Odisha News Portal

Beauty Tips – ପୁଅ ହୁଅନ୍ତୁ ବା ଝିଅ, ଥରେ ମାତ୍ର ଲଗେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, କଳା ରୁ ଏତେ ଗୋରା ହେବ ଯେ ସାରା ଦୁନିଆ ଚାହିଁବ

ଆଜିର ଦିନରେ ପୁଅ ହୁଅନ୍ତୁ ବା ଝିଅ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟ ମଧ୍ୟ ୟୁଜ୍ କରିଥାନ୍ତି , ତାହା ଆମ ସ୍କିନ ପାଇଁ ବହୁତ ହାନିକାରକ ହୋଇଥାଏ । ସ୍କିନରେ ଅନେକ ସମସ୍ୟା ମଧ୍ୟ ଦେଖାଯାଏ , ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହଜ ସରଳ ଘରୋଇ ଉପାୟ ଜଣେଇବୁ । ଯାହାର ବ୍ୟବାହର କରି ଆପଣ ମାନେ ଆପଣଙ୍କ ସ୍କିନକୁ ଜହ୍ନ ପରି ଗ୍ଲୋ କରି ପାରିବେ । ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ମଧ୍ୟ ନଥାଏ , ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ଟମାଟୋ
2. ମୁଲତାନ ମିଟି

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ଗୋଟିଏ ଟମାଟୋ ନିଅନ୍ତୁ , ଏହା ଆପଣଙ୍କୁ ଆପଣଙ୍କ ପରିବା ସାମଗ୍ରୀରେ ମିଳିଯିବ । ସେହି ଟମାଟୋ କୁ ଛୁରୀ ସାହାର୍ଯ୍ୟରେ ଛୋଟ ଛୋଟ ପିସ୍ କରି ନିଅନ୍ତୁ , ବର୍ତ୍ତମାନ ତାହାକୁ ଏକ ଗ୍ରାଇଣ୍ଡର ଜଗ୍ ରେ ତାର ଜୁସ୍ ବାହାର କରନ୍ତୁ । ଏବେ ଗୋଟେ ବାଉଲ ନିଅନ୍ତୁ , ସେଥିରେ 3 ଚାମଚ ଟମାସ ଜୁସ ଦିଅନ୍ତୁ । ଏବେ ସେଥିରେ 2 ଚାମଚ ମୁଲତାନ ମିଟି ଏଡ୍ କରନ୍ତୁ ଏବଂ ଏହି ଦୁଇ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ।

ଟୋମାଟ ଆମ ସ୍କିନକୁ ସ୍ମଥ କରିବାରେ ସାହାର୍ଯ୍ୟ କରିଥାଏ ତା ସହିତ ସ୍କିନକୁ ସଫ୍ଟ ମଧ୍ୟ କରିଥାଏ । ମୁଲତାନ ମାଟି ସ୍କିନକୁ ଗୋରା କରିବାରେ ହେଲ୍ପଫୁଲ ହୋଇଥାଏ । ତେବେ ବର୍ତ୍ତମାନ ରେମିଡି ଟି ପ୍ରସ୍ତୁତ ହୋଇ ସାରିଛି । ଏବେ ଜାଣିବା ଏହାର ବ୍ୟବହାର ପ୍ରଣାଳୀ ।

ବ୍ୟବହାର ପ୍ରଣାଳୀ :-

ଏହାପରେ ଆପଣ ମୁୟଲତାନ ମାଟି ଏବଂ ଟମାଟୋର ପେଷ୍ଟରେ ଏକ ପ୍ୟାକ ପ୍ରସ୍ତୁତ କରି ଏହାକୁ ଆପଣଙ୍କ ସ୍କିନ ରେ ଆପ୍ଲାଏ କରନ୍ତୁ । ପ୍ରଥମେ ଆପଣ ଆପଣଙ୍କ ଫେସ୍ କୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହାପରେ ସେହି ପ୍ୟାକ କୁ ଆଙ୍ଗୁଳି ସାହାର୍ଯ୍ୟରେ ସମ୍ପୂର୍ଣ୍ଣ ଫେସ୍ ରେ ଆପ୍ଲାଏ କରନ୍ତୁ । ଏହାକୁ 45 ମିନିଟ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡିଦିଅନ୍ତୁ , ମଝିରେ ମଝିରେ ଫେସ୍ କୁ ମସାଜ୍ କରନ୍ତୁ ।

ଏହା ଭଲ ଭାବରେ ଶୁଖିଗଲା ପରେ ନରମାଲ ପାଣିରେ ଫେସ୍ କୁ ଧୋଇ ନିଅନ୍ତୁ । ଗୋଟିଏ ଥର ବ୍ୟବହାର ରେ ହିଁ ଆପଣ ମାନେ ଏହାର ରେଜଲ୍ଡ ପାଇଯିବେ । ଏହି ରେମିଡିକୁ ଉଭୟ ପୁଅ ଓ ଝିଅ ୟୁଜ କରି ପାରିବେ । ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ମଧ୍ୟ ନଥାଏ , ଆପଣ ଏହାକୁ ନିଶ୍ଚୟ ଥରେ ୟୁଜ କରି ଦେଖନ୍ତୁ , ଏହାର ବେନିଫିଟ୍ ନିଶ୍ଚୟ ପାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।