Odisha News Portal

ପୁଣି ଭାରତୀୟ ପଶୁ ପାଳନ ନିଗମ ପକ୍ଷରୁ ଆସିଲା ବଡ଼ ଧରଣର ନିଯୁକ୍ତି ସୁଯୋଗ । ଜଲଦି କରନ୍ତୁ ଆବେଦନ…..

ଭାରତୀୟ ପଶୁ ପାଳନ ନିଗମ ତରଫରୁ ଆସିଲା ପୁଣି ନିଯୁକ୍ତି ସୁଯୋଗ । ତେବେ ବର୍ତ୍ତମାନର ଏହି କରୋନା କାଳରେ ଚାକିରିଟିଏ ମିଳିବା ବହୁତ କଷ୍ଟକର ବ୍ୟାପାର ହୋଇ ଗଲାଣି । ଆଉ ଏହି ଏହି କରୋନା ସମୟରେ ଏମିତି ଗୋଟିଏ ନିଯୁକ୍ତି ସୁଯୋଗ ନିଶ୍ଚିତ ଭାବରେ ଦେଶର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁତ ଖୁସି ନେଇ ଆସିଛି । ତେବେ ଚାଲନ୍ତୁ ଜାଣିବା ସେହି ନିଯୁକ୍ତିଟି ବିଷୟରେ ।

ତେବେ ଭାରତୀୟ ପଶୁ ପାଳନ ନିଗମ ତରଫରୁ ଆସିଛି ବହୁତ ବଡ ନିଯୁକ୍ତି ସୁଯୋଗ । ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର। କରନା ସମୟରେ ଏହି ବିଭାଗ ଦେଶର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଣିଛି ଖୁସି ଖବର।

ଏହାକୁ ଦଶମ ପାସ୍ ପିଲା ଆବେଦନ କରି ପାରିବେ ଏବଂ 3764 ଟି ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ଉଠାଇ ପାରିବେ । ଯଦି ଆପଣ ସର୍ବନିମ୍ନ ଦଶମ ଶ୍ରେଣୀ ପାସ୍ କରିଛନ୍ତି ତେବେ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆଜି ହିଁ ଆବେଦନ କରନ୍ତୁ ।ଏଥିରେ ଆପଣଙ୍କୁ ଭଲ ଦରମା ଏବଂ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ ।

ତେବେ ଭାରତୀୟ ପଶୁ ପାଳନ ନିଗମ ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ସରକାରଙ୍କ ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ପାରିବେ । ଚାଲନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।


ପଦ ନାମ- ପଶୁ ପାଳନ ନିଗମରେ ଭିନ୍ନ ଭିନ୍ନ ପଦ ପାଇଁ ନିଯୁକ୍ତି ରହିଛି।
ପଦବୀ- 3764 ଟି ପଦବୀ ରହିଛି ।
ଆବେଦନ ପ୍ରକ୍ରିୟା – ଅନଲାଇନ ମାଧ୍ୟମରେ ।
ଚୟନ ପ୍ରକ୍ରିୟା- ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ।

ଶିକ୍ଷାଗତ ଯୋଗ୍ୟତା- ଦଶମ ପାସ୍,+2, +3 ଏବଂ ପୋଷ୍ଟ ଗ୍ରାଯୁଏଟ ମଧ୍ୟ ହୋଇଥିବା ନିହାତି ଦରକାର। ତେବେ ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି ।
ଆବେଦନ ତାରିଖ- ଆବେଦନ ର ଶେଷ ତାରିଖ ରହିଛି 21 ଡିସେମ୍ବର 2020

ବୟସ ସୀମା- ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ରହିଛି । କିନ୍ତୁ ଆବେଦନ କରିବା ପାଇଁ ଆପଣଙ୍କ ସର୍ବନିମ୍ନ ବୟସ ସୀମା 18 ଏବଂ ସର୍ବାଧିକ ବୟସ ସୀମା 45 ବର୍ଷ ହେବା ଜରୁରି ଅଟେ ।

ଦରମା- 12800- 21700 ଟଙ୍କା ।

ଆବେଦନ ପ୍ରକ୍ରିୟା-
ଏହି ପଶୁ ପାଳନ ନିଗମ ବିଭାଗରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଏହାର ୱେବ୍ ସାଇଟ୍ କୁ ଯାଇ ସରକାରୀ ବିଭାଗର ଜାରି ହୋଇଥିବା ଅଫିସିଆଲ୍ ୱେବ୍ ସାଇଟ୍ (www.bharatiyapashupalan.com) ରେ କ୍ଲିକ୍ କରି ଏହାର ଆବେଦନ ବିଷୟରେ ଜାଣିବା ସହିତ apply online କ୍ଲିକ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଧ୍ୟାନ ଦିଅନ୍ତି ଯେମିତି ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ତଥ୍ୟ ଭୁଲ୍ ନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।