Odisha News Portal

ପୁଣି କରୋନା ଠୁ ଭୟଙ୍କର ହେବାକୁ ଯାଉଛି ପରିସ୍ଥିତି, ବେଳ ଥାଉଁ ହୋଇଯାଆନ୍ତୁ ସାବଧାନ ! ବିଶେଷଜ୍ଞ ମାନେ ଦେଲେ ବଡ ଚେତାବନୀ

ବର୍ତ୍ତମାନ ସାରା ବିଶ୍ବରେ କରୋନା ହୁ ହୁ ହୋଇ ବଢି ଚାଲିଛି । ଚାରିଆଡେ କେବଳ କରୋନାର ହାହାକାର ପଡିଛି । କିନ୍ତୁ କେବଳ ଏତିକି ଦେଖି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । କାହିଁକି ନାଁ ଆଗକୁ କରୋନାଠୁ ଆହୁରି ବହୁତ ବଡ କିଛି ଭୟଙ୍କର ଘଟଣା ଘଟିବାକୁ ଯାଉଛି । ବିଶେଷଜ୍ଞମାନେ କହୁଛନ୍ତି ପାଣିପାଗ ବହୁତ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେଥିପାଇଁ ଚଳିତ ବର୍ଷ ଥଣ୍ଡା ମଧ୍ୟ ଅଧିକ ରହିବ । ତେଣୁ ଏହି ପରିବର୍ତ୍ତନ ବିଶ୍ବ ପାଇଁ ବହୁତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ତେବେ ଚାଇନାରୁ କରୋନା ଭାଇରସ ଆସିବା ପାଇଁ ଯେତିକି ସମୟ ଲାଗିଥିଲା ସମୁଦ୍ରରେ ସୁନାମୀ ହେବା ପାଇଁ ତାର ଦଶ ଗୁଣ କମ୍ ସମୟ ଲାଗିବ ।

ତେବେ ସ୍ଵିଡେନରେ ବିଗତ ଦୁଇ ମାସ ପୂର୍ବେ ନିଲ ନଦୀ ଫୁଲି ଉଠିଥିଲା । ପରିସ୍ଥିତି ଏମିତି ହୋଇ ଯାଇଥିଲା ଯେ 2-3 ମାସ ବିତି ଗଲାଣି କିନ୍ତୁ ପରିସ୍ଥିତି ବର୍ତ୍ତମାନ ପର୍ଯ୍ୟନ୍ତ ବି ସୁଧାରି ନାହିଁ । ଆଉ ଏହାର ମୁଖ୍ୟ କାରଣ ହେଉଛି ପୃଥିବୀର ଦୁଇ ପାର୍ଶ୍ବରେ ଥିବା ବରଫର ଚାଦର ବର୍ତ୍ତମାନ ତରଳିବାରେ ଲାଗିଛି ।

ଏଥିରେ ସମୁଦ୍ରର ଜଳସ୍ତର ବଢୁଛି ଆଉ ଏହା ଜନଜୀବନ ପାଇଁ ବିପଦ ସୃଷ୍ଟି କରିଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କି ପ୍ରାୟ 90% ବୈଜ୍ଞାନିକମାନେ କହି ସାରିଲାଣି ଯେ 2023 ଶେଷ ବେଳକୁ ପ୍ରତ୍ୟେକ ବର୍ଷ 2 କୋଟି ରୁ ଅଧିକ ଲୋକ ମାନଙ୍କ ଚିହ୍ନବର୍ଣ୍ଣ ଲିଭିଯିବ ସୁନାମି ଆଉ ବର୍ଷା ପାଇଁ ।

 ବର୍ତ୍ତମାନ ଆମେରିକାର ୱଷ୍ଟକର୍ଷ ନିଆଁରେ 50 ଏକର ରୁ ଅଧିକ ଜମି ନଷ୍ଟ ହୋଇସାରିଛି । ଯାହାର ଫଳ ସ୍ବରୂପ ଗତ ଅଗଷ୍ଟ ମାସରୁ ଆଜି ପର୍ଯ୍ୟନ୍ତ ଆମେରିକା ପରି ଦେଶରେ ଜନଜୀବନ ହନ୍ତସନ୍ତ ହେଉଛନ୍ତି । ଏଥି୍ରୁ ସ୍ପଷ୍ଟ ଜଣାପଡୁଛି ଯେ ଆଗକୁ ଆମ ଅବସ୍ଥା କଣ ନହୋଇପାରେ । ଭବିଷ୍ୟତରେ ବିପଦ ମାଡ଼ି ଆସୁଛି । ବୈଜ୍ଞାନିକମାନେ ଆଗୁଆ ଚେତାବନୀ ଦେଇସାରିଛନ୍ତି ଯେ ଏହା ପାଣିପାଗ ପରିବର୍ତ୍ତନ ହେବାର ଫଳ ଏବଂ ଏହାକୁ ଆମେ ହିଁ ସୃଷ୍ଟି କରିଛେ ।

ଜଙ୍ଗଲ ନଷ୍ଟ କରିବା ଏବଂ ବନ୍ୟଜନ୍ତୁଙ୍କର ସଂଖ୍ୟା ଗରିଷ୍ଠତା କମିବା ଏହା ହେ୍ଉଛି ମହାପ୍ରଳୟର ମହାସଂକେତ । ପ୍ରାୟ ବିଶ୍ବରେ 68% ଜୀବଜନ୍ତୁ ଲୋପ ପାଇସାରିଛନ୍ତି କାହିଁକି ନାଁ ଆମେ ସେମାନଙ୍କର ବାସସ୍ଥଳୀକୁ ନଷ୍ଟ କରିଚାଲିଛୁ । ତେଣୁ ଆମେ ମାନଙ୍କ ପାଇଁ ହିଁ ମହାମାରୀ ବଢ଼ି ଚାଲିଛି ବୋଲି କହି ପାରିବା ଏହା ନିୟନ୍ତ୍ରଣ ହେଇ ପାରୁ ନାହିଁ କେବଳ ଆମ ମାନଙ୍କ ପାଇଁ କାରଣ ଆମେ ହିଁ ସବୁ କିଛିର କାରଣ । ବିଶେଷଜ୍ଞ ମାନେ କହିଛନ୍ତି ଏବେ ଆମକୁ ବୁଝିଯିବା ଦରକାର ଯେ ପ୍ରକୃତି ଓ ମଣିଷ ଉଭୟ ପରିପୂରକ।

ତେବେ ଏହି ସବୁ ଘଟଣାକୁ ଚେତାବନୀ ଆକାରରେ ନେବାର ଅଛି ଆଉ ଆମକୁ ସତର୍କରେ ରହିବାରେ ଅଛି । ମହାମାରୀକୁ ଆମେ ଯେମିତି ହେଲେ ନିୟନ୍ତ୍ରଣ କରି ପାରିବା କିନ୍ତୁ ଆଗକୁ ଆସୁଥିବା ପରିସ୍ଥିତିର କିପରି ସାମ୍ନା କରିବା । ତେବେ ଆମର ଉଦ୍ଦେଶ୍ୟ ଆପଣ ମାନଙ୍କୁ ଭୟବିତ କରିବା ନୁହେଁ ବରଂ ସତର୍କ କରିବା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।