Odisha News Portal

ପୁରାଣରେ ଅଛି ଉଭେଇଯିବେ କେଦାରନାଥ, ଭୌଗୋଳିକ ସ୍ଥିତି କହୁଛି ଆସିପାରେ ବଡ ବିପତ୍ତି ଜାଣନ୍ତୁ ଏହା ପଛର ସତ୍ୟତା

ଆପଣ ମାନେ ତ ଜାଣିଛନ୍ତି କି ଭାରତ ହେଉଛଛି ଏକ ଧାର୍ମିକ ଦେଶ । ଏଟାରେ ବିଭିନ୍ନ ଧର୍ମର ଲୋକମାନେ ବାସ କରନ୍ତି ଏବଂ ସେମାନେ ନିଜର ଧର୍ମର ଦେବତାଙ୍କୁ ବହୁତ ଭକ୍ତିର ସହ ଆରାଧନା ମଧ୍ୟ କରନ୍ତି । ଏଥିପାଇଁ ସମସ୍ତ ଭଗବାନଙ୍କର ସ୍ୱତନ୍ତ୍ର ମନ୍ଦିର ମଧ୍ୟ ରହିଛି । ତେବେ ଆମ ହିନ୍ଦୁ ଧର୍ମରେ ଅନେକ ଦେବତା ରହିଛନ୍ତି ଏବଂ ସେମାନଙ୍କର ଅନେକ ମନ୍ଦିର ମଧ୍ୟ ରହିଛି ।

ତେବେ ପ୍ରତ୍ୟେକ ଲୋକମାନେ ଅନେକ ମନ୍ଦିର ପରିଦର୍ଶନ କରିବା ପାଇଁ ଇଚ୍ଛା କରନ୍ତି ଏବଂ ସେହି ମନ୍ଦିରର ବିଶେଷତା ଜାଣିବା ପାଇଁ ମଧ୍ୟ ଇଚ୍ଛା କରନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି ଏକ ପ୍ରସିଦ୍ଧ ମନ୍ଦିର ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ।

ଭଗବାନ ଶିବ ଏହା ହିନ୍ଦୁ ଧର୍ମର ଜମେ ପ୍ରମୁଖ ଦବତା ଅଟନ୍ତି ଅନେକ ଲୋକମାନେ ଭଗବାନ ଶିବଙ୍କୁ ଆରାଧନା କରନ୍ତି ଏବଂ ତାଙ୍କର ଦର୍ଶନ ପାଇଁ ମଧ୍ୟ ମନ୍ଦିରକୁ ଯାଆନ୍ତି । ଭଗବାନ ସିବଙ୍କର ଅନେକ ମନ୍ଦିର ରହିଛି ଏବଂ ଅନେକ ରୂପ ରହିଛି ମାତ୍ର ସେଥିମଧ୍ୟରୁ କେଦାରନାଥ ଅନ୍ୟତମ ଅଟେ ।

ପୁରାଣ ଶାସ୍ତ୍ର ଅନୁସାରେ ସାରା ବିଶ୍ୱ ର ଶିବ ମନ୍ଦିର ମାନଙ୍କ ମଧ୍ୟରୁ କେଦାରନାଥ ମନ୍ଦିର ଟି ହେଉଛି ଭିନ୍ନ ଓ ସ୍ୱତନ୍ତ୍ର । କୁହାଯାଏ କି ଭଗବାନ ଶିବ ଙ୍କର ଦ୍ଵାଦଶ ଅବତାର ମଧ୍ୟରୁ ଏହା ଗୋଟିଏ ଅବତାର ।

ଏହି କେଦାରନାଥ ମନ୍ଦିରର ଏକ ସ୍ୱତନ୍ତ୍ରତା ରହିଛି କୁହାଯାଏ କି ଏଟାରେ ଭଗବାନ ଶିବ ସ୍ୱୟଂ ବାସ କରନ୍ତି । କେଦାରନାଥ ଠାରୁ ହିମାଳୟକୁ ପ୍ରାୟ 3000 କିମି ହେବ । କେଦାରନାଥ ଯିବା ର ରାସ୍ତା ବହୁତ ବିପଦ ସଂକୁଳ ହୋଇଥାଏ ତଥାପି ଏହି ବାଧା ଭକ୍ତ ଙ୍କୁ ରୋକିପାରି ନାହିଁ ଭଗବାନ ଙ୍କର ଦର୍ଶନ କରିବା ପାଇଁ । ପୁରାଣ ଶାସ୍ତ୍ର ଅନୁସାରେ କଳି ଯୁଗର ଆରମ୍ଭ ରୁ ପ୍ରାୟ ୪୦୦୦ ବର୍ଷ ହେବ ଏହି ମନ୍ଦିର ଭକ୍ତ ମାନଙ୍କୁ ନିଜ ପାଖକୁ ଟାଣିନେଇଥାଏ ।

ମାତ୍ର ଏହି କଳିଯୁଗରେ ଅନ୍ୟାୟ , ଅତ୍ୟାଚାର , ବୃଦ୍ଧି ପାଇବା କାରଣକୁ ଜଣାପଡୁଛି ଯେ ଭଗବାନ ଦିନେ ତାଙ୍କର ମନ୍ଦିର ଛାଡି କୁଆଡେ ଉଭାନ ହୋଇଯିବେ । କାରଣ ଏହାର ପ୍ରକୋପ 2013 ମସିହାରେ ଜୁନ 17 ରେ ଦେଖିବାକୁ ମିଳିଥିଲା । 2013 ଜୁନ 17 ରେ କେଦାରନାଥ ଠାରେ ଘଟିଥିଲା ଏକ ପ୍ରାକୃତିକ ଦୁର୍ଘଟଣା ଯେଉଁ ଥିରେ ଜୀଵନ ହରାଇ ଥିଲେ ହଜାର ହଜାର ଭକ୍ତ ଓ ଭଗବାନ ଙ୍କର ମନ୍ଦିର ମଧ୍ୟ ଅଲ୍ପକେ ବର୍ତ୍ତି ଯାଇଥିଲା । ସେହି ଦିନ ମନ୍ଦିର ପାଖରେ ଥିବା ଚୌରାବାଡି ହ୍ରଦ ରୁ ହଠାତ ଆସିଥିଲେ ଭୟଙ୍କର ବନ୍ୟା ଓ ଭକ୍ତ ମାନଙ୍କୁ ତାର ପ୍ରକପରେ ଭସାଇ ନେଇଥିଲା ।

ଏହି ଦୁର୍ଘଟଣା ରେ ପ୍ରାୟ 3800 ଲୋକ ନିଜର ପ୍ରାଣ ହରାଇଥିଲେ ଏବଂ ଭଗବାନ ଙ୍କର କୃପା ରୁ ଏକ ପଥର ସାହାଯ୍ୟ ରେ କେଦାରନାଥ ମନ୍ଦିର ବଂଚିଯାଇଥିଲା । ତେଣୁ ଏବେକା ସମୟରେ ଭକ୍ତ ମାନେ ବହୁତ ସତର୍କତା ଅବଲମ୍ବନ କରି ମନ୍ଦିରକୁ ଆସୁଛନ୍ତି ଯଦି ଆପଣ ମାନେ ଏହି ମନ୍ଦିର ଦର୍ଶନ କରିନାହାନ୍ତି ତେବେ ଥରେ ଯାଇକରି ମନ୍ଦିର ଦର୍ଶନ କରିଆସନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।