Odisha News Portal

ପୁଅ ମାନେ ଝିଅ ମାନଙ୍କର ଗୋଡକୁ ଟେକି କଣ କରନ୍ତି ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହାସ ଅଛି ତ ଉତ୍ତର ଦିଅ

ଆଜିର ଦିନରେ କୌଣସି ବ୍ୟକ୍ତି ଯେକୌଣସି ପରିକ୍ଷା ଫେସ କଲେ ସର୍ବ ପ୍ରଥମେ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନର ସାମ୍ନା କରିବାକୁ ପଡିଥାଏ । କାରଣ ପ୍ରତ୍ୟେକ କମ୍ପିଟେଟିଭ ପରିକ୍ଷାରେ ସାଧାରଣ ଜ୍ଞାନ ପ୍ରଶ୍ନ ରହିଥାଏ , ଯାହାର ଉତ୍ତର ଅଧିକାଂଶ ଲୋକଙ୍କୁ ଜଣା ନଥାଏ । ତେଣୁ ପ୍ରତ୍ୟେକ ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ଏହି ପ୍ରଶ୍ନର ଉତ୍ତର ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ , ସେଥିପାଇଁ ଆଜି ଆମେ ଜାଣିବା କେତେକ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।

1 କେଉଁ ପଶୁ କେବେ ବାନ୍ତି କରି ପାରେ ନାହିଁ ?
ଉତ୍ତର – ଘୋଡା ।

2 କେଉଁ ଦୁଇଟି ଗ୍ରହରେ ହୀରା ବର୍ଷା ହୁଏ ?
ଉତ୍ତର – ଶନି ଓ ବୃହସ୍ପତି ।

3 କେଉଁ ଦେଶର କୁକୁଡା ନୀଳ ରଙ୍ଗର ଅଣ୍ଡା ଦିଏ ?
ଉତ୍ତର – ଚିଲୀ ଦେଶ ।

4 ଯେଉଁ ବ୍ୟକ୍ତିର ନାମ କଣ ଯିଏ ଆଜକୁ ପ୍ରାୟ 60 ବର୍ଷ ହେବ ଗାଧୋଇ ନାହିଁ ?
ଉତ୍ତର – ଆମାର ହାଜି ।

5 ପୁଅ ମାନେ ଝିଅ ମାନଙ୍କର ଗୋଡକୁ ଟେକି କଣ କରନ୍ତି ?
ଉତ୍ତର – ଝିଅଙ୍କ ପାଦରୁ କଣ୍ଟା କାଢନ୍ତି ।

6 କିଏ ସେ ପକ୍ଷୀ ଯିଏ ଆଗକୁ ଉଡିପାରେ ଓ ପଛକୁ ବି ଉଡିପାରେ ?
ଉତ୍ତର – ହର୍ମଙ୍ଗ ବାର୍ଡ ।

7 ସବୁଠାରୁ ଦାମିକା ଜିନିଷର ନାମ କଣ ?
ଉତ୍ତର – ସାହାର୍ଯ୍ୟ ।

8 କେଉଁ ପକ୍ଷୀ କେବେବି ମାଟି ଉପରେ ବସେ ନାହିଁ ?
ଉତ୍ତର – ହରିୟଲ ପକ୍ଷୀ ।

9 ଦୁନିଆର ସବୁଠାରୁ ଶସ୍ତା ଜିନିଷର ନାମ କଣ ?
ଉତ୍ତର – ଉପଦେଶ ।

10 କି ଜିନିଷ ଝିଅ ମାନେ ନା ବାପା ଘରେ ଦେଇ ପାରିବେ ନା ଶାଶୁ ଘରେ ଦେଇ ପାରିବେ ?
ଉତ୍ତର – ଶବକୁ କାନ୍ଧ ।

11 କେଉଁ ନକ୍ଷତ୍ରରେ ହେଉଥିବା ବର୍ଷାର ପାଣି ଶାମୁକାରେ ପଡିଲେ ତାହା ମୋତି ହୋଇଥାଏ ?
ଉତ୍ତର – ସ୍ୱାତୀ ନକ୍ଷତ୍ର ।

12 ସୁଅର ବା ଘୁଷୁରୀ ନାମକ ରେଲୱେ ଷ୍ଟେସନ କେଉଁଠାରେ ଅଛି ?
ଉତ୍ତର – ରାମପୁର , ଉତ୍ତର ପ୍ରଦେଶ ।

13 ବିଶ୍ୱର ସବୁଠାରୁ ଅଧିକ ପିଲା ଜନ୍ମ କରିଥିବା ମହିଳାଙ୍କ ନାମ କଣ ?
ଉତ୍ତର – ଶ୍ରୀମତି ବାସିଲିବା ।

14 ବିଶ୍ୱ ହାତୀ ଦିବସ କେବେ ପାଳନ କରାଯାଏ ?
ଉତ୍ତର – 12 ଅଗଷ୍ଟ ।

15 ଝିଅ ମାନଙ୍କୁ କମ କପଡାରେ ଦେଖିଲେ ପୁଅ ମାନଙ୍କର କେଉଁ ଜିନିଷଟି ବଡ ହୋଇଯାଏ ?
ଉତ୍ତର – ଆଖି ବଡ ହୋଇଯାଏ ।

16 କେଉଁ ପଶୁର କ୍ଷୀର ପିଇଲେ ନିଶା ହୋଇଥାଏ ?
ଉତ୍ତର – ହାତୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।