Odisha News Portal

ଦେଖନ୍ତୁ ଭିଡିଓ . ଏହି ଅସହାୟ ଦିନ ମଜୁରିଆ ଜଣଙ୍କ ତାଙ୍କ ପିଲାର ଚିକିତ୍ସା ପାଇଁ ସବ୍ୟଙ୍କ ଆଗରେ ଗୁହାରୀ କରିଛନ୍ତି , କଣ ପୁଣି ଦେବତା ସାଜିବେ ସବ୍ୟସାଚ୍ଚୀ ! ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….

0 6

ସତରେ ଈଶ୍ବରଙ୍କ ଲୀଳା ଚମତ୍କାର , ତାହାକୁ ଜଣେ ସାଧାରଣ ଲୋକ ପକ୍ଷରେ ବୁଝିବା ସମ୍ଭବପର ନୁହେଁ । ଈଶ୍ବର କେତେବେଳେ କାହାକୁ କଷ୍ଟ ଦିଅନ୍ତି , ତ ପୁଣି କେତେବେଳେ କାହାକୁ ଦୁଃଖ ଦିଅନ୍ତି ତାହା କେବେଳ ସେ ହିଁ ଜାଣିଛନ୍ତି । ଆମେ ଆଜି ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ଆଖି ମଧ୍ୟ ଲୁହରେ ଭରିଯିବ ।

ଆପଣ ମାନେ ତ ଓଡିଶାର ରିଏଲ୍ ହିରୋ ସବ୍ୟସାଚୀ ମିଶ୍ରଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଯିଏକି ଅଭିନୟ ଦୁନିଆରେ ଜଣେ ହିରୋ ଥିବା ବେଳେ ଆଜି ଏହି କରୋନା କାଳରେ ସାରା ଓଡିଶାବାସୀଙ୍କ ହୃଦୟରେ ଜଣେ ରିଅଲ୍ ହିରୋ ତଥା ଭଗବାନ ବୋଲି ମାନୁଛନ୍ତି ଲୋକମାନେ ।

କାହିଁକି ନାଁ କରୋନା କାଳରେ ସାରା ଓଡିଶାର ପ୍ରବାସୀ ମାନଙ୍କୁ ନିଜ ଜିଲ୍ଲାକୁ ଫେରେଇ ଆଣିବା ଠାରୁ ଆରମ୍ଭ କରି ଗରିବ ଅସହାୟ ଦିନ ମଜୁରିଆ ମାନଙ୍କୁ ଆହୋର ଯୋଗାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଥା ଖର୍ଚ୍ଚ ସରକାରଙ୍କର ବିନା ସହାୟତାରେ ସେ ନିଜେ ବହନ କରିଛନ୍ତି , ଆଉ ଯେଉଂଥି ପାଇଁ ଲୋକାମାନେ ଆଜି ତାଙ୍କୁ ଭଗବାନଙ୍କ ଆସନ ଦେଇଛନ୍ତି । 

ସେ କରୋନାର ଲକଡାଉନ୍ କାଳରେ ପିଲା ମାନଙ୍କର ପାଠପଢା ନିମନ୍ତେ ସ୍ମାର୍ଟଫୋନ ଠାରୁ ଗରିବ ମାନଙ୍କୁ ପୋଷାକ ପର୍ଯ୍ୟନ୍ତ କାର୍ଯ୍ୟ ନିଜେ ବହୁନ କରିଛନ୍ତି । ଏହା ସହିତ କୌଣସି ଗରିବ ମାନଙ୍କର ଦୁଃଖ ଦୂର କରିବା ପାଇଂ ସେ ଯଥା ସମ୍ଭବ ଚେଷ୍ଟା କରିଛନ୍ତି । ତାହା ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ବର୍ତ୍ତମାନ ସମୟରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଅସହାୟ ଦିନ ମଜୁରିଆ ତାଙ୍କ ପିଲାମାନଙ୍କ ପାଇଂ ତାଙ୍କୁ ସାହାଯ୍ୟ ପ୍ରାର୍ଥନା କରିଛନ୍ତି । ଚାଲନ୍ତୁ ଜାଣିବା କଣ କହୁଛନ୍ତି ସେହି ବ୍ୟକ୍ତି ଜଣକ ସେହି ଭିଡିଓରେ ।

