Odisha News Portal

ପୁଣି ଆସିଲା ବର୍ଷା ଅନୁଭବ ବିବାଦ ,ପୁଣି ବର୍ଷା ଅନୁଭବ ଙ୍କ ନାଁ ରେ ଆଣିଲେ ସଙ୍ଗିନୀ ଅଭିଯୋଗ , ଥାନାରେ ଦେଲେ ଏତେଲା ,… କାରଣ ଜାଣିଲେ ଆପଣ ଅନୁଭବ ଙ୍କୁ ଛିଃ ଛିଃ…..

0 3

ଆପଣ ମାନେ ଓଲିଉଡ ସୁପରଷ୍ଟାର ବର୍ଷାପ୍ରିୟ ଦର୍ଶିନୀ ଏବଂ ଅନୁଭବଙ୍କର କଥା ତ ନିଶ୍ଚିତ ରୂପରେ ଜାଣିଥିବେ । ତେବେ ଏବେ ବର୍ଷା ପୁଣି ଅନୁଭବଙ୍କ ନାମରେ ଆଣିଛନ୍ତି ଅବିଯୋଗ ଏବଂ ଏହା ସହ ହୋଇଛନ୍ତି ଥାନାର ଦ୍ୱାରସ୍ତ । ବର୍ଷା ପୁରୀଘାଟ ଥାନାରେ ଏତେଲା ଦେଇଛନ୍ତି କି ଅନୁଭବଙ୍କର ଫ୍ୟାନ ଏବଂ ବର୍ଷାଙ୍କର ଫ୍ୟାନ ମାନଙ୍କର ଝଗଡା ଲାଗିବା ସହିତ ବର୍ଷାଙ୍କୁ କଦର୍ଯ୍ୟ କରାଯାଉଛି ଅନୁଭବଙ୍କର ଫ୍ୟାନ କ୍ଲବରେ ।

ଏମିତି କିଛି ମାଧ୍ୟମ ଅନୁଭବ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ଯାହାକି ବର୍ଷାଙ୍କୁ ଇଙ୍ଗିତ କରି କୁହାଯାଉଛି । ଅନୁଭବଙ୍କର ଫ୍ୟାନ ମାନେ ମଧ୍ୟ ବର୍ଷାଙ୍କୁ କଦର୍ଯ୍ୟ କରୁଥିବାରୁ ସେ ପୁରୀ ଘାଟ ଥାନାରେ ଏତେଲା ଦେଇଛନ୍ତି ।

ଏହା ସହିତ ଅନୁଭଙ୍କ ସହିତ ସେ ଯେ ପର୍ଯ୍ୟନ୍ତ ଅଛନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ କେହି ବ୍ଲେମ କରନ୍ତୁ ନାହିଁ ଦ୍ୱିତୀୟ କଥା ଅନୁଭବଙ୍କର ସହିତ ତାଙ୍କର ଏପର୍ଯ୍ୟନ୍ତ ସଂପର୍କ ଛିନ୍ନ ହୋଇନାହିଁ । ବର୍ଷା କହିଛନ୍ତି କି ସେ ଚାହିଁଲେ ତାଙ୍କ ସ୍ୱାମୀଙ୍କ ସହ ରହିପାରନ୍ତି ନରହିପାରନ୍ତି ଏହା ତାଙ୍କ ଉପରେ ନିର୍ଭର କରେ , ଏ କଥାକୁ ନେଇ କରି ତାଙ୍କୁ କେହି ବ୍ଲେମ ନକରନ୍ତୁ ବୋଲି ସେ କହିଛନ୍ତି । ଏଥିପାଇଁ ସେ ପୁରୀଘାଟ ଥାନାରେ ମଧ୍ୟ ଏତେଲା ପ୍ରଦାନ କରିଛନ୍ତି । ବର୍ଷାଙ୍କର ଏପରି ଏତେଲା ପରେ ପୁରୀଘାଟ ଥାନାରେ ତଦନ୍ତ ଆରମ୍ଭ କରିଦେଇଛନ୍ତି । 

ଯେଉଁ ଫେସବୁକ ପେଜ ବା ଯେଉଁ ପେଜରେ ବର୍ଷାଙ୍କୁ କଦର୍ଯ୍ୟ କରାଯାଉଛି ଏବଂ ଯେଉଁ ଭିଡିଓ ମାନଙ୍କରେ ବର୍ଷାଙ୍କୁ ଇଙ୍ଗିତ କରି କିଛି କଥା କୁହାଯାଉଛି ତାହାକୁ ପୋଲିସ ଏବେ ଖୋଜିବାରେ ଲାଗିଛି । ଯଥାଶୀଘ୍ର ପୋଲିସ ସେମାନଙ୍କୁ ସାମ୍ନାକୁ ଆଣିବା ଏବେ ତାପରେ ତାହାର କାରଣ ପଚାରି ବୁଢିବ । ତେବେ ଆପଣ ମାନେ ତ ଜାଣିଛନ୍ତି ବର୍ଷା ଏବଂ ଅନୁଭବଙ୍କର ମଧ୍ୟରେ ଏବେ କଳହ ଲାଗି ରହିଛି । ଦୁଇ ଜଣ ବିବାହ କରିଥିଲେ ମଧ୍ୟ ଓଡିଆ ସିନେ ଜଗତରେ ବେଷ୍ଟ କପୁଲ ଭାବରେ ପରିଗଣିତ ହେଉଥିଲେ ।

ମାତ୍ର ଏବେ ଦୁଇ ଜଣକ ଭିତରେ ବିବାଦ ଲାଗି ରହିଛି , ତେବେ ବିବାଦ ଲାଗି ରହିଥିବା ସମୟରେ ଗୋଟିଏ ପରେ ଗୋଟିଏ ଉଜଙ୍ଗର ତଥ୍ୟ ସାମ୍ନାକୁ ଆସିଛି । ଏପରିକି ବର୍ଷା ଅନୁଭବ ଆଉ କେବେ ଏକାଟି ହେବେ ନାହିଁ ବୋଲି ଶୁଣିବାକୁ ମିଳିଥିଲା । ଏକଥା ଅନୁଭବ ସ୍ପଷ୍ଟ କରିଥିଲେ କି ଏ ଜନ୍ମ କଣ ଆଉ କେଉଁ ଜନ୍ମରେ ମଧ୍ୟ ସେ ବର୍ଷାଙ୍କ ସହ ରହିବେ ନାହିଁ । ମାତ୍ର ବର୍ଷା କହିଥିଲେ କି ସେ ତାଙ୍କ ବାପ ଘରକୁ ଯିବେ ନାହିଁ ସାଶୁଘରେ ରହିବେ ଏବଂ ଆପୋଶ ବୁଜାବଣା କରିବେ ।