Odisha News Portal

ପ୍ରଧାନ ମନ୍ତ୍ରୀଙ୍କର ବଡ ନିଷ୍ପତି ! ପୁଣି ମିଳିବ କିଶାନ ଶ୍ରମନିଧିରେ 2000 ଟଙ୍କା ,ତାରିଖ ହେଲା ଘୋଷଣା ଜାଣିରଖନ୍ତୁ !!

ଆରଣ ମାନଙ୍କ ପାଇଁ ଆସିଛି ଏକ ବହୁତ ହିଁ ବଡ ଖୁସିର ଖବର ଯାହାକି ଆପଣ ମାନେ ଜାଣିଥିବେ କି ପ୍ରଧାନ ମନ୍ତ୍ରୀ କିଶାନ ଶ୍ରମନିଧି ଯୋଜନା । ତେବେ ମୋଦୀ ସରକାଙ୍କର ଏହି କିଶାନ ଶ୍ରମନିଧି ଯୋଜନାରେ ଗରିବ ଚାଷୀ ମାନଙ୍କୁ ପ୍ରତି ବର୍ଷ 6000 ଟଙ୍କା ସହାୟତା ରାଶି ମିଳିଛି । ତେବେ ଏହି ଟଙ୍କା ପୁଣି ଥରେ ଆସିବ ଆପଣ ମାନଙ୍କର ଖାତାକୁ । ତେବେ ଆଜି ଆମେ ଆପଣ ମାନଙ୍କା ସେହି ମୋଦୀ ସରକାରଙ୍କ କିଶାନ ସ୍ରମନିଧି ଯୋଜନା ବିଷୟରେ କହିବୁ । ତେବେ ଆପଣ ମାନେ ଆଗରୁ ଏହି ଟଙ୍କା ପାଇଥିବେ , ତେବେ ପୁଣି ଥରେ ଆପଣ ମାନଙ୍କୁ ସେହି ଟଙ୍କା ପ୍ରଦାନ କରାଯିବ ।

ମାତ୍ର ଆପଣ ମାନେ ତ ଜାଣି ନାହାନ୍ତି କି ଆପଣ ମାନଙ୍କୁ ସେହି ଟଙ୍କା କେବେ ଏବଂ କିପରି ପ୍ରଦାନ କରାଯିବ । ତେବେ ଆମେ ଆପଣ ମାନଙ୍କୁ ସେହି ଟଙ୍କା କେବେ ଏବଂ କିପରି ପାଇବେ ସେ ସମସ୍ତ ସୂଚନା ପ୍ରଦାନ କରିବୁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି କି ପ୍ରଧାନ ମନ୍ତ୍ରୀ ଶ୍ରମନିଧି ୟୋଜନାରେ ଦୁି ଦୁଇ ହଜାର କରି ଛଅ ହଜାର ଟଙ୍କା ଆସିଥାଏ । ଏହି ଟଙ୍କାର ପ୍ରଥମ କିସ୍ତି 1 ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଆସିଥାଏ । ସେହିପରି ଦ୍ୱିତୀୟ କିସ୍ତି 1 ଏପ୍ରିଲ ଠାରୁ 31 ଜୁଲାଇ ପର୍ଯ୍ୟନ୍ତ ଆସିଥାଏ । ତୃତୀୟ କିସ୍ତି 1 ଅଗଷ୍ଟରୁ 31 ନଭେମ୍ବର ପର୍ଯ୍ୟନ୍ତ ଆସିଥାଏ । ତେବେ ଏହି ଟଙ୍କା ପୁଣି ଥରେ ଆପଣ ମାନଙ୍କ ଖାତାକୁ ଆସିବ । ସରକାର ପଠେଇଥିବା ଟଙ୍କା କୃଷକଙ୍କ ମଧ୍ୟରେ କେହିବି ବାଧା ସୃଷ୍ଟି ହୋଇନଥାଏ ।

ଏହି ଯୋଜନା ସେହି ଛୋଟ ଚାଷୀ ମାନଙ୍କ ପାଇଁ ଯେଉଁ ମାନଙ୍କ ପାଖରେ ଛୋଟ ଚାଷ ଜମି ରହିଥାଏ । ପ୍ରଧାନ ମନ୍ତ୍ରୀ ଶ୍ରମନିଧି ଯୋଜନାରେ ସପ୍ତମ କିସ୍ତି ଆସନ୍ତା ମାସ କୃଷକ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇପାରେ । ପିଏମ ମୋଦୀଙ୍କର ଏହି ୟୋଜନାରୁ ଲକ୍ଷ ଲକ୍ଷ ଚାଷୀ ମାନଙ୍କୁ ପାଇଦା ମିଳୁଛି । ଏବେ ସୁନ୍ଧା ଏହି ସ୍କିମର 6 ଟି କିସ୍ତି ଟ୍ରାନ୍ସଫର ହୋଇସାରିଛି । ଅମୁମାନ କରାଯାଉଛି କି ସପ୍ତାମ କିସ୍ତି ଡିସେମ୍ବର 2020 ସୁଦ୍ଧା ପ୍ରଥମ ସପ୍ତାହରେ ଖାତାକୁ ପଠାଇ ଦିଆଯାଇପାରେ ।

ଅନେକ ଲୋକଙ୍କ ନାମ ଗତ ଲିଷ୍ଟରେ ରହିଥିଲା ମାତ୍ର ନୂଆ ଲିଷ୍ଟରେ ଯଦି ଆପଣଙ୍କର ନାମ ନଥାଏ ତେବେ ଆପଣ ମାନେ ଏହାର ଅଭିଯୋଗ ପିଏମ କିଷାନ ସ୍ରମନିଧି ହେଲପଲାଇନରେ କରିପାରିବେ । ଏଥିପାଇଁ ଆପଣ ମାନେ ହେଲପ ଲାଇନ ନମ୍ବର 01124300606 କୁ କଲ କରିବେ । ତେବେ ଗତ ଥର ପ୍ରାୟ 1 କୋଟି ଲୋକମାନଙ୍କୁ ଏହାର ପାଇଦା ମିଳିଥିଲା । ଏମିତିରେ ଆପଣ ମାନେ ପୁଣି ଥରେ ନିଜ ବିବରମୀକୁ ଅପଡେଟ କରିଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।