ପୁଣି ଭାଇରାଲ ଅଭିନେତ୍ରୀ ଙ୍କ ଅଶ୍ଳୀଳ ଫୋଟୋ । ସତରେ କଣ ବିନା ଚୁଡିଦାରରେ ଥିଲେ ଏହି ଅଭିନେତ୍ରୀ……

ଆପଣ ମାନେ ନିଶ୍ଚିତ ଭାବରେ ସାଉଥ ଫିଲ୍ମ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରୁଥିବେ । ତେବେ ସେଥିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ବହୁତ ଭଲ ଭବାର ଜାଣିଥିବେ । ସାଉଥର ହିରୋଇନ ମାନେ ସୁନ୍ଦରତାରେ ବଲିଉଡ ହିରୋଇନଙ୍କ ଠାରୁ ମଧ୍ୟ କିଛି କମ୍ ନୁହଁନ୍ତି । ତେବେ ଆପଣ ମାନେ ଜାଣିଥିବେ ଏହି କିଛି ଦିନ ପୂର୍ବେ ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଫେମସ୍ ଅଭିନେତ୍ରୀଙ୍କ ନାଁରେ କିଛି ଚର୍ଚ୍ଚା ଜୋର ଧରିଥିଲା । ତେବେ ଘଟଣାଟି ଏହା ଥିଲା କି, କୁହାଯାଉଥିଲା ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ଯେ ଏହି ଅଭିନେତ୍ରୀ ଜଣଙ୍କ ସୁଟିଂ ସମୟରେ ତଳେ ପୋଷାକ କିମ୍ବା ଚୁଡିଦାର ପିନ୍ଧି ନଥିଲେ ।

ତେବେ ଏହା କଣ ପାଇଁ ହୋଇଥିଲା,ସେ କୌଣସି ସିନର ସୁଟିଂ ପାଇଁ ଏମିତି କରିଥିଲେ କି ଏବଂ ଏହି ଘଟଣା ସତମିଛ ଜାଣିବା ପୂର୍ବରୁ ଏହା ଖୁବ୍ ଭାଇରାଲ ହୋଇଥିଲା । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରିର ସବୁଠାରୁ ନାମୀଦାମୀ ଅଭିନେତ୍ରୀ ଅନୁପମା ପରମେଶ୍ୱରମ ।


ତେବେ ତାଙ୍କ ନାମରେ ଯେଉଁ ଖବରଟି ଭାଇରାଲ ହେବାରେ ଲାଗିଛି ପ୍ରକୃତରେ ଏହି ଖବର ର ସତ୍ୟତା କଣ ଅଟେ ଆସନ୍ତୁ ଜାଣିବା । ଆପଣଙ୍କୁ କହି ରଖୁଛୁ ଏହି ଘଟଣାଟି ପାଖାପାଖି 1 ବର୍ଷ ତଳର । ସେହି ସମୟରେ ଏହା ଚର୍ଚ୍ଚା ହେଉଥିଲା ଯେ ଏହି ଅଭିନେତ୍ରୀ ଅନୁପମା ପରମେଶ୍ୱରମ ଖୋଲା ସ୍ଥାନରେ ସର୍ବ ସାଧାରଣରେ ବିନା ଡ୍ରେସରେ ଅର୍ଥାତ୍ ବିନା ସାଲୱାରରେ ବୁଲୁଛନ୍ତି । ଯାହାକୁ ନେଇ ଅନେକ ଫଟୋ ଭିଡିଓ ଭାଇରାଲ ହେବାକୁ ଲାଗିଥିଲା ।


ଏହାକୁ ନେଇ ସୋସିଆଲ ମିଡିଆରେ ଏମିତି କୁହାଗଲା କି ଏହି ଭିଡିଓ, ଫଟୋକୁ ଦୟାକରି ଛୋଟପିଲା ମାନଙ୍କ ସହ ଦେଖିବେ ନାହିଁ , ଏହି ଫଟୋକୁ ଦେଖିଲେ ଏହି ଅଭିନେତ୍ରୀ ପ୍ରତି ଆପଣଙ୍କର ଖରାପ୍ ଚିନ୍ତାଧାରା ଆସିବ। ଆପଣ ଆଉ ତାଙ୍କୁ ପସନ୍ଦ କରିବେ ନାହିଁ କିମ୍ବା ତାଙ୍କ ଫିଲ୍ମ୍ ଦେଖିବେ ନାହିଁ । କାରଣ ଏଥିରେ ଏମିତି ଅଶ୍ଳୀଳ ରହିଛି ଏବଂ ଏହା ଦେଖିବାକୁ ଲାଜ୍ଜ ଲାଗୁଛି ।

ଏହିପରି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିବା ପରେ ଯେତେବେଳେ ଏହାକୁ ନେଇ ତର୍ଜମା କରାଗଲା ସେତେବେଳେ ଜଣା ପଡ଼ିଲା କି ଏହି ଅଭିନେତ୍ରୀ ଜଣଙ୍କ ଖାଲି ଦେହରେ ନଥିଲେ ବରଂ ଲେଗୀଙ୍ଗଂସ ପିନ୍ଧିଥିଲେ ଏବଂ ତାହା ସ୍କିନ୍ କଲର୍ ର ଥିଲା । ଯେହେତୁ ସେ ପିନ୍ଧିଥିବା ପୋଷାକ ସ୍କିନ ବା ଦେହ କଲର୍ ର ଥିଲା ସେଥିପାଇଁ ଏହା କିଛି ନ ପିନ୍ଧିଥିବା ର ବୋଲି ଲାଗୁଥିଲା ।

କିନ୍ତୁ ବାସ୍ତବରେ ସେ ପୋଷାକ ପରିଧାନ କରିଥିଲେ ଯାହାକୁ ଆପଣ ଭଲ ଭାବରେ ତାଙ୍କ ପାଦ ପାଖରେ ଦେଖିଲେ ଜାଣି ପାରିବେ । ଏହା କେମିତି ପାଦ ଆଡ଼କୁ ମୁଡିମୁଡ଼ି ହୋଇ ରହିଛି । ତେବେ କାହାକୁ ଏମିତି ମିଛରେ ବଦନାମ କରିବା ଠିକ୍ ନୁହଁ । କାରଣ ତାଙ୍କର ଅନେକ ଲୋକପ୍ରିୟତା ରହିଛି । ଏମିତି ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ସୋସିଆଲ ମିଡିଆରେ ବଦନାମ କରିବା ଭଳି ଖବର ଭାଇରାଲ କରିବା ବାସ୍ତବରେ ନିନ୍ଦନୀୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment