Odisha News Portal

ଚୀନକୁ ପୁଣି ଥରେ ଭାରତ ଦେଇଛି ଆଉ ଏକ ବହୁତ ବଡ ଝଟକା , ଭାରତରୁ ବ୍ୟାନ୍ ହେଲା 43 ଟି ମୋବାଇଲ୍ ଆପ୍…..

ଚୀନକୁ ପୁଣି ଥରେ ଭାରତ ଦେଇଛି ଆଉ ଏକ ବହୁତ ବଡ ଝଟକା । ପୁଣି ଥରେ ଚୀନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ । ଆଜି 43 ଟି ମୋବାଇଲ୍ ଆପ୍ କୁ ଭାରତରେ୍ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର । ସୂଚନା ଅନୁସାରେ ଏହା ପୂର୍ବରୁ କେନ୍ଦ୍ର ସରକାର ପ୍ରୋୟଗିକ ଅଧିନିୟମ ର ଧାରା 69 A ଅନୁଯାୟୀ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହାପୂର୍ବରୁ ଜୁନ୍, ଜୁଲାଇ ଏବଂ ସେପ୍ଟେମ୍ବରେ ମଧ୍ୟ ଭାରତ ସରକାର ଚୀନ ଆପ୍ ରେ ବ୍ୟାନ୍ ଲଗାଇଥିଲେ । ତେବେ ଦେଶର ସୁରକ୍ଷା ସାର୍ବଭୌମତ୍ବ , ଗୋପନୀୟତାକୁ ମେଇ ବିପଦ ଥିବା ଯୋଗୁଁ ଏହି ଆପ୍ ସବୁକୁ ବ୍ୟାନ୍ କରା ଯାଇ ଥିବା କହିଛନ୍ତି କେନ୍ଦ୍ର ସରକାର ।

ତେବେ ପୂ୍ର୍ବରୁ ଚୀନର 224 ଟି ଆପ୍ କୁ ଭାରତ ବ୍ୟାନ୍ କରି ସାରି ଥିବା ବେଳେ ଏବେ ମୋଟ ନୂଆ ସଂଖ୍ୟାକୁ ମିଶାଇ ଚୀନର 267 ମୋବାଇଲ୍ ଆପ୍ ବ୍ୟାନ୍ କରୁଛି ଭାରତ । ତେବେ ସୀମା ବିବାଦକୁ ନେଇ ପୁଣି ଥରେ ଭାରତ ସରକାର ଚୀନ ଆପ୍ ଉପରେ ବ୍ୟାନ୍ ଲଗାଇଛନ୍ତି ।ତେବେ ଏହି 43 ଆପ୍ କୁ ଭାରତ ସରକାର ବ୍ୟାନ୍ କରିଛନ୍ତି ।
1. ଅଲିବାବା ୱାର୍କବେଞ୍ଚ2. ଅଲି ଏକ୍ସପ୍ରେସ୍- ସ୍ମାର୍ଟର ସପିଙ୍ଗ , ବେଟର ଲିଭିଙ୍ଗ3. ଅଲି ପେ୍ କ୍ୟାସିୟର୍
4. ଅଲି ସାପ୍ଲାଏ ମୋବାଇଲ୍ ଆପ୍5. ଲାଲାମୁଭ ଇଣ୍ଡିଆ – ଡେଲିଭରି ଆପ୍6. ଡ୍ରାଇଭ୍ ୱିଥ୍ ଲାଲାମୁଭ ଇଣ୍ଡିଆ7. କାମକାର୍ଡ଼- ବିଜେନେସ କାର୍ଡ ରିଡର୍8. କାମକାର୍ଡ – ବିସିଆର9. ସ୍ନାକ ଭିଡିଓ


