ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଗୁଡିକ ଭିତରୁ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ବିଷୟରେ ଆପଣ ମାନେ ଜାଣିଲେ ମଧ୍ୟ ଖୁସି ହୋଇଯିବେ ଆଉ ଭାଇରାଲ ହେଉଥିବା ସଂଗୀତ ର ଭିଡ଼ିଓ ଟିରେ ଲୋକ ଜଣଙ୍କ ର ପ୍ରସଂଶା ମଧ୍ୟ କରିବାକୁ ଲାଗିବେ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ନୟାଗଡ଼ ଟୋକା ର ସଂଗୀତ ର କମାଲ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସଂଗୀତ ଗୋଟିଏ ଏମିତି ଜିନିଷ ଯେଉଁଥିରେ ଏତେ ମଧୁଯ୍ୟତା ଭରି ରହିଛି କି ଯାହାକୁ ଆପଣ ମାନେ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ | ଆଉ କୁହାଯାଏ କି ଆଜି କାଲି ଯୁଗ ଆଜିକୁ ଯିବାକୁ ଲାଗିଲାଣି ନିଜ ନିଜର ପ୍ରତିଭା କୁ ଲୋକ ମାନଙ୍କ ସାମ୍ନା କୁ ଆଣିବା ପାଇଁ ଅନେକ ମାଧ୍ୟମ ମଧ୍ୟ ବାହାରିଲାଣି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ନିଜ ର ସଂଗୀତ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଲୋକ ଜଣଙ୍କ |
ତେବେ ମିଳିଥିବା ସୂଚନା ଅନୁସାରେ ଲୋକ ଜଣଙ୍କର ଘର ନୟାଗଡ଼ ରେ ବୋଲି କୁହାଯାଉଛି | ଆଉ ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଖଞ୍ଜଣୀ ସହିତ ସଂଗୀତ ର ମିଠା ଓ ମଧୁର ସ୍ୱର ରେ ଦର୍ଶକ ମାନଙ୍କର କଣକୁ କିଣି ନେଇଛନ୍ତି ଟୋକା ଜଣଙ୍କ | ଆଉ ଯେଉଁଠି କୁହାଯାଉଛି କି ସମସ୍ତଙ୍କର ଅତି ପ୍ରିୟ ର ଲୋକ ପ୍ରୀତ ସଂଗୀତ “ଏଥର ଫଗୁଣେ ” ଗୀତ ରେ ସୁନ୍ଦର ଭାବରେ ନିଜର କଣ୍ଠ ସ୍ବରର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ନୟାଗଡ଼ ଟୋକା ଜଣଙ୍କ | ତାହା ସହିତ ଦେଖା ଯାଇଛି କି ନିଜର ସ୍ୱର ରେ ମଧ୍ୟ ତାଙ୍କର ଏକ ନିଆରା ଯାଦୁ ରହିଛି |
ଆଉ ସେହି ସ୍ୱର ର ଯାଦୁ ମାଧ୍ୟମରେ ଦର୍ଶକ ମାନଙ୍କୁ ମଧ୍ୟ ନିଜ ଆଡକୁ ଆକୃଷ୍ଟ କରେଇ ପାରୁଛନ୍ତି ଟୋକା ଜଣଙ୍କ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ତାଙ୍କର ଏହି ଭଳି ମନ ଛୁଆଁ ଗୀତ ସାଙ୍ଗକୁ ଖଞ୍ଜଣୀ ର କମାଲ ସମସ୍ତ ଙ୍କର ହୃଦୟକୁ ଛୁଇଁଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।