Odisha News Portal

ପୁରୁଷ ମାନେ କେବେବି ମହିଳା ମାନଙ୍କର ଏହି କାମ ଦେଖନ୍ତୁ ନାହିଁ , ନଚେତ୍ ହୋଇପାରେ ମହାପାପ ଜାଣିରଖନ୍ତୁ….

ଆଜି ଆମେ ଆପଣ ମାନଙ୍କୁ କହିବୁ କି ପୁଅ ମାନେ ଝିଅ ମାନଙ୍କର କେଉଁ ଜିନିଷ ଦେଖିବା ସେମାନଙ୍କ ପାଇଁ ବିପଦ ଆଣିଥାଏ । ଏହା ସହିତ ପୁଅ ମାନଙ୍କର ଘରେ କେତେ ସଂଙ୍କଟ ଆସିଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଚାଣକ୍ୟ ଜଣେ ବିଦ୍ୱାନ ଏବଂ ଜ୍ଞାନୀ ବ୍ୟକ୍ତି ଥିଲେ । ଚାଣକ୍ୟଙ୍କର ବଚନ ନୀତି ଜୀବନରେ ଅନେକ ପରିବର୍ତ୍ତନ ଆଣିଥାଏ । ଇତିହାସର ଏହି ମହାନ ଜ୍ଞାନୀ ଚାଣକ୍ୟଙ୍କ ଦ୍ୱାରା ରଚିତ ହୋଇଥିବା ଏହି ଚାଣକ୍ୟ ନୀତି ଶାସ୍ତ୍ର କଳିଯୁଗରେ ଘଟୁଥିବା ପ୍ରତ୍ୟେକ କାର୍ଯ୍ୟର ମୂଳସୂତ୍ର ପୂର୍ବରୁ ବିସ୍ତାର ଭାବେ ଉଲ୍ଲେଖ କରାଯାଇଅଛି ।

ଚାଣକ୍ୟଙ୍କର ଏହି ଗ୍ରନ୍ଥରେ ରାଜନୀତି , ନୈତିକ ଜୀବନରେ ଅନେକ ପ୍ରକାର ଆଲୋଚନା କରିଛନ୍ତି । ଯାହାର ଦୈନିକ ବ୍ୟବହାର ଶୈଲିକ ଜୀବନରେ ସପଳତା ଆଣିଥାଏ । ସେହି ଗ୍ରନ୍ଥ ଅନୁସାରେ ଏବଂ ସମୁଦ୍ର ଶାସ୍ତ୍ର ୟାହାକି ମହିଳାଙ୍କର ସମସ୍ତ ଅଂଗ ବିସ୍ଲଷେଣ କରି ଭବିଷ୍ୟତ କହିଥାଏ ।

ତେବେ ସେହି ଦୁଇଟି ଗ୍ରନ୍ଥରେ ଉଲ୍ଲେଖ ରହିଅଛି କି ପୁଅ ମାନେ ଝିଅ ମାନଙ୍କର ଏହି ଜିନିଷ ଦେଖିବା ଦ୍ୱାରା ସେମାନଙ୍କର କେବେବି ମୃତ୍ୟୁ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ , ଯିଏ କେଉଁ ଜିନିଷ ପୁରୁଷ ମାନେ ମହିଳାଙ୍କ ଦେଖିଲେ ଏମିତି ଏକ ସାଘାଂତିକ ବିପଦ ସେମାନଙ୍କ ଉପରକୁ ମାଡି ଆସେ ।

1–ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଗୋଟିଏ ମା ସିଶୁକୁ ନିଜ ବକ୍ଷ ସ୍ଥଳରୁ କ୍ଷୀର ଦେଉଥିବାର କିମ୍ବା ସ୍ତନ୍ୟପାନ କରାଉଥିବାର ଦେଖି ମନକୁ ଖରୀପ ଚିନ୍ତାଧାରା ଆଣିଥାନ୍ତି ସେହି ପୁରୁଷ ମହାନ ପାପୀ ହୋଇଥାନ୍ତି । ଚାଣକ୍ୟଙ୍କର ଶାସ୍ତ୍ର ଅନୁସାରେ ଏହି ଭଳି କରିବା ଦ୍ୱାରା ସେହି ବ୍ୟକ୍ତି ନିଜର ମୃତ୍ୟୁର କାରଣ ହୋଇଥାଏ ।

2–କେବେବି କୌଣସି ମହିଳା ମାନଙ୍କର ସ୍ନାନ ପୁୁରୁଷ ମାନେ ଲୁଚି କରି ଦେଖିବା ଉଚିତ ନୁହେଁ । ଶାସ୍ତ୍ର ଏବଂ ଚାଣକ୍ୟ ନୀତି ଅନୁସାରେ ଏପରି କରୁଥିବା ବ୍ୟକ୍ତି ନିଜ ଜୀବନରେ ଗୋର ପାପ କରିବା ସହିତ ସମାନ ହୋଇଥାଏ । ଏହା ସହିତ ଏହି ପାପ କୌଣସି ପାଶ୍ଚାତାପ ଶାସ୍ତ୍ରରେ ନଥାଏ ।


3–କେବେବି କୌଣସି ବ୍ୟକ୍ତି ମହିଳାଙ୍କୁ ମୂତ୍ର ତ୍ୟାଗ କରିଥିବାର ଦେଖିବା ଉଚିତ ନୁହେଁ । କାହିଁକିନା ଶାସ୍ତ୍ର ଅନୁସାରେ ଏପରି କୌଣସି ପ୍ରକାର ମହିଳାର ମୂତ୍ର ତ୍ୟାଗ କରୁଥିବାର ଯଦି କୌଣସି ବ୍ୟକ୍ତି ଦେଖେ ତେବେ ସେ ବିପଦକୁ ନିଜ ଆଡକୁ ଟାଣଆଣେ । ଏହି ପ୍ରକାର ଭାଗୀଦାରୀ ବ୍ୟକ୍ତିଙ୍କର ମୃତ୍ୟୁ ବିପଦଜନକ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।