ସେ ପ୍ରଥମେ ସବ୍ୟସାଚୀଙ୍କୁ ନମସ୍କାର କରିଛନ୍ତି । ସେହି ବ୍ୟକ୍ତି ଜଣକ ହେଉଛନ୍ତି କୁକୁଡାଖଣ୍ଡି ବ୍ଲକ ବୁରିଗାଁ, ଗଞ୍ଜାମର ଅଟନ୍ତି । ତାଙ୍କର ଦୁଇଟି ସନ୍ତାନ ଟୁଇନ୍ସଂ ହୋଇଥିଲା 4 ବର୍ଷ ପୂର୍ବେ । ତାଙ୍କର ସେହି ଦୁଇଜଣ ପିଲାଙ୍କର ଶରୀରିର ଅବସ୍ଥା ବହୁତ ଖରାପ ଓ ଜନ୍ମ ଠାରୁ ସେମାନେ ଆଜି ପର୍ଯ୍ୟନ୍ତ ଠିକ୍ ସେ କଥା କହିପାରୁନାହାଁନ୍ତି, ଚାଲିପାରୁ ନାହାଁନ୍ତି ଆଉ ସେମାନଙ୍କର ବେକ ମଧ୍ୟ ସିଧା ହେଉନାହିଁ ।

ଖାଇପାରୁନାହାଁନ୍ତି ତାଙ୍କର ନାକକୁ ଥରି କାନକୁ ଫୁଙ୍କିବା ପାଇଂ ପଡୁଛି 10-15 ମିନିଟ ଯାଏଁ । ସେ ଭୂବନେଶ୍ବର, ବିଶାଖାପାଟନା , ହାଇଦ୍ରାବାଦ ତଥା ବଡବଡ ଅଫିସର ଡକ୍ଟର ମାନେ ତାଙ୍କର ଚିକିତ୍ସା କରିଛନ୍ତି କିନ୍ତୁ ସେମାନଙ୍କର ସ୍ବାସ୍ଥ୍ୟବସ୍ଥାରେ କିଛି ବି ପରିବର୍ତ୍ତନ ଆସିନାହିଁ । । ତେଣୁ ସେ ସବ୍ୟସାଚୀଙ୍କୁ ସହାୟତା ମାଗୁଥିଲେ ଯେ , ସେ ତାଙ୍କର ପୁଅ ଦୁଇ ଜଣଙ୍କୁ କେଉଁଠି ଟ୍ରିଟମେଣ୍ଟ କରନ୍ତୁ ।


ତେବେ ସେହି ବ୍ୟକ୍ତି ଜଣକଙ୍କ ମାଁ ହେଉଛନ୍ତି ଜଣେ ହେଣ୍ଟିକେପ୍ଟ ସେ କିଛି କରିପାରୁ ନାହାଁନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ରାତିରେ ଦେଖାଯାଏ ନାହିଁ ସେ ଅନ୍ଧ ଅଟନ୍ତି, ସେଥିପାଇଁ ସେ କିଛି କରିପାରୁ ନାହାଁନ୍ତି । ଆଉ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଦିନ ମଜୁରିଆ । ତେଣୁ ସେ ମଧ୍ୟ ଏମାନଙ୍କର ଚିକିତ୍ସା ଆଉ କରିପାରୁ ନାହାଁନ୍ତି । ତେଣୁ ସେ ସବ୍ୟସାଚୀଙ୍କୁ ଅନୁରୋଧ କରିଛନ୍ତି ଯେ ସେ ତାଙ୍କର ପୁଅ ଦୁଇଜଣଙ୍କୁ କେଉଁଠି ଚିକିତ୍ସା କରନ୍ତୁ । ତେବେ ତାଙ୍କର ଯଦି ଚିକିତ୍ସା ହୋଇ ପାରନ୍ତା ତାହେଲେ ସେମାନେ ମଧ୍ୟ ଚାଲି ପାରନ୍ତେ ବୋଲି ବାପା ମାଁ ମନରେ ଗୋଟିଏ ଆଶା ବାନ୍ଧି ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।