Viral VIDEO -ପୁଅ ଗୁଆନ ଓ ସ୍ତ୍ରୀ ଙ୍କ ସହ ପୁରୀ ବେଳାଭୁମିରେ କେମିତି ମସ୍ତି କରୁଛନ୍ତି ହିରୋ ବାବୁସାନ (Babusaan) …ଦେଖନ୍ତୁ ଭିଡିଓ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନଙ୍କ ମଧ୍ୟରୁ ବର୍ତ୍ତମାନ ଯେଉଁ ବାବୁସାନ ଓ ସ୍ତ୍ରୀ ତୃପ୍ତି ଙ୍କୁ ନେଇକି ଭିଡ଼ିଓ ଟି ବେଶ ଭାଇରାଲ ହେଉଛି | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ବାବୁସାନ ତାଙ୍କର ସ୍ତ୍ରୀ ତୃପ୍ତି ଙ୍କ ସହିତ ତାଙ୍କର ପୁଅ ଗୁଆନ ଙଙ୍କର ଫୋଟ ମଧ୍ୟ ପୋଷ୍ଟ କରିବାକୁ ଲାଗିଛନ୍ତି | ଆଉ ଯାହା କୁ ଦେଖିଲେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରିବେ କି ସମସ୍ତଙ୍କ ଭିତରେ ଭଲ ପାଇବା କେତେ ପରିମାଣରେ ନିବିଡ଼ ଅଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବାବୁସାନ ଙ୍କ ର ଫୋଟ ପୋଷ୍ଟ କଥା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ତେବେ ଆପଣ ମାନେ ଜାଣିଥିବେ କି ବାବୁସାନ ପ୍ରେମ ବିବାହ କରିଥିଲେ ତୃପ୍ତି ଙ୍କୁ ଆଉ ଯିଏ କି ତାଙ୍କର ସାଙ୍ଗ ଥିଲେ | ସେମାନଙ୍କର ଜଣେ ପୁଅ ମଧ୍ୟ ଅଛି ଯାହାର ନାଁ ହେଉଛି ଗୁଆନ | ଆଉ ଯାହା କୁହାଯାଉଛି କି ବାବୁସାନ ଙ୍କ ର ପ୍ରକୃତି ମିଶ୍ର ଙ୍କ ମଧ୍ୟ ବିବାଦ କୁ ନେଇକି ତୃପ୍ତି ଓ ବାବୁସାନ ଙ୍କୁ ନେଇକି ଅନେକ କଥା ଉଠିଥିଲା ବୋଲି କୁହାଯାଉଛି ଆଉ ଯେଉଁଥିପାଇଁ ବାବୁସାନ ଓ ତୃପ୍ତି ଙ୍କ ମଧ୍ୟରେ ଟିକିଏ ମନ ମତାନ୍ତର ଦେଖିବାକୁ ମଧ୍ୟ ମିଳିଥିଲା ବୋଲି କୁହାଯାଉଛି |

ତେବେ ବର୍ତ୍ତମାନ ଦେଖିବାକୁ ମିଳିଛି କି ବାବୁସାନ ତାଙ୍କର ସ୍ତ୍ରୀ ତୃପି ଙ୍କ ସମେତ ତାଙ୍କର ପୁଅ ଙ୍କର ସୁନ୍ଦର ଫୋଟ ପୋଷ୍ଟ କରିଛନ୍ତି | ଆଉ ଯାହା ସମସ୍ତ ଙ୍କୁ ବେଶ ପସନ୍ଦ ଆସିଛି | ଆଉ ଯାହା କୁହାଯାଉଛି କି ବାବୁସାନ ଙ୍କର ଏହି ଫୋଟ କୁ ଦେଖିକି ଜାଣି ହେଉଛି କି ବାବୁସାନ ଓ ତାଙ୍କର ସ୍ତ୍ରୀ ଙ୍କ ଭିତରେ କେତେ ଭଲ ପାଇବା ଅଛି | ଆଉ ଦୁଇ ଜଣ ଦୁଇଜଣଙ୍କ ପାଇଁ ଯେମିତି ଗଢ଼ା ହେଇଛନ୍ତି ବୋଲି ମଧ୍ୟ ଦେଖିବାକୁ ମିଳିଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ସାତ ଜନ୍ମ ପାଇଁ ସାଥି ବୋଲି ମାନିଥିବା ବାବୁସାନ ଓ ତୃପ୍ତି ଙ୍କର ଏହି ଫୋଟ କୁ ବାବୁସାନ ପୋଷ୍ଟ କରିବା ପରେ ସେମାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ. ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ |

ପୁଅ ଓ ସ୍ତ୍ରୀ ଙ୍କ ସହିତ ବାବୁସାନ କେତେ ଖୁସି ଅଛନ୍ତି ତାହା ମଧ୍ୟ ବେଶ ଜଣା ପଡିଛି ପୋଷ୍ଟ ହୋଇଥିବା ବାବୁସାନ ଙ୍କର ଏହି ଫୋଟ କୁ ଦେଖିଲା ପରେ | ଆଉ ସମସ୍ତେ ବାବୁସାନ ଙ୍କର ଏହି ଭଳି ଫେମିଲି ଫୋଟ କୁ ଦେଖି ଖୁସି ଥିବାର ମଧ୍ୟ ଜଣା ପଡିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment