Odisha News Portal

ପୁଣି ଆସିଲା ଖୁସୀ ଖବର ! ଛାତ୍ର ଛାତ୍ରୀଙ୍କ ପାଇଁ ସରକାର କଲେ 2 ଟି ବଡ ଘୋଷଣା

ଲୋକମାନଙ୍କର ସୁବିଧା ସୁଯୋଗ ପାଇଁ ସରକାର ସର୍ବଦା କୌଣସି ନା କୌଣସି ଯୋଜନାମାନ କରିଥାନ୍ତି , ଯାହାଫଳରେ ଲୋକମାନେ ଉପକୃତ ହୋଇଥାନ୍ତି । କିନ୍ତୁ ପୁଣି ଯୁକ୍ତ 2 ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର 2ଟି ବଡ ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ବଡ ଘୋଷଣା ସମ୍ପର୍କରେ । ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିସର ଅର୍ଥାତ ବି ଏସି ଅଧୀନରେ ଯୁକ୍ତ ଦୁଇ ପରିକ୍ଷା ଦେବାକୁ ଆଶ୍ରୟୀ ଛାତ୍ର ଛାତ୍ରୀ ଫର୍ମ ପୁରଣ ଅବଧି ବୃଦ୍ଦି କରାଯାଇଛି । ପୂର୍ବରୁ ବିନା ଜରିମାନାରେ ଫର୍ମ ପୁରଣ କରିବା ପଇଁ ଚଳିତ ମାସ 3 ତାରିଖରେ ଶେଷ ଦିବସ ଥିଲା । ତେବେ ସିଏଚସିରେ ରେଗୁଲାର ଏବଂ ଏକ୍ସ ରେଗୁଲାର ଓ କରେସପଣ୍ଡସ୍ ଛାତ୍ର ଛାତ୍ରୀ 50 ଟଙ୍କା ଜରିମନା ଦେଇ ଚଳିତ ମାସ 4 ରୁ 8 ତାରିଖ ପର୍ଯ୍ୟନ୍ତ ଫର୍ମ ପୁରଣ କରି ପାରିବେ ।

 ସେହିପରି 350 ଟଙ୍କା ଜରିମାନା ଦେଇ ଚଳିତ ମାସ 9 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଫର୍ମ ପୁରଣ କରିହେବ ବୋଲି ପରିଶୋଧର ପରିକ୍ଷା ନିୟନ୍ତ୍ରକ ଡକ୍ଟର ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ସମସ୍ତ ରାଜ୍ୟରେ ଥିବା ଜୁନିଅର କଲେଜ ହାୟାର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ବା ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଛନ୍ତି । ତେବେ ଦ୍ୱିତୀୟ ଖବରଟି ହେଉଛି ପ୍ରଥମ ରୁ ଅଷ୍ଟମ ସ୍କୁଲ ଖୋଲିବାକୁ ନେଇ । କୋରନା କଟକଣା ଯୋଗୁଁ ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଖୋଲିବାର ସୂଚନା ଦିଆଯାଇଥିଲା କିନ୍ତୁ ବାକି ରହିଛି ପ୍ରଥମରୁ ଅଷ୍ଟମ । ଏ ନେଇ ବିଶେଷ ସୂତ୍ରୁ ଜଣାଯାଉଛି କି ମାର୍ଚ୍ଚ ମାସ 15 ତାରିଖରେ ଖୋଲାଯାଇ ପାରେ ।

ତେବେ ଏ ନେଇ ମଧ୍ୟ ନୂଆ ଏସଓପି ଜାରିହେବ ଏବଂ ଯେତେବେଳେ ଏହା ଓପନ ହୋଇଯିବ ଏମିତିକି ସରକାରଙ୍କ ତରଫରୁ ଫାଇନାଲ ଡେଟ ଖୁବ୍ ଶୀଘ୍ର ଆସିଯିବ । ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଏକ ବହୁତ ଖୁସୀର ଖବର କାରଣ ଯେଉଁ ପିଲାମାନେ ଫର୍ମ ପୁରଣ କରିଥିଲେ ସେମାନ ମଧ୍ୟ ଅଧିକ ସମୟ ପାଇ ପାରିବେ । ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୋରନାର ଅନେକ କଟକଣାକୁ ମାନି ନିଜର ପାଠ ପଢା କାର୍ଯ୍ୟ ସମ୍ପନ୍ନ କରୁଛନ୍ତି ।

ସରକାର କୋରନାର ସଂକ୍ରମଣ ଯୋଗୁଁ ଲୋକମାନଙ୍କ ପାଇଁ ଏବଂ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି । ଯେଉଁଥିରେ ସେମନେ ଉପକୃତ ହେବା ସହ ଆର୍ଥିକ ସମସ୍ୟା ମଧ୍ୟ କିଛି ମାତ୍ରାରେ ଦୂର ହୋଇ ପାରିବ । ଏହା ଥିଲା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକରଙ୍କ ତରଫରୁ ବଡ ଘୋଷଣା , ଯେଉଁଥିରେ ପିଲାମାନେ କିଛି ମାତ୍ରାରେ ଉପକୃତ ହୋଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।