ଆଜିର ଦିନରେ ପୁଅ ହୁଅନ୍ତୁ ବା ଝିଅ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟ ମଧ୍ୟ ୟୁଜ୍ କରିଥାନ୍ତି , ତାହା ଆମ ସ୍କିନ ପାଇଁ ବହୁତ ହାନିକାରକ ହୋଇଥାଏ । ସ୍କିନରେ ଅନେକ ସମସ୍ୟା ମଧ୍ୟ ଦେଖାଯାଏ , ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହଜ ସରଳ ଘରୋଇ ଉପାୟ ଜଣେଇବୁ । ଯାହାର ବ୍ୟବାହର କରି ଆପଣ ମାନେ ଆପଣଙ୍କ ସ୍କିନକୁ ଜହ୍ନ ପରି ଗ୍ଲୋ କରି ପାରିବେ । ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ମଧ୍ୟ ନଥାଏ , ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।
ଆବଶ୍ୟକ ସାମଗ୍ରୀ :-
1. ଟମାଟୋ
2. ମୁଲତାନ ମିଟି
ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଆପଣ ଗୋଟିଏ ଟମାଟୋ ନିଅନ୍ତୁ , ଏହା ଆପଣଙ୍କୁ ଆପଣଙ୍କ ପରିବା ସାମଗ୍ରୀରେ ମିଳିଯିବ । ସେହି ଟମାଟୋ କୁ ଛୁରୀ ସାହାର୍ଯ୍ୟରେ ଛୋଟ ଛୋଟ ପିସ୍ କରି ନିଅନ୍ତୁ , ବର୍ତ୍ତମାନ ତାହାକୁ ଏକ ଗ୍ରାଇଣ୍ଡର ଜଗ୍ ରେ ତାର ଜୁସ୍ ବାହାର କରନ୍ତୁ । ଏବେ ଗୋଟେ ବାଉଲ ନିଅନ୍ତୁ , ସେଥିରେ 3 ଚାମଚ ଟମାସ ଜୁସ ଦିଅନ୍ତୁ । ଏବେ ସେଥିରେ 2 ଚାମଚ ମୁଲତାନ ମିଟି ଏଡ୍ କରନ୍ତୁ ଏବଂ ଏହି ଦୁଇ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ।
ଟୋମାଟ ଆମ ସ୍କିନକୁ ସ୍ମଥ କରିବାରେ ସାହାର୍ଯ୍ୟ କରିଥାଏ ତା ସହିତ ସ୍କିନକୁ ସଫ୍ଟ ମଧ୍ୟ କରିଥାଏ । ମୁଲତାନ ମାଟି ସ୍କିନକୁ ଗୋରା କରିବାରେ ହେଲ୍ପଫୁଲ ହୋଇଥାଏ । ତେବେ ବର୍ତ୍ତମାନ ରେମିଡି ଟି ପ୍ରସ୍ତୁତ ହୋଇ ସାରିଛି । ଏବେ ଜାଣିବା ଏହାର ବ୍ୟବହାର ପ୍ରଣାଳୀ ।
ବ୍ୟବହାର ପ୍ରଣାଳୀ :-
ଏହାପରେ ଆପଣ ମୁୟଲତାନ ମାଟି ଏବଂ ଟମାଟୋର ପେଷ୍ଟରେ ଏକ ପ୍ୟାକ ପ୍ରସ୍ତୁତ କରି ଏହାକୁ ଆପଣଙ୍କ ସ୍କିନ ରେ ଆପ୍ଲାଏ କରନ୍ତୁ । ପ୍ରଥମେ ଆପଣ ଆପଣଙ୍କ ଫେସ୍ କୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହାପରେ ସେହି ପ୍ୟାକ କୁ ଆଙ୍ଗୁଳି ସାହାର୍ଯ୍ୟରେ ସମ୍ପୂର୍ଣ୍ଣ ଫେସ୍ ରେ ଆପ୍ଲାଏ କରନ୍ତୁ । ଏହାକୁ 45 ମିନିଟ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡିଦିଅନ୍ତୁ , ମଝିରେ ମଝିରେ ଫେସ୍ କୁ ମସାଜ୍ କରନ୍ତୁ ।
ଏହା ଭଲ ଭାବରେ ଶୁଖିଗଲା ପରେ ନରମାଲ ପାଣିରେ ଫେସ୍ କୁ ଧୋଇ ନିଅନ୍ତୁ । ଗୋଟିଏ ଥର ବ୍ୟବହାର ରେ ହିଁ ଆପଣ ମାନେ ଏହାର ରେଜଲ୍ଡ ପାଇଯିବେ । ଏହି ରେମିଡିକୁ ଉଭୟ ପୁଅ ଓ ଝିଅ ୟୁଜ କରି ପାରିବେ । ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ମଧ୍ୟ ନଥାଏ , ଆପଣ ଏହାକୁ ନିଶ୍ଚୟ ଥରେ ୟୁଜ କରି ଦେଖନ୍ତୁ , ଏହାର ବେନିଫିଟ୍ ନିଶ୍ଚୟ ପାଇବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।