Dr. Bharathi – ଠିକ ସମୟରେ ପିରିୟଡସ୍ ହେଉନି କି ? ଜାଣନ୍ତୁ ଏହାର ଘରୋଇ ଚିକିତ୍ସା…

ହଁ ଦର୍ଶକ ବନ୍ଧୁ ପ୍ରତେକ ମଣିଷ ମାନଙ୍କ ପାଖରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଥାଏ | ତେବେ ବିଶେଷ କରି ମହିଳା ମାନଙ୍କ ପାଖରେ pcos ଭଳି କେତେକ ସମସ୍ୟା ଦେଖା ଯାଇଥାଏ | ତେବେ pcos ର ପୁରା ନାମ ହେଉଛି ପୋଲିଷ୍ଟିକ ଅଭାରୀୟାନ ସିଣ୍ଡ୍ରମ | ତେବେ ଏହି ଭଳି ସମସ୍ୟା ମାନ ସାଧାରଣତଃ ହିର୍ମୋନାଲ ଇମ୍ବେଲେନ୍ସ କାରଣରୁ ହୋଇଥାଏ ବୋଲି ମଧ୍ୟ କୁହାଯାଉଛି | ଆଉ ଯାହା କାରଣରୁ ଡିମ୍ବାଣୁ ଠିକ ଭାବରେ ସୃଷ୍ଟି ହୋଇ ପାରେ ନାହିଁ ଯାହାର କାରଣରୁ 15 ଦିନକୁ ଥରେ ପିରିୟଡ଼ସ ହୋଇଥାଏ ଆଉ କାହା କାହାର ପରିୟଡ଼ସ ରେ ଅନିୟମିତତା ଦେଖା ଯାଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହିଭଳି କିଛି ସମସ୍ୟା ର କଣ ରହିଛି ଲକ୍ଷଣ ଓ ତାହାର ସମାଧାନ ର କେମିତି କରିବା ଆସନ୍ତୁ ଜାଣିବା |

ତେବେ ଅନେକ ଡକ୍ଟର ଙ୍କ ମତ ଅନୁସାରେ pcos ଦୁଇ ପ୍ରକାରର ହୋଇଥାଏ ଗୋଟିଏ ହେଉଛି ହର୍ମୋନାଲ ଆଉ ଗୋଟିଏ ଜୀବନ ଶୌଳି ର ପ୍ରଭାବ | ତେବେ କୁହାଯାଉଛି କି ବିଶେଷ କରିକି ମହିଳା ମାନେ ବାହାରର ଖାଇବା ଅଧିକ ଖାଇଲେ ଓ ରାତିରେ ନିଦ୍ରା ଥିଲ ଭାବରେ ନ ହେଲେ ମଧ୍ୟ pcos ଭଳି ସମସ୍ୟା ମାନ ଦେଖା ଯାଇଥାଏ |

ଗର୍ଭବସ୍ଥା ଓ ଋତୁସ୍ରାବ ଉପରେ pcos ର ପ୍ରଭାବ ପକାଇଥାଏ କି :-

1-pcos ଜନିତ କାରଣରୁ ଅଭାରି ରେ ଅଣ୍ଡା ର ପରିମାଣ କମି ଯାଇଥାଏ ଯାହା ଫଳରେ ଗର୍ଭବତୀ ହେବାରେ ଅସୁବିଧା ହୋଇଥାଏ | ଏହା ବ୍ୟତୀତ କେଶ ଝଡିବା ଜନିତ ସମସ୍ୟା ଦେଖା ଯିବା ସହିତ ମୁହଁରେ ବ୍ରଣ ମଧ୍ୟ ବାହାରିଥାଏ |

2- pcos ସାଧାରଣତଃ ମୁଣ୍ଡ ବିନ୍ଧା ଓ ବନ୍ଧ୍ୟା ଦୋଷ ର କାରଣ ହୋଇଥାଏ | ତେବେ ଏହାର କାରଣରୁ ପିରିୟଡ଼ସ ରେ ଅନିୟମିତତା ଦେଖା ଯାଇଥାଏ | ତାହା ବ୍ୟତୀତ ମହିଳା ମାନଙ୍କର ଋତୁଶ୍ରାବ ଦେଖା ଯାଉଥିବା ବେଳେ ବେଳେ ବେଳେ କେତେକ ଙ୍କର ପିରିୟଡ଼ସ ହୋଇ ନ ଥାଏ |pcos କଣ ପ୍ରଭାବ ପକାଇଥାଏ :-କୁହାଯାଉଛି କି ପ୍ରଥମ ଥର ପାଇଁ ପିରିୟଡ଼ସ ହେଲେ 1 ବର୍ଷ ପର୍ଯ୍ୟନ୍ତ ଏହିଭଳି ଅନିୟମିତତା ଦେଖା ଯାଇଥାଏ, ଏହା ବ୍ୟତୀତ ମଧ୍ୟମ ବୟସରେ ଦେଖା ଗଲେ ଗର୍ଭ ଧାରଣା ରେ ଅସୁବିଧା ହୋଇଥାଏ |

pcos ଚିନ୍ହିବେ କେମିତି :-

ଏହି ରୋଗ କୁ ଚିହିଁ ହୁଏ ନାହିଁ ମାତ୍ର ପିରିୟଡ଼ସ ର ଅନିୟମିତତା କୁ ଦେଖିକି ଡାକ୍ତର ମାନେ ଜାଣି ପାରନ୍ତି ବୋଲି କୁହାଯାଏ |pcos ର ଚିକିତ୍ସା :-ତେବେ pcos, ଜନିତ ରୋଗ ର ଚିକିତ୍ସା କରିବା ପାଇଁ ହେଲେ ଆପଣଙ୍କର ଖାଦ୍ୟ ପେୟ ଉପରେ ଗୁରୁତ୍ୱ ଦେବାକୁ ପଡିବ ଭାତ, ମୋଇଦା, ଚିନି, ଆଳୁ, କ୍ଷୀର କମ ଖାଇବା ଆବଶ୍ୟକ | ତାହା ବ୍ୟତୀତ ନିଦ୍ରା ଠିକ ଭାବରେ ହେବା ଆବଶ୍ୟକ ତାହା ନ ହେଲେ ହର୍ମନାଲ ଅସୁବିଧା ଦେଖା ଯାଏ ଓ ପିରିୟଡ଼ସ ହୁଏ ନାହିଁ |

ତେବେ ଏହା ଥିଲା pcos ଭଳି ରୋଗ ବିଷୟରେ ସମସ୍ତ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment