Secret Tips – Pregnancy ସମୟରେ ଏମିତି କଲି ଟେଷ୍ଟ ପୁଅ ହେବ ନା ଝିଅ ?? ଦେଖି ନିଅନ୍ତୁ ବହୁତ ମଜା ଆସିବ….

. ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ପ୍ରତେକ ମଣିଷ ର ଇଚ୍ଛା ଥାଏ କି ସେ ବିବାହ କରି ତାଂକବର କୁଳ ଆଉ ବଂଶ କୁ ଆଗକୁ ନେବା ପାଇଁ | ଆଉ ସେଥିପାଇଁ ସେମାନେ ବିଭିନ୍ନ ପ୍ରକାରର ପୂଜା ପାଠ ଆଉ ଆରାଧନା ମଧ୍ୟ କରିଥାନ୍ତି | ଆଉ କୁହାଯାଏ କି ମହିଳା ଜଣଙ୍କର ଜୀବନ ସେତେବେଳେ ସାର୍ଥକ ହୋଇଥାଏ ଯେତେବେଳେ ସେ ମାତୃତ୍ୱ ପାଇଥାଏ | ତେବେ ଅନେକ ସମୟରେ ଦେଖା ଯାଇଥାଏ କି ପ ପୁଅ ଆଉ ଝିଅ ଜନ୍ମ ହେବାକୁ ନେଇକି ଘର ମାନଙ୍କରେ ଅନେକ ପ୍ରକାରର ଅଶାନ୍ତି ଦେଖାଯାଇଥାଏ | ଆଉ ସମସ୍ତେ ଚାହିଁଥାନ୍ତି କି ପୁଅ ଟିଏ ହେଉ ବୋଲି ଆଉ ଯେଉଁଠି ସେହି ପୁଅ ତାଙ୍କର ବଂଶ କୁ ଆଗକୁ ନେଇଯିବ | ତେବେ ଆପଣଙ୍କ ଗର୍ଭରେ ପୁଅ କି ଝିଅ ଅଛି ତାହା ଜାଣିବା ପାଇଁ ସହଜ ଘରେଇ ଟେଷ୍ଟ ବିଷୟରେ ଆସନ୍ତୁ ଜାଣିବା |
ତେବେ ପୁଅ ହେଉ ବା ଝିଅ ତାହା ତ ଭଗବାନ ଙ୍କ ଉପରେ ନିର୍ଭର କରୁଥାଏ ବୋଲି କୁହାଯାଉଛି | ଆଉ ତାହା ଛଡା ଆଜିର ସମାଜରେ ଆଉ ପୁଅ ଝିଅ ମଧ୍ୟରେ ପାର୍ଥକ୍ୟ ଦେଖା ଯାଉନାହିଁ | ଆଉ ପୁଅ ଓଃ ଝିଅ ସମସ୍ତେ ସମାନ ବୋଲି ମଧ୍ୟ କୁହାଯାଉଛି | ତେବେ ବଂଶ ରକ୍ଷା ପାଇଁ ଏକ ପିଲା ର ଆବଶ୍ୟକତା ରହିଛି | ତେବେ ଆପଣ ଗର୍ଭବତୀ ସମୟରେ ଆପଣଙ୍କ ଗର୍ଭ ରେ ପୁଅ ଅଛି ନାଁ ଝିଅ ଅଛି ବିନା ଅଲଟ୍ରାସାଉଣ୍ଡ ରେ ଜାଣି ହେବ | ଆଉ ତାହାକୁ ଜାଣିବା ପାଇଁ ଆମକୁ ଗୋଟିଏ ଛୋଟିଆ ଘରେଇ ଉପାୟ ଟିଏ କରିବାକୁ ପଡିବ | ତାହେଲେ ଆସନ୍ତୁ ସେହି ଘରେଇ ଉପାୟ ଟି କରିବା ଯାହା କୁ ଆପଣ ଘରେ ରହିକି କରିପାରିବେ |ଆଉ ସେଥିପାଇଁ
ଆବଶ୍ୟକୀୟ ଉପକରଣ :-ୟୁରିନ ଏବଂ ବେକିଙ୍ଗ ସୋଡ଼ା

ଟେଷ୍ଟ ପ୍ରଣାଳୀ :-ତେବେ ଘରେଇ ଉପାୟରେ ଆପଣ ଙ୍କ ଗର୍ଭ ରେ ପୁଅ ବା ଝିଅ ଅଛି ଜାଣିବା ପାଇଁ ପ୍ରଥମେ ଗର୍ଭବତୀ ମହିଳା ନିଜର ୟୁରିନ ନିଅନ୍ତୁ | ଆଉ ତାହା ପରେ ଆପଣ ଟେଷ୍ଟ ଆରମ୍ଭ କରି ପାରିବେ | ତେବେ ୟୁରିନ କୁ ଯେକୌଣସି ସମୟରେ ନେଇକି ଟେଷ୍ଟ କରି ପାରିବେ କିନ୍ତୁ ଯଦି ସକାଳେ ଏହି ୟୁରିନ ନେଇ ଟେଷ୍ଟ କରିବେ ତେବେ ଏହାର ରେଜଲ୍ଟ ବହୁତ ଭଲ ଆସି ଥାଏ ବୋଲି କୁହାଯାଇଛି |

ତେବେ ସେଥିପାଇଁ ଆପଣ ପ୍ରଥମେ ଅଧା ଗ୍ଲାସ ୟୁରିନ ନିଅନ୍ତୁ ଏବଂ ସେଥିରେ ଦୁଇ ଚାମଚ ବେକିଂ ସୋଡ଼ା ମିଶାଇ ଦିଅନ୍ତୁ | ବେକିଂ ସୋଡ଼ା ମିଶାଇବାର 2 ରୁ 3 ମିନିଟ ଯାଏ ଅପେକ୍ଷା କରନ୍ତୁ, ଏହାପରେ ଆପଣ ସେହି ୟୁରିନ କୁ ଲକ୍ଷ୍ୟ କରନ୍ତୁ ଯଦି ସେଥିରୁ ବବୁଲ ଭଳି ଫୋଟକା ବାହାରିଛି ତାହେଲେ ଜାଣିବେ ପୁଅ ଆପଣଙ୍କ ଗର୍ଭ ରେ ରହିଛି | ଆଉ ଯଦି ଦେଖିବେ କି ବବୁଲ ଭଳି କିଛି ବାହାରୁ ନାହିଁ ଇଉରିନ ରେ ବେକିଂ ପାଉଡ଼ର ପକାଇବା ପରେ ତାହେଲେ ଝିଅ ଆପଣଙ୍କ ଗର୍ଭ ରେ ଅଛି |

ତେବେ ଏହା ଥିଲା ଆପଣଙ୍କ ଗର୍ଭ ରେ ପୁଅ ଅଛି ନାଁ ଝିଅ ତାହା ଜାଣିବାର ସହଜ ଘରେଇ ଉପାୟ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment