Odisha News Portal

Jyotish Shastra – ପୃଥିବୀର ସବୁଠାରୁ ଶକ୍ତିଶାଳୀ ହୋଇଥାନ୍ତି ଏହି 2ଟି ରାଶି ଭଗବାନ ସର୍ବଦା ରହିଥାନ୍ତି ଏମାନଙ୍କ ସାଥିରେ….

ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜନ୍ମ ସମୟରେ ନିଜ ଭାଗ୍ୟକୁ ସାଥିରେ ନେଇକରି ଆସିଥାନ୍ତି । କିଛି ବ୍ୟକ୍ତିଙ୍କୁ ଜନ୍ମ ସହିତ ହିଁ ଖୁସୀ ଧନ , ଦୌଲତ ସବିୁକିଛି ମିଳି ଯାଇଥାଏ । ଏହି ବ୍ୟକ୍ତିଙ୍କୁ ଭାଗ୍ୟର ଧନୀ ବିଚାର କରାଯାଏ , ପ୍ରତ୍ୟେକ ବ୍ୟକ୍ତି ମାନଙ୍କର ରାଶି ଅଲଗା ଅଲଗା ହୋଇଥାଏ । ଯାହା ଅନୁସାରେ ସେମାନଙ୍କ ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ କିଛି ସଙ୍କେତ ପ୍ରାପ୍ତ କରାଯାଇ ପାରେ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ସେହି 2 ଟି ଭାଗ୍ୟବାନ ରାଶି ମାନଙ୍କ ବିଷୟରେ , ଯେଉଁମାନଙ୍କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି ବିଚାର କରାଯାଏ ।

ଜ୍ୟେତିଷଶାସ୍ତ୍ର ଅନୁସାରେ ଭଗବାନ ଶିବ ଜି ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେବତା ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଯେଉଁ ମାନଙ୍କ ଉପରେ ଭଗବାନ ଶିବଜି କୌଣସି ଭକ୍ତ ଙ୍କ ଉପରେ ପ୍ରସନ୍ନ ହୋଇଯାଆନ୍ତି , ତ ତାଙ୍କର ଜୀବନ ଦୁର୍ଭାଗ୍ୟରୁ ସୌଭାଗ୍ୟରେ ପରିଣତ ହୋଇ ଯାଇଥାଏ । ଗ୍ରହ ମାନଙ୍କର ଚଳନ ର ପରିବର୍ତ୍ତନ କାରଣରୁ ଏହାର ପ୍ରଭାବ 12 ଗୋଟି ରାଶି ମାନଙ୍କ ଉପରେ ପଡିଥାଏ । ଆର୍ଥାତ୍ ଆମର ଜୀବନରେ ଯାହା କିଛି ଭଲ ଏବଂ ଖରାପ ପଡିଥାଏ , ତାହାର ପଛରେ ଗ୍ରହ ମାନଙ୍କର ବହୁତ ବଡ ହାତ ରହିଥାଏ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ରାଶିକୁ ଦେଖି ତାଙ୍କ ବିଷୟରେ ବହୁତ କିଛି ଜଣାଯାଏ । ଆମେ ଯେଉଁ 2 ଟି ରାଶି ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ ସେମାନେ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ଆପଣ ମାନେ ନିଶ୍ଚିତ ରୂପେ ଚିନ୍ତା କରୁଥିବେ ଯେ ଏହି 2ଟି ରାଶି ମଧ୍ୟରେ ଏମିତି କଣ ରହିଛି କି ଯାହାଫଳରେ ଶକ୍ତିଶାଳୀ ରାଶି ଭାବରେ ବିଚାର କରାଯାଉଛି । ତେବେ କାରଣ ଜାଣିବା ପାଇଁ ଆସନ୍ତୁ ଜାଣିବା ପ୍ରଥମେ ମେଷ ରାଶି ବ୍ୟକ୍ତି ଙ୍କ ବିଷୟରେ ।

1. ମେଷରାଶି :-

ମେଷ ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ କୃପା ଦୃଷ୍ଚି ସର୍ବଦା ହିଁ ରହିଥାଏ , ଯେଉଁକାରଣରୁ ଏହି ରାଶିର ଜାତକଙ୍କୁ ଜୀବନରେ କେବେବି କୌଣସି ସମସ୍ୟା ଅଧିକ ଦିନ ପର୍ଯ୍ୟନ୍ତ ରହି ନଥାଏ । ଏହି ରାଶିର ଜାତକଙ୍କୁ ସର୍ବଦା ଖୁସୀ ହିଁ ମିଳିଥାଏ ।

2. ଧନୁରାଶି :-

ଧନୁରାଶି ଜାତକଙ୍କ ସ୍ୱାମୀଗ୍ରହ ବୃହସ୍ପତ୍ତି ଅଟନ୍ତି , ଯେଉଁ କାରଣରୁ ଏହି ରାଶିର ଜାତକଙ୍କ ଉପରେ ଅନ୍ୟକୌଣସି ଗ୍ରହ ମାନଙ୍କର ଖରାପ ପ୍ରଭାବ ପ୍ରାୟତଃ ପଡିନଥାଏ । ତା ସହ ଏହି ରାଶିର ଜାତକ ଦୁନିଆର ସବୁଠାରୁ ଅଧିକ ନାମ କମାଇଥାନ୍ତି । ଏମାନେ ଯେଉଁ କାର୍ଯ୍ୟ କରିଥାନ୍ତି , ସେଥିରେ ସଫଳତା ଅବଶ୍ୟ ପ୍ରାପ୍ତ କରିଥାନ୍ତି ଧନୁରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ଭୋଳାନାଥଙ୍କର କୃପା ଦୃଷ୍ଟି ସର୍ବଦା ହିଁ ରହିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।