Odisha News Portal

ପୁଣି ହିରୋ ଅରିନ୍ଦମ୍ ଙ୍କ ପରିବାରକୁ ଆସିଲା ବଡ଼ ଖୁସି ଖବର, ପରିବାରର ଖୁସି କୁ ଓଡିଶାବାସୀଙ୍କୁ ଜଣାଇଲେ ଅରିନ୍ଦମ୍ ଦେଖନ୍ତୁ

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ । ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି। ଦର୍ଶକ ମାନଙ୍କ ମନକୁ ଛୁଇଁ ପାରୁଥିବା ପରି ଅଭିନୟ କରି ଅନେକ ହିରୋ ହିରୋଇନ୍ ସବୁବେଳେ ଚର୍ଚ୍ଚା ବିଷୟ ପାଲଟି ଥାଆନ୍ତି।

ତେବେ ନିକଟ ଅତୀତ ରେ ଜଣେ ଓଲିଉଡ ଅଭିନେତା ବାପା ହୋଇଥିବାର ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଏହି ଅଭିନେତା ଜଣଙ୍କ ଆଉ କେହି ନୁହନ୍ତି ଆପଣ ମାନଂକ ପ୍ରିୟ ଅଭିନେତା ଅଲିଉଡ ର ସୁପରଷ୍ଟାର ଅରିନ୍ଦମ ରାୟ ବାପା ହୋଇଛନ୍ତି । ବର୍ତ୍ତମାନ ସମୟ ରେ ଏହା ସମସ୍ତଙ୍କ ପାଇଁ ଏହା ଏକ ଖୁସି ଖବର ଆସିଛି ଯେ ଅଲିଉଡ ର ସୁପରଷ୍ଟାର ଅରିନ୍ଦମ ରାୟ ବାପା ହୋଇଛନ୍ତି।

ସେ ଏକ ପୁତ୍ର ସନ୍ତାନ ର ବାପା ହେବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି । କିଛି ଦିନ ରୁ ତାଙ୍କ ବାପା ହେବା ପାଇଁ ଯାଉଥିବା ଖବର ଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଥିଲା କିନ୍ତୁ ବର୍ତ୍ତମାନ ଏହି ଖବର ଟି ସତ ହୋଇଛି ଆଉ ସେ ଏକ ପୁତ୍ର ସନ୍ତାନ ର ବାପା ହେବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି ।

ଆଜି ୨୦୨୧ ମସିହା ମାର୍ଚ୍ଚ ମାସ ୨୪ ତାରିଖ ଅଟେ ଆଉ ଆଜିର ଦିନରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ତେବେ ଆପଣ ମାନଙ୍କୁ ଜଣାଇ ଦେଉଚୁ ଯେ ଆଗାମୀ ଦିନ ରେ ଅରିନ୍ଦମ ରାୟ ଓ ଏଲିନା ସାମନ୍ତରାୟ ଙ୍କ ର ଏକ ନୂଆ ଫିଲ୍ମ୍ ଆସିବାକୁ ଯାଉଛି ଯାହାର ସୁଟିଂ ବର୍ତ୍ତମାନ ଜାରି ରହିଛି। ତେବେ ଏହି ଚଳଚ୍ଚିତ୍ର ର ସୁଟିଂ ଆରମ୍ଭ ହୋଇ ସାରିଛି ଆଉ ଆପଣ ମାନେ ତାଙ୍କର ଆଗାମୀ ଫିଲ୍ମ୍ ପାଇଁ କେତେ ଉତ୍ସୁକ ଅଛନ୍ତି ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ।

ତେବେ ଏହି ସମୟ ରେ ବର୍ତ୍ତମାନ ସବୁଠୁ ବଡ଼ ଖବର ହେଉଛି ଅରିନ୍ଦମ ଏକ ପୁତ୍ର ସନ୍ତାନ ର ବାପା ହୋଇଛନ୍ତି। ସେ ତାଙ୍କର ଏହି ଖୁସି ଖବର ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି ଓ ତାଙ୍କ ଫ୍ୟାନ ତାଙ୍କର ଏହି ଖୁସି ଖବର ପାଇ ଖୁବ୍ ଖୁସି ହେବା ସହିତ ଅରିନ୍ଦମ ରାୟ ଓ ତାଙ୍କ ସ୍ତ୍ରୀ କୁ ଶୁଭେଛା ଓ ଅଭିନନ୍ଦନ ଜଣାଇ ଅଛନ୍ତି। ତେବେ ଆପଣ ମାନଙ୍କୁ ସୁପର୍ ଷ୍ଟାର୍ ଅରିନ୍ଦମ ରାୟ ଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟେ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।