10. ଏଡେର ଆପ୍11.ସୋଲୋ୍- ଫୋଲ୍ ଦି ସୋଲୋ୍ ଟୁ ଫାଇଣ୍ଡ ୟୁ12.ଚାଇନଜ୍ ସୋସିଆଲ ଫ୍ରି୍ ଅନଲାଇନ୍ ଡେଟିଙ୍କ ଭିଡିଓ ଆପ୍ ଏଣ୍ଡ ଚାର୍ଟ13.ଉଇ୍ ଡେଟ୍ – ଡାଟିଙ୍ଗ୍ ଆପ୍14. ଫ୍ରି ଡେଟିଙ୍ଗ ଆପ୍- ସିଙ୍ଗୋଲ୍ ସ୍ଟାର୍ଟ ୟୁଆର୍ ଡେଟ୍15. ଟ୍ରୁଲି ଚାଇନିଜ୍- ଚାଇନିଜ୍ ଡେଟିଙ୍ଗ ଆପ୍16. ଟ୍ରୁଲି ଏସିଆନ- ଏସିଆନେ ଡେଟିଙ୍ଗ ଆପ୍17. ଚାଇନା୍ ଲଭ- ଡେଟିଙ୍ଗ ଆପ୍ ଫର୍ ଚାଇନିଜ୍ ସିଙ୍ଗେଲସ୍18. ଡେଟ୍ ମାଇଂ ଏଜ୍- ଚାର୍ଟ, ମିଟ୍, ଡେଟ୍ ମେଚ୍ୟୁର ସିଙ୍ଗେଲସ୍ ଅନଲାଇନ୍19. ଏସିଆନ୍ ଡେଟ୍ -ଫାଇଣ୍ଡ୍ ଏସିଆନ୍ ସିଙ୍ଗେଲସ୍20. ଫାଷ୍ଟ ୱିସ୍- ଚାର୍ଟ ଏବଂ ସିଙ୍ଗେଲ୍21. ଗାଇଜ୍ ଅନଲି ଡେଟିଙ୍ଗ୍- ଗେ ଚାର୍ଟ22. ଟୁବିଟ୍ – ଲାଇଭ୍ ଷ୍ଟ୍ରିମ୍23. ୱିୟ ୱାର୍କ ଚାଇନା24. ଫାଷ୍ଟ ଲଭ ଲାଇଭ୍ – ସୁପର ହଟ୍ ଲାଇଭ୍ ବିୟୁଟିଲାଇଭ୍ ଅନଲାଇନ୍25. ରିଏଲ୍ – ଲେସବାଇନ୍ ସୋସିଆଲ ନେଟୱାର୍କ26. କ୍ୟାସିୟର ୱାଲେଟ୍27. ମାଙ୍ଗୋ ଟିଭି28. ଏମଜିଟିଭି- ହୁନାନ୍ ଟିଭି ଅଫିସାଇଲ୍ ଟିଭି ଆପ୍29. ୱିଇ ଟିଭି -ଟିଭି ଭାର୍ସନ30. ୱିଇ ଟିଭି – ସିଡ୍ରାମା, କେଡ୍ରାମା ଏବଂ ଅନ୍ୟାନ୍ୟ31. ୱିଇ ଟିଭି ଲାଇଟ୍32. ଲକି ଲାଇଭ୍- ଲାଇଭ୍ ଭିଡିଓ ଷ୍ଟ୍ରିମିଙ୍ଗ ଆପ୍33. ତୌବୌ ଲାଇଭ୍34. ଡିଙ୍ଗ ଟଲ୍କ୍35. ଆଇଡେଣ୍ଟି ଟିଭି ଭି36. ଆଇସୋଲ୍ୟାଣ୍ଡ 2- ଏସିଆ ଅଫ୍ ଟାଇମ୍37. ବକ୍ସଷ୍ଟାର
38. ହିରୋଜ୍ ଏଭୋଲେଭଡ୍39. ହାପି ଫିସ୍40. ଜିଲ୍ଲିପୋପ ମ୍ୟାଚ୍- ଡେକୋରେଟ ୟୁଆର ଡ୍ରିମ୍ ଆଇଲାୟଣ୍ଡ41. ମଞ୍ଚକିନ୍ ମ୍ୟାଚ- ମ୍ୟାଜିକ୍ ହୋମି ବିଲଡିଂ42. କଙ୍ଗୱେଷ୍ଟ ଅନଲାଇନ୍43. ଡେଟ୍ ଇନ୍ ଏସିଆ- ଡେଟିଙ୍ଗ୍ ଏବଂ ଚାର୍ଟ ଫର୍ ଏସିଆ ସିଙ୍ଗେଲସ୍

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।