ଆପଣ ମାନଙ୍କ ପାଖରେ ପୁରୁଣା ନୋଟ ରହିଛି କି , ଯଦି ଅଛି ତେବେ ଆପଣ ମାନେ ହୋଇଯିବେ ମାଲାମାଲ । ଯାହା ଦ୍ୱାରା କି ପାଇବେ ଲକ୍ଷ ଲକ୍ଷ ଟଙ୍କା । ଏହାକୁ ଆପଣ ମାନେ ମିଛ ବୋଲି କେବେବି ଭାବନ୍ତୁ ନାହିଁ କାରଣ ଏହା ହେଉଛି ନିରାଟ ସତ୍ୟ କଥା । ଚଳିତ ବର୍ଷ ଦୀପାବଳୀରେ କିଛି ପୁରୁଣା ନୋଟ ଆପଣ ମାନଙ୍କର ଭାଗ୍ୟ ବଦଳାଇ ଦେଇପାରେ । ଏଥିପାଇଁ ଆପଣ ମାନେ ଲକ୍ଷ ପତି ହେବାର ସୁଯୋଗ ରହିଛି । ତେବେ ଆଉ ଡେରି ନକରି ଆପଣ ମାନେ ଏମିତି ନୋଟ ଖୋଜିବା ଆରମ୍ଭ କରିଦିଅନ୍ତୁ । ଯଦି ଆପଣ ମାନଙ୍କ ପାଖରେ ଏମିତି ନୋଟ ରହିଛି ତେବେ ଆପଣ ମାନେ ଲକ୍ଷପତି ହେବା ନିଶ୍ଚିତ । ତେବେ ପୁରୁଣା ନୋଟକୁ କଣ କଲେ ଆପଣ ମାନେ ଲକ୍ଷପତି ହୋଇପାରିବେ ।
ଆପଣ ମାନଙ୍କୁ କେବଳ ଇବେ ୱେବ ସାଇଟକୁ ଯିବା ପାଇଁ ପଡିବ । ସେଠାରେ ଆପଣ ମାନେ ଆପଣଙ୍କର ନୋଟ ଉପରେ ବୋଲି ଲଗାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଭାରତୀୟ ମୁଦ୍ରାରେ କମ ଦେଖା ଯାଉଥିବାର ନୋଟର ବୟାନ ଇବେରେ ଦେଖାଯାଏ । ଇବେ ସବୁବେଳେ ନୋଟର ବୋଲି ଲଗାଇଥାଏ ।
ଏ ବୋଲିରେ ଯେ କୌଣସି ସାଧାରଣ ବ୍ୟକ୍ତି ଅଂଶ ଗ୍ରହଣ କରିପାରିବେ । 786 ନୋଟ ଉପରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୋଲି ଲଗାଇପାରିବେ ଗ୍ରାହକ । ଏହା ସହିତ ଯଦି ଆପଣ ମାନଙ୍କ ପାଖରେ 786 କ୍ରମିକ ଥିବା ନୋଟ ନାହିଁ ତେବେ ଆପଣ ମାନେ ସମାନ ନମ୍ବର ଥିବା ନୋଟରୁ ମଧ୍ୟ ରୋଜଗାର କରିପାରିବେ । ନିକଟରେ ଏକ 10 ଟଙ୍କିଆ ନୋଟ ମିଳିଥିଲା ଯାହାର ନମ୍ବର କ୍ରମିକ ଥିଲା । ବଦଳରେ ବୋଲି ଲଗାଇଥିବା ଗ୍ରାହକକୁ 3300 ଟଙ୍କା ମିଳିଥିଲା । ତେଣୁ ଆପଣ ମାନେ ମଧ୍ୟ ସେହିପରି ବିଶେଷ ନୋଟରୁ ରୋଜଗାର କରିବା ପାଇଁ ସକ୍ଷମ ହୋଇପାରିବେ ।
ସେହିପରି ଯଦି ଆପଣ ମାନଙ୍କ ପାଖରେ 1 ଟଙ୍କିଆ ନୋଟ ଏଛି ଏବଂ ତାହାକୁ 1917 ମସିହାରେ ଛପା ଯାଇଛି ତେବେ ସେହି ନୋଟର ମବଲ୍ୟ ବର୍ତ୍ତମାନ 10200 ରହିଛି । ଯଦି ଆପଣ ମାନଙ୍କ ପାଖରେ ଏପରି ନୋଟ ରହିଛି ତେବେ ଏହାର ବୋଲି ଲଗାଇବାରେ ଆପଣ ମାନଙ୍କୁ 10250 ଟଙ୍କା ମିଲିପାରିବ ।
ଏହା ସହିତ 10 ଟଙ୍କିଆ ପୁରୁଣା ନୋଟ ଯଦି 1957 ମସିହାରେ ଛପା ଯାଇଥାଏ ତାହା ଧଳା ଏବଂ ହାଲକା ନୀଳ ରଙ୍ଗର ହୋଇଥାଏ ତେବେ ଏଥିରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ବହୁ ବର୍ଷ ପୁରୁଣା ଯୋଗୁଁ ଏହାକୁ ଦେଖିବାକୁ ମିଳିନଥାଏ । ଯଦି ଆପଣ ମାନଙ୍କ ପାଖରେ ମାତା ବୈଷ୍ନ ଦେବୀଙ୍କର 5 ଏବଂ 10 ଟଙ୍କିଆ ମୁଦ୍ରା ରହିଛି ତେବେ ଆପଣ ମାନେ ଏହାକୁ ବିକ୍ରି କରି ବହୁତ ଟଙ୍କା ପାଇପାରିବେ । ଏହି ବିରଳ ମୁଦ୍ରା ଗୁଡିକ 2002 ମସିହାରେ ବୋଲି କରାଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।