ବର୍ତମାନ ଚାଲିଛି ପ୍ରତିଯୋଗିତାର ସମୟ। ଯେତେବେଳେ ସବୁ କ୍ଷେତ୍ରରେ ସମସ୍ତଙ୍କୁ ପ୍ରତିଯୋଗୀ ହେବାକୁ ପଡୁଛି। ଏହି ସମୟରେ ଆମକୁ ସଫଳତା ପାଇବାକୁ ହେଲେ ବହୁତ କଷ୍ଟ କରିବାକୁ ପଡିଥାଏ ଏବଂ କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳିଥାଏ। ଆଉ ଗୋଟିଏ କଥା ହେଲା ଯଦି ଇଛାଶକ୍ତି ଏବଂ ଦୃଢ଼ ମନୋବଳ ନାହିଁ ତେବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ନାହିଁ। ଅନେକ କ୍ଷେତ୍ରରେ ଦେଖାଯାଇଥାଏ ବହୁତ କଷ୍ଟ କଲେ ମଧ୍ୟ ତାଙ୍କ ଜୀବନରେ ସଫଳତା ମିଳି ନଥାଏ। ମାତ୍ର ଏହି ସଫଳତା ପ୍ରାପ୍ତ ହେଲା କି ନିଜର ସମୟ ବୃଥା ହେଲେ ମଧ୍ୟ କେବେ ବି ଆପଣ ନିଜର ସମୟ କୁ ଅପଚୟ କରନ୍ତୁ ନାହିଁ। ଏ ଦୁନିଆରେ ସମୟ ହେଉଛି ବଳବାନ।
ମଣିଷ ସବୁବେକେ ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବାକୁ ଚାହିଁଥାଏ କିନ୍ତୁ ଏହା ବଢିବା ଦ୍ୱାରା ଜ୍ଞାନର ସୀମା କମି ଯାଇଥାଏ।କିନ୍ତୁ ଆଜି ଆମେ ଆପଣଙ୍କ ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା ପାଇଁ କିଛି ପ୍ରଶ୍ନ ବିଷୟରେ ଆଲୋଚବା କରିବାକୁ ଯାଉଛୁ ଯାହା ଆପଣଙ୍କର ମଧ୍ୟ ଜ୍ଞାନର ସୀମା ବୃଦ୍ଧି ହେବ।
କାରଣ ଆପଣ ଯଦି ସବୁଦିନ ପାଠ ପଢୁଥିଲେ ମଧ୍ୟ ସେହି ପାଠ ସମ୍ପର୍କରେ ଏତେ ଜ୍ଞାନ ହେବନି ଯଦି ଆପଣମାନେ ସେହି ପାଠ କୁ ଆଲୋଚନା କରନ୍ତି ତେବେ ସମସ୍ତଙ୍କର ବେଶୀ ମନେ ରହିବ।କିଛି ଶିକ୍ଷାବିତ ମଧ୍ୟ କୁହନ୍ତି ପୁସ୍ତକ ଅଧ୍ୟାୟନ କୁ ଗୁରୁତ୍ୱ ନ ଦେଇ ଆଲୋଚନା କୁ ଦିଆଯାଉ।ଏଥିସହିତ କିଛି ପ୍ରଶ୍ନ ଅଛି ତାହା କେବେ ନା ଯେବେ ନିଶ୍ଚିତ କାମ ରେ ଆସିବ ଏବଂ ନିତ୍ୟାନ୍ତ ଆବଶ୍ୟକ।ଆସନ୍ତୁ ଜାଣିବା ସେହି ପ୍ରଶ୍ନ ସମ୍ପର୍କରେ।
ପ୍ରଶ୍ନ ୧: ପୁରୁଷଙ୍କ ବଡ ହେଉ କିମ୍ବା ଛୋଟ ହେଉ ବିବାହ ପରେ ସବୁ ସ୍ତ୍ରୀ ଙ୍କୁ ନେବାକୁ ପଡି ଥାଏ ?
ଉତ୍ତର: ଟାଇଟେଲ
ପ୍ରଶ୍ନ ୨: ‛ବନ୍ଦେମାତାରମ’ ପୁସ୍ତକର ରଚୟିତା କିଏ ?
ଉତ୍ତର: ବାଙ୍କୀମ ଚନ୍ଦ୍ର ଚଟାର୍ଜୀ।
ପ୍ରଶ୍ନ ୩: ତାଜମହଲ କାହା ପାଇଁ ନିର୍ମିତ ହୋଇଥିଲା ?
ଉତ୍ତର: ମମତାଜ
ପ୍ରଶ୍ନ ୪: ଓଡ଼ିଶାର ବଡ ନଦୀ କିଏ ?
ଉତ୍ତର: ମହାନଦୀ
ପ୍ରଶ୍ନ ୫: ଏସିଆର ସବୁଠାରୁ ବଡ ଗାଁ ର ନାମ ?
ଉତ୍ତର: ଢେଙ୍କାନାଳର ଭୁବନ
ପ୍ରଶ୍ନ ୬: ଆମ ଭାରତର ମାତୃ ଭାଷାର ନାମ କଣ ?
ଉତ୍ତର: ହିନ୍ଦୀ
ପ୍ରଶ୍ନ ୭: ଓଡ଼ିଶା କେବେ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହେଲା ?
ଉତ୍ତର: ୧୯୩୬ ମସିହା
ପ୍ରଶ୍ନ ୮: ଓଡ଼ିଶାର କେଉଁ ସହର କୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଇଥାଏ ?
ଉତ୍ତର: ଭୁବନେଶ୍ୱର
ପ୍ରଶ୍ନ ୯: ବଡ ଠାକୁର କାହାକୁ କୁହାଯାଏ ?
ଉତ୍ତର: ଶ୍ରୀ ଜଗନ୍ନାଥ
ପ୍ରଶ୍ନ ୧୦: କେଉଁଠାରେ ସବୁଠାରୁ ବଡ ମ୍ୟୁଜିୟମ ଅବସ୍ଥିତ ?
ଉତ୍ତର: କଲିକତା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।