Odisha News Portal

ପୁଅକୁ ମୋ କୋଳରେ ଦେଇ ତୁମେ କାହିଁ ଚାଲିଗଲ …ହେ ଭଗବାନ ତୁ ଫେରେଇ ଦେ ମୋ ଦୁନିଆ… ଦେଖନ୍ତୁ Video

ଆମ ହିନ୍ଦୁ ସମାଜରେ ସ୍ଵାମୀ-ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ବିବାହ ସମୟରେ ସାତ ଜନ୍ମକୁ ସାଥି ହୋଇ ରହିବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଜ୍ଞା କରିଥାନ୍ତି। ଗୋଟିଏ ଝିଅ ଯେତେବେଳେ ତା ନିଜର ବାପା ମାଆକୁ ଛାଡି ଶାଶୂ ଘରକୁ ଆସିଥାନ୍ତି, ସେ ହିଁ ନିଜର ସବୁକିଛି ନିଜ ସ୍ୱାମୀକୁ ଭାବି ନେଇଥାନ୍ତି। ହେଲେ ବନ୍ଧୁଗଣ ଯଦି ଯଦି ବିବାହ ପୂର୍ବରୁ ପ୍ରେମ କରି ସାରା ଜୀଵନ ସାଥି ହୋଇ ବାଟ ଚାଲିବା ପାଇଁ ଆଗକୁ ବାଟ ଦେଖନ୍ତି। ତାହା ଉଭୟଙ୍କ ସମ୍ପର୍କକୁ ଏକ ଅଲଗା ପ୍ରକାର ଗଢ଼ିଯାଏ। ବର୍ତ୍ତମାନ ସମୟରେ କିଛି ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଆପଣ ମଧ୍ୟ ଏଭଳି ପ୍ରେମ ଦେଖି ଆଖି ରେ ଲୁହ ବାହାରି ଆସିବ।

ନିଜ ସ୍ତ୍ରୀକୁ ବଞ୍ଚାଇବା ପାଇଁ କିଛି ଦିନ ପୂର୍ବରୁ ଲୋକଙ୍କୁ ଆର୍ଥିକ ସହାଯ୍ୟ ମଗୁଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଆଉ ନାହାନ୍ତି। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା। ବନ୍ଧୁଗଣ କିଛି ଦିନ ପୂର୍ବରୁ ଏକ ଭିଡିଓ ଦେଖିବାକୁ ପାଇଥିଲେ। ଭିଡିଓରେ ଯେଉଁଥିରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ବଞ୍ଚାଇବା ପାଇଁ ଲୋକଙ୍କୁ ସାହାଯ୍ୟ ମାଗୁଥିଲେ। ବର୍ତ୍ତମାନ ଏକ ଖବର ଆସୁଛି ତାଙ୍କ ପତ୍ନୀ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଅର୍ଥାତ ସେ ମୃତ୍ୟୁ ବରଣ କରିଛନ୍ତି। ଜୀବନ ସଂଗ୍ରାମରେ ମ
ହାରିଯାଇଛନ୍ତି। ସୂଚନା ଅନୁସାରେ ଉଭୟ ପରସ୍ପର ପରସ୍ପରକୁ ଖୁବ ଭଲ ପାଉଥିଲେ।

ତେବେ ତାଙ୍କର ଏହି ଭଲ ପାଇବାକୁ ସେମାନେ ବିବାହର ରୂପ ଦେଇଥିଲେ। ବିବାହର କିଛି ବର୍ଷ ପରେ ତାଙ୍କର ଏକ ସନ୍ତାନ ଜନ୍ମ ହେଲା। ପ୍ରସବ କରିବା ସମୟରେ ସେ ନିଜ ଜୀବନକୁ ବିପଦରେ ପକାଇ ପିଲାକୁ ଜନ୍ମ ଦେଇଥିଲେ। ପିଲାକୁ ଜନ୍ମ ଦେବା ପରେ ତାଙ୍କର କୋମାକୁ ଚାଲିଯାଇଥିଲେ। ଯେତେ ସବୁ ରୋଜଗାର କରିଥିଲେ ସ୍ତ୍ରୀକୁ ଭଲ କରିବା ପାଇଁ ସବୁ ସାରିଦେଇଥିଲେ। ସେ ବଞ୍ଚାଇବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ। ଏହାପରେ ସେ ଜୀଵନ ଯୁଦ୍ଧରେ ପ୍ରାଣ ହରାଇଛି।

ଏହିପରି ଭାବରେ ତାଙ୍କ ସ୍ୱାମୀ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି ଏହି ଘଟଣା ସମଗ୍ର ଓଡିଶାରେ ଚର୍ଚ୍ଚାର ଚାଲିଛି ଏବଂ ସମସ୍ତେ ଏହି ପ୍ରକାରର ସ୍ୱାମୀଙ୍କୁ ପ୍ରେମ ପାଇଁ ପ୍ରଶଂସା ମଧ୍ୟ ବହୁତ କରୁଛନ୍ତି। ଯାହାବି ହେଉ ଭଲ ପାଇ ବିବାହ କରିଥିଲେ। କେମିତି ଏତେ ସହଜରେ ସ୍ତ୍ରୀର ମୃତ୍ୟୁକୁ ସହି ପାରିବ। ତେବେ ସ୍ତ୍ରୀ ସିନା ସାରା ଜୀବନ ତାଙ୍କୁ ଏକା କରି ଛାଡି ଗଲେ ହେଲେ ତାଙ୍କ କଳ ରେ ଗୋଟିଏ ସନ୍ତକ ପାଖରେ ଛାଡି ଯାଇଛନ୍ତି। ତାଙ୍କରି ମୁହଁକୁ ଚାହିଁ ବଞ୍ଚିବା ପାଇଁ ପଡିବ ବୋଲି ସେ କହିଛନ୍ତି। ଯାହାବି ହେଉ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।