ପୁଣିଥିରେ ବିବାହ କରିବାକୁ ଯାଉଛନ୍ତି ବଲିଉଡ କୁଇନ କରିସ୍ମା କପୁର ! ପ୍ରକୃତ କାରଣ ଜାଣିଲେ ଆପଣ ମଧ୍ୟ ଅବାକ୍ ହୋଇଯିବେ….

ବଲିଉଡ ହିରୋଇନ କରିସ୍ମା କପୁର ଯିଏ କି 90 ମସିହାରେ ଜଣେ ମହଶୁର ଅଭିନେତ୍ରୀ ଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ପ୍ରେମ କଦି । 90 ମସିହାରେ ତାଙ୍କର ବହୁତ ଜଲୱା ଦେଖିବାକୁ ମିଳିଥିଲା କରିସ୍ମା ସେହି ସମୟରେ ବହୁତ ସୁନ୍ଦର ଏବଂ ଭଲ ଆକ୍ଟର ଥିଲେ । ସମସ୍ତେ ତାଙ୍କର ସହ କାମ କରିବା ପାଇଁ ଚାହୁଁଥିଲେ ଏଥିପାଇଁ ସେ ବହୁତ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି । ତାଙ୍କର ଯୋଡି ଗୋବିନ୍ଦାଙ୍କ ସହିତ ବହୁତ ହିଟ ହେଉଥିଲା । ଗୋବିନ୍ଦା ଏବଂ କରିସ୍ମାର ଫିଲ୍ମ ହାଉସଫୁଲ ହେଉଥିଲା ।

କରିସ୍ମା ନିଜର ଜବରଦସ୍ତ ଆକ୍ଟିଙ୍ଗ ଫଳରେ ବଲିଉଡରେ ଏକ ନମ୍ବର ୱାନ ଚେହେରା ଥିଲେ । ମାତ୍ର ବିବାହ ପରେ ସେ ବଲିଉଡ ଠାରୁ ଦୂରେଇ ଗଲେ । କରିସ୍ମା କପୁର 2003 ରେ ଦିଲ୍ଲୀର ବିଜନେସ ମ୍ୟାନ ସଂଞ୍ଜୟ କପରଙ୍କୁ ବିବାହ କରିଥିଲେ ମାତ୍ର 2016 ରେ ସେମାନଙ୍କର ଛାଡପତ୍ର ହୋଇଯାଇଛି ।

କରିସ୍ମା କପୁର ନିଜର ସ୍ୱାମୀ ସଂଞ୍ଜୟ କପୁରଙ୍କ ଉପରେ ଅଭିଯୋଗ କରିଥିଲେ କି ସେ ତାଙ୍କୁ ପିଟନ୍ତି , ମାରନ୍ତି ଏବଂ ତାଙ୍କର ବ୍ୟବହାର ଭଲ ନୁହେଁ । ଏବେକା ସମୟରେ ଶୁଣିବାକୁ ମିଳୁଛି କି କରିସ୍ମା ପୁଣିଥରେ ଦୁଲହନ ବନିପାରନ୍ତି । ସୂଚନା ଅନୁସାରେ କରିସ୍ମା ଏବେକା ସମୟରେ ସଂଦୀପ ତୋଷନିବାଲଙ୍କୁ ଡେଟ କରୁଛନ୍ତି ଏବଂ ବହୁତ ଜଲ୍ଲଦି ତାଙ୍କୁ ବିବାହ କରିପାରନ୍ତି ।

ସଂଦୀପ ତୋଷନିବାଲଙ୍କର ଏକ ବଡ କାରବାର ରହିଛି ଏବଂ ବହୁତ ସମୟରେ ଦୁଇଜଣ ପରସ୍ପରକୁ ଡେଟ କରୁଛନ୍ତି । ସଂଞ୍ଜୟ କପୁରଙ୍କ ପରି ସଂଦୀପ ତୋଷନିବାଲ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି ।

ସେ ଏହି କିଛି ମାସ ହେବ ନିଜର ସ୍ତ୍ରୀ ହର୍ଷିତାଙ୍କ ଠାରୁ ଛାଡପତ୍ର ନେଇଛନ୍ତି । କେତେକ ସମୟରେ କରିସ୍ମା ଏବଂ ସଂଦୀପ ଏକା ସଂଙ୍ଗରେ ନଜର ଆସିଛନ୍ତି । ଫିଲ୍ମରେ ଦୂରରେ ରହିବା ପରେ ମଧ୍ୟ କରିସ୍ମା ନିଜର ଫିଟନେସ ପାଇଁ ସମସ୍ତଙ୍କ ହୃଦୟରେ ନିଜର ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । କରିସ୍ମା ନିଜକୁ ଏପରି ଫିଟ ରଖିଛନ୍ତି କି ସେ 45 ବର୍ଷ ବୟସରେ ମଧ୍ୟ ବହୁତ ଜବାନ ଦେଖାଯାଆନ୍ତି ।

ଏହି କିଛି ଦିନ ଆଗରୁ ସେ ନିଜର ଗ୍ଲେମସର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । କରିସ୍ମାଙ୍କର ଫଟୋଙ୍କୁ ତାଙ୍କର ଫ୍ୟାନ ମାନେ ବହୁତ ହିଁ ପସନ୍ଦ କରିଥାନ୍ତି ।

ଏହି କିଛି ମାସ ହେବ କରିସ୍ମା ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୋ ରେ ଜର୍ଜ ହିସାବରେ ଆସିଥିଲେ ଏବଂ ଯେଉଁଥିରେ ସେ ନିଜର ଭଉଣୀ କରିନାଙ୍କର କିଛି କଥା କହିଥିଲେ । ସେ କହିଥିଲେ କି କରିନା ଛୋଟ ସମୟରେ ପୁରା ପଟାକା ଥିଲେ ଏବଂ ବହୁତ ସରାରତ କରୁଥିଲେ । କରସ୍ମା ବହୁତ ସିଧାସାଧା ଥିଲେ ମାତ୍ର କରିନା ତାଙ୍କର ବିପରୀତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment