଡିଥିଲା | କିନ୍ତୁ ଏବେ ମୁଁ ବାସ୍ତବ କଥା କହିବି ଆଉ ଦେଖିବି କିଏ କଣ କହିବ | ଆଉ ଯିଏ କହିବ ସିଏ ନିହାତି ସେମିତି କରିଥିବ ଏମିତି କିଛି କହିଛନ୍ତି ଶଙ୍କର |

ତେବେ ତାଙ୍କର କହିବା କଥା କୁ ବର୍ତ୍ତମାନ କୋଟ ତରଫରୁ ପରକ୍ରିୟା ପ୍ରୀତି କୌଣସି ଅପରାଧ ନୁହଁ ବୋଲି କୁହାଯାଉଛି, ଆଉ ଯେଇଥିପାଇଁ ବିଭିନ୍ନ ପ୍ରକାରର ଅସୁବିଧା ଦେଖା ଯାଉଛି ଆମ ସମାଜରେ | ଆଉ ଯେଉଁ ଘଟଣା କୁ ନେଇକି ଏହି ଗୀତ ଟି ପ୍ରକାଶ କରୁଛନ୍ତି ସେ | ଆଉ କହିଛନ୍ତି କି ଏବେ ସେ କେବଳ ରିଏଲ ଘଟଣା କୁ ନେଇକି ଗୀତ କରିବେ | ଆଉ ଦେଖିବେ କେତେଜଣ ତାଙ୍କୁ ବିରୋଧ କରିବା ପାଇଁ ବାହାରିବେ | ତେବେ ଶଙ୍କର ଙ୍କର ଏହି କଥା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment