ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନା କିଛି ଘଟଣା ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖିରୁ ପାଣି ଆସିଯିବ | ଆଉ କୁହାଯାଉଛି କି ମୃତ୍ୟୁ କେତେବେଳେ କାହା ପାଖରେ ଆସିକି ପହଂଚିଯିବ ସେ କଥା କିଏ ବା କହି ପାରିବ | ଆଉ ବର୍ତ୍ତମାନ ସେହିଭଳି ଏକ ଦୁଖଦଃ ପୂର୍ଣ୍ଣ ମୃତ୍ୟୁ ଘଟଣା ଟି ଭାଇରାଲ ହେଉଛି ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ଭେଣ୍ଡିଆ ପୁଅ ର ମୃତ୍ୟୁ କୁ ସହି ପାରୁ ନାହାନ୍ତି ତାଙ୍କର ମା, ଆଉ କାନ୍ଦିବାକୁ ଲାଗିଛନ୍ତି ମା ଯାହାକୁ ଦେଖିଲେ ଆପଣ ମାନେ କାନ୍ଦି ଉଠିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
କୁହାଯାଏ ନିଶ୍ୱାସ କୁ କାହାର ବା ବିଶ୍ୱାସ ଅଛି, ମୃତ୍ୟୁ କେତେବେଳେ କାହା ପାଖରେ ପହଂଚିଯିବ ସେ କଥା କିଏ କହି ପାରିବ | ଆଉ ଯାହା କୁହାଯାଉଛି କି ମୃତ୍ୟୁ ଆସିକି କାହା ପାଖରେ କେତେବେଳେ ପହଂଚିଯିବ ସେ କଥା କିଏ ବା କହି ପାରିବ | ଆଉ ଏଠାରେ ଦେଖିବାକୁ ମିଳିଛି କି ଭେଣ୍ଡିଆ ପୁଅ ର ମୃତ୍ୟୁ ରେ ଆଜି ଗାଁ ଦାନ ସବୁ କାନ୍ଦି ଉଠିଛି | ଆଉ ପୁଅ ର ମୃତ୍ୟୁ ରେ ଆଜି ସାରା ଦୁନିଆ ଦୁଃଖରେ ମର୍ମାହତ ହେବାକୁ ଲାଗିଛି ବୋଲି କୁହାଯାଉଛି |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କି ଜଗସିଂପୁର ଜିଲ୍ଲା ର ଖୋଇରା ଗ୍ରାମରେ | ଆଉ ଯାହା କୁହାଯାଉଛି କି ପୋଲିଟେକ୍ନି ଛକ ରେ ବ୍ରିଜେଶ ଉପରେ ଚୋଡ଼ି ଯାଇଥିଲା ବସ | ଆଉ ଚାହୁଁ ଚାହୁଁ ଘଟଣା ସ୍ଥଳରେ ଚାଲି ଯାଇଥିଲା ଭେଣ୍ଡିଆ ଟୋକା ଜଣକର ଜୀବନ | ତେବେ କୁହାଯାଉଛି କି 5 ବର୍ଷ ଆଗରୁ ହେଇଥିଲା ସ୍ୱାମୀ ଙ୍କର ମୃତ୍ୟୁ ଆଉ ସ୍ୱାମୀ ମୃତୁ ର ଦୁଃଖ ଆଜି ଯାଏ ସେମାନଙ୍କ ଜୀବନରେ ଲୁଭିନି | ଏକ ମାତ୍ର ଭେଣ୍ଡିଆ ପୁଅ ର ମୁହଁକୁ ଚାହିଁକି ବଞ୍ଚିଯିବେ ବୋଲି ଭାବୁଥିଲେ ପରିବାର ଲୋକ |
ତେବେ ମା ପୁଅ ଆଉ ଝିଅ ଙ୍କୁ ନେଇକି ତାଙ୍କର ଏହି ଛୋଟ ପରିବାର ଉପରେ ଯେମିତି ସତରେ କାହାର ନଜର ଲାଗି ଯାଇଥିଲା | ଆଉ ଯେଉଁଥିପାଇଁ କୁହାଯାଉଛି କି ପୁଅ ର ମୃତ୍ୟୁ ଘଟଣା କୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ମା ଆଉ ଭଉଣୀ | କୋକେଇ ସାମ୍ନା ରେ କାନ୍ଦି କାନ୍ଦୀ ନୟାନ୍ତ ହୋଇ ଯାଉଛନ୍ତି ସେମାନେ ଆଉ ପୁଅ କୁ ଫେରାଇ ଦେବାକୁ କହୁଛନ୍ତି ଭଗବାନ ଙ୍କ ଆଗରେ |ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।