Odisha News Portal

ଦେଖନ୍ତୁ ଭିଡ଼ିଓ – ପୁଅର ଷଷ୍ଠୀ ପୂଜା ପରିବାର ସହ କିପରି କଲେ ଅଭିନେତା ବାବୁଶାନ ଦେଖନ୍ତୁ

ଓଡ଼ିଆ ସିନେମା ଜଗତ ପ୍ରତି ଓଡ଼ିଆ ଦର୍ଶକ ମାନଙ୍କର ଏକ ଅହେତୁକ ଭଲପାଇବା ରହିଛି। ଆଉ ଯେତେବେଳେ ଚଳଚ୍ଚିତ୍ର ଜଗତ ରେ ଅଭିନୟ କରୁଥିବା କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାର ସୁଯୋଗ ମିଳେ ସେତେବେଳେ ଏହାକୁ ନେଇ ଦର୍ଶକ ମାନଙ୍କ ମନରେ ଏକ ଆଗ୍ରହ ଓ ଉତ୍କଣ୍ଠା ଦେଖା ଦେଇଥାଏ।କାରଣ ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ରହସ୍ୟ ସହିତ ନିଆରା ଅନ୍ଦାଜ ଭରି ରହିଥାଏ। ଯାହାକୁ ଜାଣିବା ପାଇଁ ଏକ ଉତ୍ସୁକତା ଦେଖାଦିଏ ଦର୍ଶକଙ୍କ ମନରେ। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ଅତିବାହିତ କରିବା କଥା ବା ରିଲ ଲାଇଫ ର ମିଷ୍ଟ୍ରି ହେଉ, ସବୁଥିରେ ଏକ ନିଆରା ଅନୁଭବ ଏବଂ ଝଲକ ଦେଖିବାକୁ ମିଳିଥାଏ ମନୋରଞ୍ଜନ ଦୁନିଆରେ।

ଆଉ ସେମାନଙ୍କ ଜୀବନ ଶୈଳୀ ସହିତ କାର୍ଯ୍ୟ କଲାପ କୁ ମଧ୍ୟ ଅନେକ ଅନୁସରଣ କରିଥାନ୍ତି।କାରଣ ସେମାନେ ହେଉଛନ୍ତି ବଡ଼ ପରଦାର ଚେହେରା। ସେଥିପାଇଁ ସେଲିବ୍ରିଟି ମାନଙ୍କୁ ସାଧାରଣ ଲୋକେ ଅନେକ କ୍ଷେତ୍ରରେ ଅନୁସରଣ କରିଥାନ୍ତି। କାରଣ ସାଧାରଣ ଲୋକଙ୍କ ଠାରୁ ସେମାନଙ୍କ ଜୀବନଶୈଳୀ ସାଧାରଣତଃ ଭିନ୍ନ ଧରଣର ହୋଇଥାଏ।ଆଉ ସେଥି ମଧ୍ୟରୁ କିଛି ଏମିତି କଳାକାର ଅଛନ୍ତି ଯେଉଁ ମାନଙ୍କ ବିଷୟରେ ଜାଣିବାକୁ ଲୋକେ ବହୁତ୍ ଇଚ୍ଛା କରିଥାନ୍ତି। କାରଣ ସେମାନେ ଦର୍ଶକ ମାନଙ୍କର ଅଧିକ ପସନ୍ଦ ର କଳାକାର ଅଟନ୍ତି। ଓଡ଼ିଶାର ଓଲିଉଡ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଏମିତି କିଛି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ।

ସୋସିଆଲ ମିଡିଆରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନେ ସେମାନଙ୍କ ଅଭିନୟ ସାଙ୍ଗକୁ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ ଚର୍ଚ୍ଚିତ ହୋଇଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନରେ ବିଷୟରେ ଆପଣଙ୍କୁ ବହୁତ୍ କିଛି କମ୍ ଜଣା ଅଛି।ସେହିପରି ଓଲିଉଡର ଜଣାଶୁଣା ଲୋକପ୍ରିୟ ଅଭିନେତା ଯିଏକି ବରିଷ୍ଠ କଳାକାର ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ପୁତ୍ର ଅଟନ୍ତି। ନିକଟରେ ସେ ଏକ ଖବର କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏକ ପୁତ୍ର ସନ୍ତାନ ନିକଟରେ ଜନ୍ମ ନେଇଛି। ସମସ୍ତ ପ୍ରଶଂସକ ମାନେ ବାବୁଶାନ୍ ଙ୍କ ପୁଅକୁ ଜୁନିଅର୍ ବାବୁସାନ୍‌ ବୋଲି କହି ଏହି ନବଜାତ ପୁତ୍ରକୁ ଆଶୀର୍ବାଦ ମଧ୍ୟ କରିଛନ୍ତି।

ଆଉ ଏଇ ଖୁସି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ବାବୁସାନ୍‌ଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଚି। ହସ୍ପିଟାଲ୍ ରୁ ଘରକୁ ପୁଅକୁ ନେଇ ଫେରିବା ପରେ ସେ ଏହି ଖୁସିରେ ଏକ ପାର୍ଟିର ଆୟୋଜନ କରିଛନ୍ତି। ଏହାଛଡା ବାବୁଶାନ୍ ତାଙ୍କ ପୁଅର ନାମ କରଣ କରି ସାରିଛନ୍ତି।ସେ ତାଙ୍କର ପୁଅର ନାମ ରଖିଛନ୍ତି ସମଥ’। ବନ୍ଧୁ ବାନ୍ଧବ ଏବଂ ଅତିଥି ଙ୍କ ସହ ବାବୁଶାନ୍ ଏବଂ ତାଙ୍କର ପରିବାର ମିଶି ଏହି ଖୁସିର ମୁହୂର୍ତ୍ତ କୁ ଘରେ ପାଳନ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।